Browsing Tag

INDIA-PAKISTAN MATCH

ଆସନ୍ତାକାଲି ହାଇଭୋଲଟେଜ ଭାରତ-ପାକିସ୍ତାନ ଲଢେଇ, ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ମ୍ୟାଚ

(କେନ୍ୟୁଜ): ବିଶ୍ବକପ କ୍ରିକେଟରେ ଆସନ୍ତାକାଲି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତା ସୃଷ୍ଟି କଲା ଭଳି ଖବର ଆସିଛି । ଏହି ହାଇଭୋଲଟେଜ ମ୍ୟାଚରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ…

ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରହିଲା ହେଲେ ଅନ୍ୟ ମ୍ୟାଚ୍‌ ପାଇଁ କାହିଁକି ନାହିଁ ?

ବର୍ତ୍ତମାନ ପାକିସ୍ତାନ ଓ ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ ଥମୁ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍‌ ସ୍ଥାନାନ୍ତର ପ୍ରସଙ୍ଗରେ ଟଣାଓଟରା ପରେ ଏବେ ରିଜର୍ଭ ଡେ ବା ଅତିରିକ୍ତ ଦିନକୁ ନେଇ ଉଠିଛି ପ୍ରଶ୍ନ । ଆସନ୍ତାକାଲି ଶ୍ରୀଲଙ୍କାର ପ୍ରେମଦାସା…

ଟି୨୦ ବିଶ୍ୱ କପ୍‌ : ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଭାରତ

ମେଲବର୍ଣ୍ଣ : ମେଲବଣର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଏବେ କ୍ରିକେଟ୍‌ ଯୁଦ୍ଧ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ । ଯାହାକୁ ଚାହିଁ ବସିଛନ୍ତି ସମସ୍ତେ । ଆଜିର ମ୍ୟାଚ୍‌ ଭାରତ ସପକ୍ଷରେ ଅବା ପାକିସ୍ତାନ ସପକ୍ଷରେ ଯିବ, ଏହାକୁ ଅପେକ୍ଷା କରିଛନ୍ତି ଉଭୟ ଦେଶର କୋଟି କୋଟି କ୍ରିକେଟ୍‌ ପ୍ରେମୀ ।…

ବିଶ୍ୱକପ୍‌ ଲଢେଇ ପୂର୍ବରୁ ବୟକଟ୍‌ ବିବାଦ: ଭାରତ-ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅଧିକାରୀଙ୍କ ବୟାନ ବାଜି

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱକପ୍‌ ଲଢେଇ ପୂର୍ବରୁ ବୟକଟ୍‌ ବିବାଦ । ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ । ଏହା ପୂର୍ବରୁ ଦୁଇ ଦେଶର କ୍ରିକେଟ୍‌ ବୋଡ୍‌ଙ୍କ ବୟାନ ବାଜି ଚର୍ଚ୍ଚାର କେନ୍ଦ୍ରବୁନ୍ଦି ପାଲଟିଛି । ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍‌କୁ ନେଇ ବିବାଦ ବଢିବାରେ…

T20 World Cup 2022: ମ୍ୟାଚ ପାଇଁ ରହିଛି ମାସେରୁ ଅଧିକ ସମୟ, ବିକ୍ରି ହୋଇଗଲା ୫ ଲକ୍ଷ ଟିକେଟ

T-20 ବିଶ୍ୱକପ୍‌ ଆରମ୍ଭ ହୋଇ ନାହିଁ। ଏବେଠାରୁ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକଟ ସରି ଯାଇଛି। ଏହି ମ୍ୟାଚ୍‌ ପାଇଁ ସବୁ ଟିକେଟ୍‌ ବିକ୍ରି ହୋଇ ସାରିଛି। କେବଳ ସେତିକ ନୁହଁ ଅତିରିକ୍ତ ଷ୍ଟାଣ୍ଡିଂ ରୁମ୍‌ ପାଇଁ ମଧ୍ୟ ଟିକେଟ ମାତ୍ର କେଇ ମିନିଟ ଭିତରେ ବିକ୍ରି ହୋଇ ଯାଇଥିଲା। ସୁପର ୧୨ରେ…

ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ହାଇଭୋଲଟେଜ ମ୍ୟାଚ୍‌: ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମୁକାବିଲା

ମୁମ୍ବାଇ: ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମୁକାବିଲା । ପାକିସ୍ତାନ ବିପକ୍ଷ ମ୍ୟାଚରୁ ଭାରତ ଆରମ୍ଭ କରିବ ଟି-୨୦ ବିଶ୍ୱକପ ଅଭିଯାନ । ୨୩ରେ ପାକିସ୍ତାନ ସହ ଭାରତ ଖେଳିବ ପ୍ରଥମ ମ୍ୟାଚ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ୍‌ । ୨୦୨୨…

ବଦଳି ପାରେ ଅଙ୍କ, ସେମିଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ମୁକାବିଲା

୩୦ ମଇରେ ଆରମ୍ଭ ହୋଇଥିବା ବିଶ୍ୱକପ୍‌ ୨୦୧୯ ଏବେ ଶେଷ ପର୍ଯ୍ୟାୟରେ ପହଁଚିସାରିଲାଣି। ସେମିଫାଇନାଲରେ ପହଁଚିବା ପାଇଁ ସବୁ ଟିମ ବିଜୟ ହାସଲ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏମିତି ଲାଗୁଥିଲା ଯେ ରବିବାର ଦିନ ଭାରତ ଇଂଲଣ୍ଡ ଠାରୁ ଜିତିବା ପରେ ସିଧାସଳଖ ସେମିଫାଇନାଲରେ ପହଁଚିଯିବ।…

ଚୁକ୍ତି କରିଛନ୍ତି, ତେଣୁ ଭାରତ ଓ ପାକିସ୍ତାନ ପରସ୍ପର ସହିତ ବିଶ୍ୱ କପ୍‌ରେ ଖେଳିବାକୁ ବାଧ୍ୟ : ଆଇସିସି

ନୂଆଦିଲ୍ଲୀ : ବିଶ୍ୱ କପ୍‌ରେ ଭାରତ ଓ ପାକିସ୍ତାନକୁ ପରସ୍ପର ସହ ଖେଳିବାରେ କୌଣସି ସମସ୍ୟା ନାହିଁ । କାରଣ ଉଭୟ ଖେଳିବା ପାଇଁ ଆଇିସିସି ସହ ଚୁକ୍ତିରେ ବନ୍ଧା ହୋଇଛନ୍ତି । ଏହା କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭ୍‌ ରିଚାର୍ଡ଼ସନ୍‌ । ଫୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ…