Browsing Tag

India vs west indies

ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍‌କୁ ଆଉ ମାତ୍ର ୧୮ଦିନ, ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ ଟିକେଟ ବିକ୍ରି

କଟକ(କେନ୍ୟୁଜ୍): ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ପାଇଁ ସଜେଇ ହେଉଛି ବାରବାଟୀ। ମ୍ୟାଚ୍‌କୁ ଆଉ ମାତ୍ର ୧୮ଦିନ ବାକି ରହିଛି। ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି। ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ ଟିକେଟ ବିକ୍ରି। ଏଥର ୭ ନମ୍ବର ଗ୍ୟାଲେରି ବନ୍ଦ ରହୁଥିବାରୁ ଟିକେଟ ସଂଖ୍ୟା…

ୱେଷ୍ଟଇଣ୍ଡିଜକୁ ୩୧୮ ରନ୍‌ରେ ହରାଇ ପ୍ରଥମ ଟେଷ୍ଟ ଜିତିଲା ଟିମ୍‌ ଇଣ୍ଡିଆ

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍‌ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍‌କୁ ୩୧୮ ରନ୍‌ରେ ହରାଇ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ୱେଷ୍ଟଇଣ୍ଡିଜ୍‌ ଆଗରେ ବିଜୟ ପାଇଁ ୪୧୯ ରନ୍‌ର ବିଶାଳ ଲକ୍ଷ ଦେଇଥିଲା ଭାରତ । ହେଲେ ଆରମ୍ଭରୁ ବ୍ୟାଟିଂ…

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ, ଗୟନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌

ଆଜିଠୁ ଭାରତ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ । ଆଜି ରାତିରେ ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଦିନିକିଆ ସିରିଜ୍‌ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମ୍ୟାନ୍‌ ଇନ୍‌ ବ୍ଲୁ । ସେପଟେ ଟି-୨୦ ସିରିଜ୍‌ ହାରିଥିବାରୁ ପ୍ରତିଶୋଧ ନେବା…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମୁକାବିଲା ଜିତି ସିରିଜ୍‌ ବିଜୟୀ ହେଲା ଟିମ୍‌ ଇଣ୍ଡିଆ

ଲୌଡରହିଲ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ମ୍ୟାଚକୁ ଭାରତ ଜିତି ନେଇଛି। ଭାରତ ରବିବାରର ଦ୍ବିତୀୟ ମୁକାବିଲାକୁ ଡକୱର୍ଥ/ଲୁଇସ୍ ନିୟମରେ ୨୨ ରନ୍‌ରେ ଜିତିଛି। ଫଳରେ ୨-୦ରେ ଆଗୁଆ ହେବା ସହ ବିଶ୍ବକପ୍ ପରେ ପ୍ରଥମ ସିରିଜ୍‌ ବିଜୟ ହାସଲ କରିଛି। ମଙ୍ଗଳବାର ତୃତୀୟ ତଥା ଶେଷ…

ବିଶ୍ୱପରେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମୁକାବିଲା

ବିଶ୍ୱପରେ ଆଜି ଭାରତ- ୱେଷ୍ଟଇଣ୍ଡିଜ୍‌ ମୁକାବିଲା। ଭାରତୀୟ ସମୟ ଅପରାହ୍ନ ୩ଟାରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ ଜିତି ଭାରତ ସେମି ଫାଇନାଲ୍‌ ରାସ୍ତା ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ। ବର୍ତ୍ତମାନ ସୁଦ୍ଧା ଟିମ୍‌ ଇଣ୍ଡିଆ ୫ଟି…