Browsing Tag

India Vs australia

ଜାତୀୟ ସଙ୍ଗୀତ ଗାନ ବେଳେ ଭାବୁକ ହୋଇପଡ଼ିଲେ ଭାରତୀୟ କ୍ରିକେଟର, ଆଖିରୁ ଝରିଗଲା ଧାର ଧାର ଲୁହ; ଦେଖନ୍ତୁ ଭିଡିଓ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ସିରିଜ୍‌ର ତୃତୀୟ ମୁକାବିଲା ଖେଳାଯାଉଛି। ଗୁରୁବାର ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଯୁବା କ୍ରିକେଟର ମହମ୍ମଦ ସିରାଜ ବହୁତ ଭାବୁକ ହୋଇପଡ଼ିଥିଲେ। ସିଡ୍‌ନୀ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଯେତେବେଳେ…

ଦ୍ବିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ୧୩୩/୬

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଦମଦାର୍ ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଏବେସୁଦ୍ଧା ୬ ଓ୍ୱିକେଟ୍ ହରାଇ ୧୩୩ ରନ୍…

ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଆଉଟ୍‌ କଲା ଭାରତ

ଆଡିଲେଡ୍‌ : ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ବେଶ୍‌ କମାଲ କରିଛନ୍ତି ଭାରତୀୟ ବୋଲର୍‌ । ଫଳରେ ଆଜି ଘରୋଇ ଅଷ୍ଟ୍ରେଲିଆ ଦଳ ୭୨.୩ ଓଭରରେ ୧୯୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି । ଜବାବରେ ଭାରତ ଆଜି ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ରେ ୩୬ ରନ୍‌ କରିଛି । ଭାରତ…

ପ୍ରଥମ ଟେଷ୍ଟ ପ୍ରଥମ ଇନିଂସ୍‌: ଅଷ୍ଟ୍ରେଲିଆକୁ ପଛରେ ପକାଇଲେ ଅଶ୍ୱିନ୍‌-ଉମେଶ ଯୋଡ଼ି

ଆଡିଲେଡ୍‌ : ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ ଏବଂ ପେସ୍‌ ବୋଲର୍‌ ଉମେଶ ଯାଦବ ଆଜି ଅଷ୍ଟ୍ରେଲିଆକୁ ଝାଡ଼ି ଦେଇଛନ୍ତି । ତେଣୁ ପ୍ରଥମ ଇନିଂସ୍‌ରେ ଭାରତ ୫୩ ରନ୍‌ରେ ଆଗୁଆ ରହିଛି । ଅଷ୍ଟ୍ରେଲିଆର ପ୍ରଥମ ପାଳି ୧୯୧ ରନ୍‌ରେ ଶେଷ ହୋଇଛି । ଆଜି ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୨୪୪ ରନ୍‌…

ଧୋନୀଙ୍କ ୮ ବର୍ଷର ପୁରୁଣା ରେକର୍ଡକୁ ପଛରେ ପକାଇଲେ ଜାଡେଜା, ଟି-୨୦ ରେ ହାସଲ୍ କଲେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ରେ ବହୁତ ଭଲ ସଫଳତା ହାସଲ କରିଛନ୍ତି। ସୂଚନା ମୁତାବକ ଜାଡେଜା ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଧୋନୀଙ୍କ ୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ କାନବେରାରେ ଖେଳା ଯାଇଥିବା…

ଶ୍ରୀଲଙ୍କା ପରେ ଏବେ ଭାରତ ଟାର୍ଗେଟରେ ଅଷ୍ଟ୍ରେଲିଆ, ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ତିନି ଟିକିଆ…

ମୁମ୍ବାଇ: ଶ୍ରୀଲଙ୍କା ପରେ ଏବେ ଟାର୍ଗେଟରେ ଅଷ୍ଟ୍ରେଲିଆ । ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ତିନି ଟିକିଆ ଓ୍ଵାନଡେ ସିରିଜର ପ୍ରଥମ ମ୍ୟାଚ୍‌ । ବର୍ଷ ପ୍ରଥମରୁ ଶ୍ରୀଲଙ୍କାକୁ ପାଣି ପିଆଇବା ପରେ, ଅଷ୍ଟ୍ରେଲିଆ ସହ କେମିତି ରହିବ ଭାରତର ଲଢେଇ ତା ଉପରେ…

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ , ନାଗପୁରରେ ବିଜୟ ଧାରା ବଜାୟ ରଖିବାକୁ ଉଦ୍ୟମ କରିବ ଭାରତ

ନାଗପୁର(କେନ୍ୟୁଜ୍) : ଆଜି ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ। ହାଇଦ୍ରାବାଦରେ ପ୍ରଥମ ଦିନିକିଆରେ ବିଜୟ ଲାଭ କରିବା ପରେ ଆଜି ଦ୍ୱିତୀୟ ଦିନିକିଆରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ସେପଟ ସିରିଜକୁ କମବ୍ୟାକ କରିବାକୁ…

ସିଡନୀ ଦିନିକିଆରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ୪ ରନ୍‌ରେ ପ୍ୟାଭିଲିୟନ୍‌ ଫେରିଲେ ତିନି ଖେଳାଳି

ସିଡ୍‌ନୀ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଅଷ୍ଟ୍ରେଲିଆ ରଖିଥିବା ୨୮୯ ରନର ଟାର୍ଗେଟର ପିଛା କରି ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି । ମାତ୍ର ଗୋଟିଏ ରନ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ ଶିଖର ଧଓ୍ଵନ। ଏହାପରେ ଦଳୀୟ ସ୍କୋର ୪ରନ ଭିତରେ ଆଉଟ ହୋଇଥିଲେ କ୍ୟାପଟେନ୍‌ ବିରାଟ…

ସିଡନୀ ଟେଷ୍ଟର ତୃତୀୟ ଦିନ , ଆଜି ଚାରିଟି ଓ୍ଵିକେଟ ହରାଇଲା ଅଷ୍ଟ୍ରେଲିଆ

ସିଡନୀ : ସିଡନୀ ଟେଷ୍ଟର ଆଜି ତୃତୀୟ ଦିନ । ଗତକାଲିର ଅସମାପ୍ତ ବିନା ଓ୍ଵିକେଟରେ ୨୪ ରନ୍‌ରୁ ଖେଳ ଆରମ୍ଭ କରିଛି ଅଷ୍ଟ୍ରେଲିଆ । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ବିଶେଷ କରି ସ୍ପିନ ଯାଦୁ କାମ କରିଛି ସିନଡୀରେ । ଭାରତ ପାଇଁ ପ୍ରଥମ ସଫଳତା ଆଣି ଦେଇଥିଲେ…

ସିଡନୀ ଟେଷ୍ଟ ପାଇଁ ୧୩ଜଣିଆ ଦଳ ଘୋଷିତ, ସ୍ଥାନ ପାଇଲେ କେ ଏଲ୍ ରାହୁଲ ଓ ଆର୍ ଅଶ୍ୱିନୀ

ଆସନ୍ତାକାଲି ସିଡ୍‌ନୀରେ ଖେଳାଯିବ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ଏଥିପାଇଁ ଆଜି ୧୩ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ତୃତୀୟ ଟେଷ୍ଟରେ ବାଦ ପଡ଼ିଥିବା କେଏଲ ରାହୁଲଙ୍କୁ ପୁଣି ଥରେ ସ୍ଥାନ ମିଳିଛି। ଆର ଅଶ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ସେ ଖେଳିବା ନେଇ ଅନିଶ୍ଚିତତା ରହିଛି।…

ସିଡନୀରେ ଭାରତର ଦମଦାର ବିଜୟ, ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ

ସିଡନୀରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚକୁ ଜିତି ସିରିଜକୁ ବରାବର କରିଛି ବିରାଟ ବାହିନୀ । ମାତ୍ର ୪୧ ବଲରେ ୪ଟି ଚୌକା ଏବଂ ୨ ଛକା ମାରି ଅପରାଜିତ ୬୧ ରନ୍ କରିଛନ୍ତି ବିରାଟ୍ କୋହଲି । ଯାହା ଦେଇଛି ଟିମ୍…