Browsing Tag

India

ଆମେରିକା ଏବଂ ଭାରତ ମିଳିତ ଭାବେ କରିବେ ଡ୍ରୋନ୍ ନିର୍ମାଣ, ବିସ୍ତାରବାଦୀ ଚୀନ ଉପରେ ରଖିବ ନଜର

ଯେତେବେଳେ ୨୦୧୬ ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତା ଗ୍ରହଣ କଲେ, ସେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।ତେଣୁ ବର୍ତ୍ତମାନ ଭାରତ-ଆମେରିକା ଏକତ୍ର ହୋଇ ଡ୍ରୋନ୍ ତିଆରି କରିବେ। ଯାହାକି ବିସ୍ତାରବାଦୀ ଚୀନ୍‌ର ମୁକାବିଲା ପାଇଁ…

ଖୁବ ଶୀଘ୍ର ଭାରତକୁ ମିଳିପାରେ କିଲର ଡ୍ରୋନ, ୩୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିବି

ନୂଆଦିଲ୍ଲୀ : ଖୁବ ଶୀଘ୍ର ଭାରତକୁ ମିଳିପାରେ କିଲର ଡ୍ରୋନ। ହେଲ୍‌ଫାୟର ମିଶାଇଲ ବହନ କରିପାରୁଥିବା ୩୦ଟି ଏମ୍‌କ୍ୟୁ-9B ପ୍ରିଡେଟର ଶସସ୍ତ୍ର ଡ୍ରୋନ୍‌ କିଣିବ ଭାରତ । ପ୍ରାୟ ୨୩୦ କୋଟି ଟଙ୍କାରେ ଆମେରିକାରୁ ଏହି ଡ୍ରୋନ କିଣାଯିବ। MQ-9B ଡ୍ରୋନ ୩୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡି…

ସ୍ଵାଧୀନତା ଦିବସ ଅବସରରେ ପାକିସ୍ତାନୀ କଳାକାର ଭାରତର ଲୋକଙ୍କୁ ଦେଲେ ଏପରି ଉପହାର, ଏହି ଭିଡିଓ ଦେଖି ପ୍ରତ୍ୟେକ…

ଦେଶ ପାଳନ କରିଛି ଏହାର ୭୬ ତମ ସ୍ବାଧିନତା ଦିବସ। ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପର୍ଣ୍ଣ । ତେବେ ଏହି ଦିନରେ ଜଣେ ପାକିସ୍ତାନୀ ରବାବ କଳାକାର ସିଆଲ ଖାନ ଭାରତକୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଏପରି ଭେଟି ଦେଇଛନ୍ତି ଯାହା ପାଇଁ ଭାରତୀୟ ଖୁବ୍ ଖୁସି ହୋଇଛନ୍ତି।…

ସୁଧୁରୁନି ପାକିସ୍ତାନ : ଆସନ୍ତା ୧୫ ଅଗଷ୍ଟରେ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ କରୁଛି ଯୋଜନା

ନୂଆଦିଲ୍ଲୀ : ଦେଶ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏଜେନ୍ସିମାନଙ୍କୁ ଏକ ବଡ଼ ଗୁପ୍ତଚର ଆଲର୍ଟ ମିଳିଛି। ଏହି ଗୁପ୍ତଚର ସୂଚନା ଅନୁଯାୟୀ, ଦେଶରେ ସ୍ୱାଧୀନତା ଦିବସ ପୂର୍ବରୁ ଏଥର ପାକିସ୍ତାନୀ ଆତଙ୍କବାଦୀମାନେ ଦେଶରେ ମଲ୍ଟି ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି।…

ଚୀନରେ ମାଷ୍ଟରମାଇଣ୍ଡ ଓଡ଼଼ିଶାରେ ନେଟୱର୍କ: ଡିଜିଟାଲ ଲୋନ ଆପରେ ଚାଲିଛି ଠକେଇର ସାମ୍ରାଜ୍ୟ

ନୂଆଦିଲ୍ଲୀ : ଫେକ୍‌ ଲୋନ ଆପ୍ଲିକେସନର ମାଷ୍ଟର ମାଇଣ୍ଡ ଚାଇନିଜ ଯୁବକ ଲିୟୁ କୁ ଖୋଜୁଛି EOW । ଲୁକ୍‌ ଆଉଟ ସରକୁଲାର ଜାରି ହୋଇଛି । ଭାରତର ସମସ୍ତ ବିମାନ ବନ୍ଦରରେ ଲିୟୁ ଉପରେ ନଜର ରଖିବା ପାଇଁ ଏହି ସର୍କୁଲାର ଜାରି କରାଯାଇଛି । ୨୦୧୯ରୁ ଏହି ଚାଇନିଜ ଯୁବକ ଲିୟୁ ଫେକ୍‌ ଲୋନ ଆପ୍‌ର…

ଏକାସାଙ୍ଗରେ ଉଡିଲା ୭୮ ହଜାର ତ୍ରିରଙ୍ଗା, ଇତିହାସ ରଚିଲା ଭାରତ

ଭାରତ ଇତିହାସ ରଚିଛି। ୨୩ ଏପ୍ରିଲରେ ସବୁଠାରୁ ଅଧିକ ରାଷ୍ଟ୍ରୀୟ ଧ୍ୱଜା ଉଡାଇ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡରେ ନିଜ ନାମ ସାମିଲ କରିଛି। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ସଂସ୍କୃତ ମନ୍ତ୍ରଣାଳୟ ଟ୍ଵିଟ୍‌ କରି ଜଣାଇଛି, ୨୩ ଏପ୍ରିଲରେ ବିହାରର ଭୋଜପୁରରେ…

ପଡ଼ୋଶୀ ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ: ପାକିସ୍ତାନରେ ପଢ଼ିଲେ ମିଳିବନି ଚାକିରି, ଜାଣନ୍ତୁ କ’ଣ ରହିଛି ନୂଆ…

ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କୁ ବଡ଼ ଚେତାବନୀ । ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଓ AICTE ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏଡି ଚେତାବନୀ ଦେଇଛନ୍ତି । ସମସ୍ତଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି UGC । ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯଦି…

ଶ୍ରୀଲଙ୍କାରେ ବଢ଼ିବାରେ ଲାଗିଛି ଅର୍ଥନୈତିକ ସଙ୍କଟ: ସାହାଯ୍ୟର ହାତ ବଢ଼ାଇଲା ଭାରତ ; ୧୧ ହଜାର ମେଟ୍ରିକ ଟନ ଚାଉଳ…

ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା । ବିଦେଶରୁ ଆଣିଥିବା ରୁଣ ସୁଝି ପାରିବ ନାହିଁ ବୋଲି କହିଛି ଶ୍ରୀଲଙ୍କା ଅର୍ଥମନ୍ତ୍ରାଳୟ । ବିଦେଶରୁ ୫୧ ବିଲିୟନ ଡଲାର ରୁଣ ଆଣିଛି ଶ୍ରୀଲଙ୍କା । ଏଭଳି ସ୍ଥିତିରେ ଇଣ୍ଟର ନ୍ୟାସନାଲ ମନିଟେରୀ ଫଣ୍ଡରୁ ବେଲ ଆଉଟ ପ୍ୟାକେଜ ମିଳିବାର ସମ୍ଭାବନା…

ଭାରତକୁ ଆମେରିକାର ଦୃଢ଼ ସମର୍ଥନ, କହିଲା ଚୀନ୍ ବିରୋଧରେ ଆମେ କରିବୁ ସାହାଯ୍ୟ…

ନୂଆଦିଲ୍ଲୀ : ଭାରତକୁ ଆମେରିକାର ଦୃଢ଼ ସମର୍ଥନ । ଚୀନକୁ ତେରେଛା ବାଣ । ଆମେରିକା ଓ ଭାରତ ମଧ୍ୟରେ ଟୁ ପ୍ଲସ୍‌ ଟୁ ଆଲୋଚନା ପରେ ଏମିତି କିଛି ଚିତ୍ର ସାମନା ମିଳିଛି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।…

ସଙ୍କଟଗ୍ରସ୍ତ ଶ୍ରୀଲଙ୍କାର ପେଟ ଭରିବ ଭାରତ; ଖାଦ୍ୟ ସହାୟତା ଅଧୀନରେ ୪୦,୦୦୦ ଟନ ଚାଉଳର ଲ୍ୟାଣ୍ଡିଂ ଆରମ୍ଭ

ଭାରତ ଶ୍ରୀଲଙ୍କାକୁ ୧ ବିଲିୟନ ଡଲାରର କ୍ରେଡିଟ୍‌ ଲାଇନ ଦେଇଛି। ଏହା ଅଧୀନରେ ଭାରତ ସେଠାକୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପହଞ୍ଚାଇବ। ଏଥି ପୂର୍ବରୁ ୫୦ କୋଟି କ୍ରେଡିଟ୍‌ ଲାଇନ ଅଧୀନରେ ଭାରତ ୪୦,୦୦୦ ମେଟ୍ରିକ ଟନ ଡିଜେଲ ପଠାଇ ସାରିଛି। ଶନିବାର ଦୁଇ ଅଧିକାରୀ କହିଛନ୍ତି କି,…

ଆଜି ଭାରତ ଆସିବେ ରୁଷର ବିଦେଶ ମନ୍ତ୍ରୀ ଓ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଲାଭରୋଭ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। କେବଳ ରୁଷ ବୈଦେଶିକ ମନ୍ତ୍ରୀ ନୁହଁନ୍ତି, ଆଜି ଭାରତ…

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ । ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଲାଭରୋଭ ଏବେ ଚୀନରେ ଅଛନ୍ତି । ଚୀନ୍‌ ବୈଦେଶିକ ମନ୍ତ୍ରୀ…