Browsing Tag

independence day

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି: ପୃଥିବୀଠାରୁ ୧ ଲକ୍ଷ ୬ ହଜାର ଫୁଟ୍‌ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା!

ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ ସରକାର ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ରହିଛି। ଏହି କ୍ରମରେ ପୃଥିବୀଠାରୁ ୩୦ କିଲୋମିଟର ଦୂର ଉଚ୍ଚ ଆକାଶରେ ତ୍ରିରଙ୍ଗା ପତାକା ଉଡ଼ାଯାଇଛି।…

ଆମେରିକାରେ ସ୍ୱାଧୀନତା ଦିବସ ପାଳିଲେ ଓଡ଼ିଆ, ପରିବେଷଣ କଲେ ସମ୍ବଲପୁରୀ ଲୋକନୃତ୍ୟ ‘ଡାଲଖାଇ’

ଭୁବନେଶ୍ୱର: ଆଜି କେବଳ ଦେଶରେ ନୁହେଁ ବରଂ ଦେଶ ବାହାରେ ବି ପାଳିତ ହେଉଛି ସ୍ୱାଧୀନତା ଦିବସ। ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଦେଶରେ ରହୁଥିବା ଭାରତୀୟ ତଥା ଓଡ଼ିଆ ମାନେ ଦେଶ ଭକ୍ତିର ପ୍ରତୀକ ସ୍ୱରୂପ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଆମେରିକାର…

ମାଓ ପ୍ରବଣ ଅଞ୍ଚଳ ନିୟମଗିରିରେ ଉଡ଼ିଲା ତ୍ରିରଙ୍ଗା

କଳାହାଣ୍ଡି(କେନ୍ୟୁଜ୍): ମାଓ ପ୍ରବଣ ଅଞ୍ଚଳ ନିୟମଗିରିରେ ଉଡ଼ିଲା ତ୍ରିରଙ୍ଗା । ହର ଘର ତ୍ରିରଙ୍ଗା, ବନ୍ଦେ ମାତାରାମ ନାରାରେ ପ୍ରକମ୍ପିତ ଗାଁ ଦାଣ୍ଡ । ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଉତ୍ସବମୁଖର। ହେଲେ କଳାହାଣ୍ଡି ଜିଲ୍ଲାର ଅନେକ ଗୁଡିଏ ଗାଁ ଅଛି ଯେଉଁ ଗାଁ…

ସ୍ୱାଧୀନତା ଦିବସରେ ଘରେ ତ୍ରିରଙ୍ଗା ଉଡାଇ ଉତ୍ସବ ମନାଇଲେ କ୍ରିକେଟ ସେଲିବ୍ରିଟି, ସେୟାର କଲେ ଭିଡିଓ

ଭାରତ ଆଜି ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସମଗ୍ର ଦେଶବାସୀ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଶିଖର ଧଓ୍ଵନ ଭିଡିଓ…

ବଲିଉଡ୍‌ ସେଲିବ୍ରିଟି ମଧ୍ୟ ପାଳୁଛନ୍ତି ସ୍ୱାଧୀନତା ଦିବସ, ନିଆରା ଅନ୍ଦାଜରେ ଅଭିନନ୍ଦନ ଜଣାଇଲେ ଶାହାରୁଖ-ସଲମାନ୍‌

ଆଜି ୭୬ ତମ ସ୍ୱାଧୀନତା ଦିବସ ପାଳୁଛି ସାରା ଦେଶ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ତ୍ରିରଙ୍ଗାରେ ସଜେଇ ହୋଇଛି। ଦେଶର କୋଣ ଅନୁକୋଣରେ ନୁହେଁ, ବରଂ ଆଜି ସବୁ ଘରେ ତ୍ରିରଙ୍ଗା ଉଡ଼ୁଛି। ସ୍ୱାଧୀନତାର ଏହି ଉତ୍ସବ ବଲିଉଡ୍‌ରେ ବି ଦେଖିବାକୁ ମିଳିଛି। ବଲିଉଡ୍‌ର ବାଦଶାହ…

କଳିଙ୍ଗ ଟିଭି ଓ କେନ୍ୟୁଜ୍‌ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଟିଭି ଓ କେନ୍ୟୁଜ୍‌ ପରିବାର ପକ୍ଷରୁ ଆଜି ପାଳିତ ହୋଇଛି ୭୬ତମ ସ୍ୱାଧୀନତା ଦିବସ । ନୂଆପଲ୍ଲୀ ସ୍ଥିତ କାଯ୍ୟାର୍ଳୟର ଦ୍ୱିତୀୟ କ୍ୟାମ୍ପସ ପରିସରରେ କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ…

ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏଥିସହ ସେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିଛନ୍ତି…

ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ କରୁଛନ୍ତି ସମ୍ବୋଧନ

ନୂଆଦିଲ୍ଲୀ(କେନ୍ୟୁଜ୍) : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଏହାସହିତ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ପ୍ରଥମେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ, ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ। ନୂଆଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ…

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ଜବତ ହେଲା ୨ହଜାର ଲାଇଭ କାଟ୍ରିଜ, ବଢିଲା ସୁରକ୍ଷା ବ୍ୟବସ୍ଥା

ଆସନ୍ତା କାଲି ଦେଶ ପାଳନ କରିବ ସ୍ଵାଧୀନତା ଦିବସ। କିନ୍ତୁ ଦିଲ୍ଲୀ ପୋଲିସ ଗତ ଶୁକ୍ରବାର ଦିନ ଅନେକ ଗୁଳି ଜବତ କରିଛି। ଯାହାକୁ ନେଇ ଦିଲ୍ଲୀ ପୋଲିସ ମଧ୍ୟ ଆତଙ୍କବାଦୀ କୋଣ ଅନୁଧ୍ୟାନ କରିନାହିଁ ଏବଂ ଏ ବାବଦରେ ବ୍ୟାପକ ଯାଞ୍ଚ ଆରମ୍ଭ କରିଛି। ଏହି ସପ୍ତାହ ଆରମ୍ଭରେ ଦେଶର ରାଜଧାନୀରେ ଜଣେ…

କିଏ ନିଜ ଜୀବନ ଦେଇଥିଲେ ତ କିଏ ପ୍ରତିଟି ମୁହୂର୍ତ୍ତକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ….ଏ ହେଉଛନ୍ତି ସ୍ୱାଧୀନ…

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ "ଆଜାଦୀ କା ଅମୃତ ମହୋତ୍ସବ" ପର୍ବ ପାଳନ ହେବାକୁ ଯାଉଛି । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହେଲା ହିନ୍ଦୁସ୍ତାନ । ଦେଶ ସ୍ୱାଧୀନ କରିବାକୁ ଅନେକ ସ୍ୱତନ୍ତ୍ର ସେନାନୀଙ୍କୁ ନିଜ ଜୀବନ ହରାଇବା ସହିତ ଆହୁରି ଅନେକ କିଛି…

ଦେଶରେ ବଢୁଛି ସଂକ୍ରମଣ: ସ୍ୱାଧୀନତା ଦିବସରେ ଭିଡ ନକରିବାକୁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଛି । ତେଣୁ ସ୍ୱାଧୀନତା ଦିବସରେ ଭିଡ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ଉତ୍ସବରେ ଅଯଥା ଭିଡ଼ ନକରିବାକୁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୃହ ମନ୍ତ୍ରାଳୟ ଦ୍ୱାରା ଏନେଇ ଏକ ନିର୍ଦ୍ଦେଶାବଳୀ…