ଭାରତୀୟ ଟିମର ଟପ୍ ବ୍ୟାଟରଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ଓ୍ଵାକର ୟୁନିସ, ଇରଫାନ ପଠାନ ଦେଲେ ମୁହଁତୋଡ ଜବାବ
ଏସିଆ କପ୍ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୨୮ ଅଗଷ୍ଟରେ ହେବାକୁ ଯାଉଛି। ଫ୍ୟାନ୍ସ ଏହି ମ୍ୟାଚକୁ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନର ବରିଷ୍ଠ କ୍ରିକେଟର୍ସଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନର ଦ୍ରୁତ ବୋଲର…