Browsing Tag

India vs England

ଆଜିଠୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ: ସିରିଜ୍‌ରେ ଦବ୍‌ଦବା ଜାରି ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜିଠୁ ଲିଡ୍‌ସରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏଥିପାଇଁ ଉଭୟ ଦଳର ରଣନୀତି ପ୍ରସ୍ତୁତ । ଏବେ ୧-୦ରେ ଟିମ୍‌ ଇଣ୍ଡିଆ ଆଗୁଆ ଅଛି । ତେବେ ଲିଡ୍‌ସର ହେଡିଙ୍ଗ୍‌ଲେ ମଇଦାନରେ ସ୍ପିନରଙ୍କ ଦବ୍‌ଦବା ଅଛି । ତେଣୁ ପ୍ଲେଇଙ୍ଗ ଇଲେଭେନରେ ଭାରତ କିଛିଟା ପରିବର୍ତ୍ତନ କରିପାରେ । ଏବେ ଭାରତର ବୋଲିଂ…

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଲା ଖୁସି ଖବର, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଦର୍ଶକରେ ଭରି ରହିବ ଷ୍ଟାଡିୟମ

ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଅଗଷ୍ଟ ୪ରୁ ଏହି ବହୁପ୍ରତୀକ୍ଷିତ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ହେଲେ ଦର୍ଶକଙ୍କ ପାଇଁ ଖୁସି ଖବର। ଏବେ ଦର୍ଶକରେ କମ୍ପିଉଠିବ ଷ୍ଟାଡିୟମ। ଗତ ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ଵ ଟେଷ୍ଟ…

ଆଜି ପୁଣେରେ ମହାମୁକାବିଲା, ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୁଣେ : ଆଜି ପୁଣେରେ ମହାମୁକାବିଲା । ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ୩ ଟିକିଆ ସିରିଜ ଏବେ ୧-୧ରେ ବରାବର ଅଛି । ଯିଏ ଆଜିର ମ୍ୟାଚ ଜିତିବ ସିଏ ସିରିଜ ହାତେଇବ । ବିରାଟ ବାହିନୀର ପ୍ଲେଇଂ ଇଲେଭେନ ଉପରେ ନଜର ରହିଛି ।…

ଦ୍ୱିତୀୟ ଦିନିକିଆ, ରାହୁଲଙ୍କ ଶତକରେ ଇଂଲଣ୍ଡ ଆଗରେ ଭାରତର ରଖିଲା ୩୩୭ ରନ୍‌ର ଟାର୍ଗେଟ୍‌

ପୁନେ : କେଏଲ୍‌ ରାହୁଲଙ୍କ ଶତକ ସାଙ୍ଗକୁ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ । ତା ସହିତ ଶେଷ ଭାଗରେ ପାଣ୍ଡ୍ୟା ବ୍ରଦର୍ସଙ୍କ ଧମାକାରେ ଭାରତ ଆଜି କରିଛି ୬ ଓ୍ଵିକେଟ୍‌ରେ ୩୩୬ ରନ୍‌ । ଫଳରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଆଗେରେ ଜିତିବା ପାଇଁ ୩୩୭ ରନ୍‌ର ଟାର୍ଗେଟ୍‌ ରହିଛି…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିସିସିଆଇ ଟ୍ୱିଟ୍ କରି ୧୮ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି । ପୁନେରେ ୨୩ ତାରିଖରେ…

ଚତୁର୍ଥ ଟି-୨୦, ଇଂଲଣ୍ଡକୁ ୧୮୬ ରନ୍‌ର ବିଜୟଲକ୍ଷ୍ୟ ଦେଲା ଭାରତ

ଅହମଦାବାଦ : ଆଜି ଚତୁର୍ଥ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି୮ ଓ୍ଵିକେଟ୍‌ରେ ୧୮୫ ରନ୍‌ କରିଛି । ଇଂଲଣ୍ଡ ଟସ୍‌ ଜିତି ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଡାକିଥିଲା । ରୋହିତ ଶର୍ମା ୧୨, କେ.ଏଲ୍‌ ରାହୁଲ ୧୪, ଅଧିନାୟକ ବିରାଟ କୋହଲି ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ ।…

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦, ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ମିଳିବନି ଏଣ୍ଟ୍ରି

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ଆଜି ସନ୍ଧ୍ୟା ୭ ଟା ବେଳେ ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସାଢ଼େ ୬ ଟାରେ ଟସ୍ ପଡ଼ିବ। ଅହମ୍ମଦାବାଦରେ ପୁଣିଥରେ କରୋନା ଭାଇରସର ବଢ଼ୁଥିବା ସଂକ୍ରମଣ ଯୋଗୁ ଆଜି ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।…

ମୋଟେରାରେ ଆଜି ବିନା ଦର୍ଶକରେ ହେବ ତୃତୀୟ ଟି-୨୦, ଉଭୟ ଭାରତ ଓ ଇଂଲଣ୍ଡ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ

ଅହମଦାବାଦ : ଆଜି ତୃତୀୟ ଟି-୨୦ ଟକ୍କର । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି ଟେ୍ଵଣ୍ଟି ସିରିଜର ଆଜି ତୃତୀୟ ମ୍ୟାଚ ସେହି ସମାନ ସ୍ଥାନରେ ଖେଳାଯିବ । ମୋଟେରା ଷ୍ଟାଡିୟମ୍‌ରେ ଦୁଇ ଦଳ ସିରିଜ୍‌ରେ ଆଗୁଆ ରହିବାକୁ ଲଢ଼େଇ କରିବେ । ଏହି ମ୍ୟାଚ ଜିତି ସିରିଜରେ ଅଗ୍ରଣୀ ନେବା ଲକ୍ଷ୍ୟରେ ଅଛନ୍ତି…

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଅହମ୍ମଦାବାଦରେ ଛାଇଗଲେ ଅକ୍ଷର ଓ ଅଶ୍ୱିନ, ଇଂଲଣ୍ଡ ପ୍ରଥମ ଇଂନିସ୍‌ ୨୦୫ ରନ୍‌

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଶେଷ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଂଲଣ୍ଡ ଦଳ ପ୍ରଥମ ଇଂନିସ୍‌ରେ ୨୦୫ ରନ୍‌ କରି ଅଲ୍‌ଆଉଟ ହୋଇଛି। ବେନ୍‌ ଷ୍ଟୋକ୍ସ ସବୁଠାରୁ ଅଧିକ ୫୫…

ଭାରତର ସ୍ପିନ୍‌ ଆଟାକ୍‌ରେ ମାଟି କାମୁଡ଼ିଲା ଇଂଲଣ୍ଡ, ଜାଣନ୍ତୁ କେତେ ରନ୍‌ରେ ଅଲ୍‌ଆଉଟ୍‌

ଅହମଦାବାଦ : ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆଜି ଇଂଲଣ୍ଡକୁ ପାଣି ପିଆଇ ଦେଲେ ଭାରତୀୟ ସ୍ପିନର । ଆଜି ଉଦଘାଟିତ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ ପିଚ୍‌ରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ର ଅଶ୍ୱିନ୍‌ ପୂରା ଦମ୍‌ରେ ବୋଲିଂ କରିଥିଲେ । ଆଉ ଭାରତକୁ ଗୋଟିଏ ପରେ ଗୋଟିଏ ସଫଳତା…

ଚେନ୍ନାଇରେ ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ

ଚେନ୍ନାଇ: ଚେନ୍ନାଇରେ ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନରେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ, ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ପ୍ରଥମ ମ୍ୟାଚ୍‌ ହାରିଥିବାରୁ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍‌କୁ…

ଭାରତ ଆଗରେ ‘ଚାରି ଶହ ବିଶ୍‌’ ଟାର୍ଗେଟ୍‌, ଚେନ୍ନାଇରେ ଚମକିଲେ ଅଶ୍ୱିନ୍‌ ୬ ଓ୍ଵିକେଟ୍‌ ନେଇ ଇତିହାସ…

ଚେନ୍ନାଇ: ପ୍ରଥମ ଇନିଂସ୍‌ରେ ୫୭୮ ଆଉ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୭୮ ରନ୍‌ । ଇଏ ହେଉଛି ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳର କାହାଣୀ । ପ୍ରଥମ ପାଳିରେ ଭାରତୀୟ ବୋଲରଙ୍କୁ ପାଣି ପିଆଇଥିବା ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭଲ କରି ପାନେ ଦେଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ । ସେ…