Browsing Tag

India vs New Zealand

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍, ପ୍ରଥମ ଦିନରେ ୫ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଛି ଟିମ୍‌ ଇଣ୍ଡିଆ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟର ପ୍ରଥମ ଦିନ। ପ୍ରଥମ ଦିନରେ ୫ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଛି ଭାରତ । ରାହାଣେ ଓ ପନ୍ଥ ଅପରାଜିତ ଅଛନ୍ତି । ବର୍ଷା ଯୋଗୁ ଶେଷ ସେସନ୍‌ ଖେଳାଯାଇ ପାରିନଥିଲା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ…

ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ୍, ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ । ଅକଲାଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଟିମ । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମହମ୍ମଦ ସାମିଙ୍କ ସ୍ଥାନରେ ନବଦୀପ ସୌନୀ ଓ କୁଲଦୀପ ଯାଦବଙ୍କ…

ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ T-20 ମୁକାବିଲା, ଇଡେନ ପାର୍କରେ ଖେଳାଯିବ ଏହି ମ୍ୟାଚ୍

ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ ଟି-୨୦ ମୁକାବିଲା । ସରିଜର ପ୍ରଥମ ମ୍ୟାଚ୍ ନ୍ୟୁଜଲାଣ୍ଡର ଇଡେନ ପାର୍କରେ ଖେଳାଯିବ । ଭାରତକୁ ଫେଭରାଇଟ କୁହାଯାଉଥିଲେ ବି ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ହରାଇବା ଏତେଟା ସହଜ ନୁହେଁ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।…

ଆସନ୍ତାକାଲି ବିଶ୍ୱକପ୍‌ରେ ପ୍ରଥମ ସେମିଫାନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

କେନ୍ୟୁଜ୍ : ଆସନ୍ତାକାଲି ବିଶ୍ୱକପ୍‌ରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାନାଲ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଟିମ୍‌କୁ ଭେଟିବ । ମାଞ୍ଚେଷ୍ଟରରେ ୪୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଚଳିତ ବିଶ୍ୱକପ୍‌ରେ ଏହି ଦୁଇ…

ବିଶ୍ୱକପରେ ଆଜି ମହା ମୁକାବିଲା, ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଟକ୍କର

କେନ୍ୟୁଜ୍: ବିଶ୍ୱକପରେ ଆଜି ମହା ମୁକାବିଲା। ପଏଣ୍ଟ ତାଲିକାରେ ଏକ ନମ୍ବର ଦଳ ବନାମ ତିନି ନମ୍ବର ମଧ୍ୟରେ ଫାଇଟ୍‌। ନ୍ୟୁଜିଲାଣ୍ଡ-ଭାରତ ଟକ୍କର।  ଏହି ମ୍ୟାଚ୍ ଆଜି ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ । ଏହା ବିଶ୍ବ କପର ୧୮ତମ ମ୍ୟାଚ୍ ହେବ । ଏବେ ବିଶ୍ୱକପ୍‌ ପଏଣ୍ଟ ତାଲିକାର ଶୀର୍ଷରେ…

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ , ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

କେନ୍ୟୁଜ୍ : ମାଉଣ୍ଟ ମାଉଙ୍ଗାନୁଇରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ମନୋବଳ ସହ ମୈଦନାକୁ ଓହ୍ଲାଇଛି ମେନ୍‌ ଇନ୍‌ ବ୍ଲୁ । ରେକର୍ଡ କହୁଛି, ମାଉଣ୍ଟ ମାଉଙ୍ଗନୁଇ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ବଡ଼…