Browsing Tag

india win

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ

କେନ୍ୟୁଜ୍(ବ୍ୟୁରୋ): ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ୫-୨ ଗୋଲରେ ହରେଇ ଟ୍ରଫି ହାତେଇଲା ଭାରତ। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପାଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ।…

ଭାରତର ଜବରଦସ୍ତ ବିଜୟ, ୱେଷ୍ଟଇଣ୍ଡିଜକୁ ୬୮ ରନରେ କଲା ପରାସ୍ତ

କେନ୍ୟୁଜ୍: ଭାରତର ଜବରଦସ୍ତ ବିଜୟ । ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକଙ୍କ ଦୃଢ଼ ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ । ଫଳରେ ୱେଷ୍ଟଇଣ୍ଡିଜକୁ ୬୮ ରନରେ ଶୋଚନୀୟ ଭାବେ ପରାସ୍ତ କରିଛି ଟିମ ଇଣ୍ଡିଆ । ୫ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି…

ରୋମାଞ୍ଚକର ବିଜୟରୁ ଅଭିଯାନ ଆରମ୍ଭ: ତିନି ରନରେ ୱେଷ୍ଟଇଣ୍ଡିଜଠାରୁ ଜିତିଲା ଭାରତ

ଭାରତର ରୋମାଞ୍ଚକର ବିଜୟ । ରୋମାଞ୍ଚକର ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ତିନି ରନରେ ଜିତିଲା ଭାରତ । ଶିଖର ଧାଓ୍ଵନ, ଶୁବମନ ଗିଲ, ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୩୦୮ ରନ କରିଥିଲା । ୱେଷ୍ଟଇଣ୍ଡିଜ୍‌ ୩୦୫ ରନ କରିପାରିଥିଲା । ଶେଷ ଓଭରରେ ୧୫ ରନର…

ମଞ୍ଚେଷ୍ଟରରେ ଭାରତର ସିରିଜ୍‌ ବିଜୟ, ତୃତୀୟ ଦିନିକିଆରେ ଇଂଲଣ୍ଡକୁ ୫ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ମଞ୍ଚେଷ୍ଟରରେ ଭାରତର ସିରିଜ୍‌ ବିଜୟ । ତୃତୀୟ ଦିନିକିଆରେ ଇଂଲଣ୍ଡକୁ ୫ ୱିକେଟ୍‌ରେ ହରାଇଲା ଭାରତ । ତିନି ଟିକିଆ ସିରିଜ୍‌କୁ ୨-୧ରେ ଜିତିଲା ଭାରତ । ଋଷଭ ପନ୍ତଙ୍କ ଦମ୍‌ଦାର ଶତକ ଟିମ୍‌କୁ ବିଜୟ ଦେଇଛି । ୧୧୩ ବଲ୍‌ରେ ୧୨୫ ରନ୍‌ର ଲମ୍ବା ପାଳି ଖେଳିଥିଲେ ପନ୍ତ । ଭାରତର ପ୍ରାରମ୍ଭିକ…

ଇଜ୍ଜତ ରଖିଦେଲା ଟିମ୍, ବିଶାଖାପାଟଣାରେ ତୃତୀୟ ଟି ଟ୍ବେଣ୍ଟି ଜିତିଲା ଭାରତ

କେନ୍ୟୁଜ୍(ବ୍ୟୁରୋ): ବିଶାଖାପାଟଣାରେ ତୃତୀୟ ଟି ଟେ୍ଵଣ୍ଟି ଜିତିଲା ଭାରତ । ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ । ୧୮୦ ରନ୍‌ ଟାର୍ଗେଟର ପିଛା କରୁଥିବା ଭ୍ରମଣକାରୀ ଦଳ ୧୩୧ ରନ୍‌ କରିଥିଲା । ହର୍ଷଲ ପଟେଲ ଓ ୟୁଜବେନ୍ଦ୍ର ଚହଳଙ୍କ ଦମଦାର ବୋଲିଂ ଆଗରେ ଧରାଶାୟୀ ହୋଇଥିଲା…

୧୦୦୦ତମ ଦିନିକିଆ ମ୍ୟାଚ ହାତେଇଲା ଭାରତ, ରୋହିତଙ୍କ ସର୍ବାଧିକ ପ୍ରଦର୍ଶନ

୧୦୦୦ତମ ଦିନିକିଆ ମ୍ୟାଚରେ ଭାରତ ବିଜୟୀ । ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇ ମ୍ୟାଚ ସିଲ କଲା ଭାରତ । ୧୭୬ରନର ଟାର୍ଗେଟକୁ ପିଛାକରି ଭ୍ରମଣକାରୀ ଦଳକୁ ମାତ ଦେଇ ମ୍ୟାଚକୁ ନିଜ ନାଁରେ କରିଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ ରୋହିତ ସର୍ବାଧିକ ୬୦ ରନ୍, ଇଷାନ କିସାନ ୨୮ ରନ୍ କରିଥିବା ବେଳେ…

ଟାଇଟଲ୍ ଟକ୍କରରେ ପୁଣି ଚମକିଲେ ବୟଜ୍ ଇନ୍ ବ୍ଲୁ, ୪ ଓ୍ବିକେଟରେ ହାରି ଇଂଲଣ୍ଡର ବିଜୟ ସ୍ବପ୍ନ ଚୁରମାର୍

କେନ୍ୟୁଜ୍(ବ୍ୟୁରୋ): ରେକର୍ଡ ପଞ୍ଚମ ଥର ପାଇଁ ଅଣ୍ଡର-19 କ୍ରିକେଟ ବିଶ୍ବକପ୍ ଟ୍ରଫି ହାତେଇଲା ଭାରତ । ଫାଇନାଲ ଫାଇଟରେ ଇଂଲଣ୍ଡକୁ ୪ ଓ୍ବିକେଟରେ ପରାସ୍ତ କରି ଅପରାଜେୟ ଭାବେ ଛଡାଇଆଣିଛି ଟାଇଟଲ୍। ଆଣ୍ଟିଗୁଆର ସାର୍ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ପ୍ରତିଟି…

ଭାରତୀୟ ହକି ଟିମ୍‌କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଯୁଜ୍: ଭାରତୀୟ ହକି ଟିମ୍‌କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଟୁଇଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜୟୀ ପୁରୁଷ ହକି ଦଳକୁ ଶୁଭେଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଏକ ଐତିହାସିକ ଦିନ । ସବୁ ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିନ । ଭାରତୀୟ…

ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ, ୪୧ ବର୍ଷ ପରେ ଜିତିଲା ଅଲିମ୍ପିକ୍ସ ପଦକ

ଟୋକିଓ : ଭାରତ ପାଇଁ ଐତିହାସିକ ଦିନ । ଟୋକିଓ ଅଲିମ୍ପିକ୍ସିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ ପଦକ ଜିତିଛି । ଆଜି ଜର୍ମାନୀକୁ ୫-୪ ଗୋଲ୍‌ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରି ଦିଲ୍‌ ଖୁସ୍‌ କରି ଦେଇଛିି ଭାରତୀୟ ପୁରୁଷ ହକି ଟିମ୍‌। କଡ଼ା…

ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଲା ଭାରତ, ୩୮ ରନ୍ ରେ ଜିତିଲା

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ।ଫଳରେ ଦିନିକିଆ ଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ସିରିଜ୍ କବଜା କରିବା ଆଶା କରାଯାଉଛି। ୩୮ ରନ୍ ରେ ଶ୍ରୀଲଙ୍କାକୁ ହରାଇଛି ଭାରତୀୟ ଦଳ। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ…

ଭାରତର ରୋମାଞ୍ଚକର ବିଜୟ, ୨-୦ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଭାରତର ରୋମାଞ୍ଚକର ବିଜୟ । ଦୀପକ ଚହରଙ୍କ ଅଲରାଉଣ୍ଡର ଇଂନିସ ବଳରେ ସିରିଜ କବଜା କଲା ଟିମ ଇଣ୍ଡିଆ । ୩ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇଲା । ୨୭୬ ରନ ପିଛା କରୁଥିବା ଭାରତୀୟ ଦଳ ୭ ଓ୍ଵିକେଟ ହରାଇ ୨୭୭ ରନ କଲା । ଅଧିନାୟକ ଶିଖର ଧଓ୍ଵନ ୨୯ ରନ କରିଥିବା ବେଳେ ମନିଷ ପାଣ୍ଡେ ୩୭ ଏବଂ କ୍ରୁନାଲ…

ଚତୁର୍ଥ ଟି-ଟ୍ୱେଣ୍ଟିରେ ଭାରତ ଠାରୁ ଇଂଲଣ୍ଡ ୮ ରନରେ ହାରିଗଲା

ଅହମଦାବାଦ : ଆଜି ଖେଳା ଯାଇଥିବା ଚତୁର୍ଥ ଟି-ଟ୍ୱେଣ୍ଟିରେ ଭାରତ ଠାରୁ ଇଂଲଣ୍ଡ ହାରିଗଲା । ଭାରତ ଶେଷ ଓଭରରେ ୮ ରନରେ ଜିତି ଯାଇଛି । ଫଳରେ ସିରିଜ ୨-୨ରେ ପହଂଚିଛି । ଇଂଲଣ୍ଡ ପକ୍ଷରୁ ଜାସନ ରୟ ୪୦, ବେନ ଷ୍ଟୋକସ ୪୬ ରନ କରିଥିଲେ । ଶେଷ ଓଭରରେ ଠାକୁର ଓ ଆର୍ଚରଙ୍କ ମଧ୍ୟରେ ଭଲ ଲଢେଇ…