‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଥିଲେ ଡାଉନଲୋଡ କରିନିଅନ୍ତୁ ସାର୍ଟିଫିକେଟ୍, ଜାଣନ୍ତୁ ପ୍ରୋସେସ
ଦେଶ ଏଥର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା ଅଭିଯାନ କରିଛନ୍ତି। ମୋଦି ସମସ୍ତ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଅପିଲ୍ କରିଛନ୍ତି। ଲୋକେ ନିଜ ଘରେ ତ୍ରିରଙ୍ଗା ମଧ୍ୟ ଲଗାଉଛନ୍ତି। ଯଦି ଆପଣ ଏହି ଅଭିଯାନରେ ସାମିଲ ହୋଇ ଘରେ ତ୍ରିରଙ୍ଗା…