Below header
Browsing Tag

India

ଭାରତର ସବୁଠାରୁ ବିଷାକ୍ତ ଏବଂ ବିପଦପୂର୍ଣ୍ଣ ସାପ, ଯାହା ଯୋଗୁଁ କୋଡିଏ ବର୍ଷରେ ମରିଛନ୍ତି ୧୨ ଲକ୍ଷ ଲୋକ

ସାପ ନାମ ଶୁଣିଲେ ସମସ୍ତେ ଡରିଯାଆନ୍ତି। ସେ ଛୋଟ ହେଉ ଅବା ବଡ କୌଣସି ସାପକୁ ଦେଖିଲେ ଆମ ମନରେ ଭୟ ଆସିଥାଏ। ତାହା ବିଷଧର ହେଇଥାଉ କି ନୁହେଁ। କିନ୍ତୁ କ’ଣ ଆପଣ ଜାଣନ୍ତି କି ? ପ୍ରତିବର୍ଷ ସର୍ପ ଦଂଶନରେ କେତେ ଲୋକ ମୃତ୍ୟୁବରଣ କରନ୍ତି ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ଦୀର୍ଘ କୋଡିଏ…

ଭାରତରେ ଆଲକହଲ ଡେଲିଭରୀ କରିବ ଆମାଜନ, ପଶ୍ଚିମବଙ୍ଗରୁ ହେବ ଆରମ୍ଭ

କରୋନାକୁ ନେଇ ଦେଶରେ ଲକଡାଉନ ଚାଲିଥିବା ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଏପରି ସ୍ଥଳେ ମଦ ଦୋକାନ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ଦେଶରୁ ଧୀରେ ଧୀରେ ଲକଡାଉନ ଖୋଲିବାକୁ ଲାଗିଛି। ଏହାପରେ ସରକାର ମଧ୍ୟ ଅନଲାଇନରେ ମଦ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥଳେ ଦେଶରେ ଅନେକ…

ଏବେ ହାତୀଙ୍କୁ ମାରୁଛନ୍ତି ଜଣେ ନୁହେଁ ଶହ ଶହ ବିରାପ୍ପାନ, କିଛି ପ୍ରତିକାର ଅଛି କି ?

ପ୍ରକୃତିକୁ ନେଇ ବଞ୍ଚେ ମଣିଷ । ଖାଲି ମଣିଷ ନୁହେଁ, ମଣିଷ ସହ ପଶୁପକ୍ଷୀ, କୀଟ ପତଙ୍ଗ ଏବଂ ବୃକ୍ଷଲତା ସମସ୍ତେ ପ୍ରକୃତି ଉପରେ ହିଁ ନିର୍ଭର କରିଥାନ୍ତି । ତେବେ ଏ ଇହ ଜଗତରେ ମଣିଷ ହେଉଛି ସବୁଠାରୁ ଶ୍ରେଷ୍ଠ ପାଣି । ଯିଏ କଥା କହିପାରେ । ନିଜ ଭାବନାକୁ ବ୍ୟକ୍ତ କରିପାରେ । ତେଣୁ ଜୀବଜନ୍ତୁ ଓ…

ଅଶ୍ୱଗନ୍ଧା ଦ୍ୱାରା କରୋନା ରୋଗୀ ଭଲ ହୋଇ ପାରିବେ, ଦାବି କଲେ ଦିଲ୍ଲୀ ଆଇଆଇଟି ଓ ଜାପାନୀ ଗବେଷଣା ସଂସ୍ଥା

ପୁଣି ଚର୍ଚ୍ଚାକୁ ଆସିଲା ଅଶ୍ୱଗନ୍ଧା । କରୋନାର ଏହି ଆତଙ୍କ ଭିତରେ ଅଶ୍ୱଗନ୍ଧା ଚର୍ଚ୍ଚାକୁ ଜୋର୍ ଦେଇଛି ଆଇଆଇଟି ଦିଲ୍ଲୀ ଏବଂ ଜାପାନର ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଆଣ୍ଡ ଟେକନୋଲୋଜି ସଂସ୍ଥା । ଏମାନେ ଦାବି କରିଛନ୍ତି ଯେ ଅଶ୍ୱଗନ୍ଧାରେ କରୋନା ଭାଇରସ୍ ସହ…

ଲକ୍‌ଡାଉନ୍ ୪.୦ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍‌

୧-କେନ୍ଦ୍ରର ଗାଇଡ୍ ଲାଇନ୍ ଅନୁସାରେ ଲକ୍‌ଡାଉନ୍ ୪.୦ରେ ରାଜ୍ୟ ସରକାର କରୋନା ସଂକ୍ରମଣ ସ୍ଥିତି ଅନୁସାରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଘୋଷଣା କରିବାର ନିଷ୍ପତ୍ତି ନେବେ । ୨-ସମସ୍ତ ଶିକ୍ଷାନୁଷ୍ଠାନ, ମଲ୍‌, ସୁଇମିଂ ପୁଲ୍‌, ସିନେମା ହଲ୍‌ଏ ସାମାଜିକ କାର‌୍ୟ୍ୟ ବନ୍ଦ ରହିବ ।…

କରୋନା ଅପଡେଟ୍‍ : ଗୋଟିଏ ଦିନରେ ସାମ୍ନାକୁ ଆସିଲା ୪୯୮୭ ମାମଲା, ୧୨୦ ଲୋକଙ୍କ ମୃତ୍ୟୁ

କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୮୭ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୦ ଜଣଙ୍କ ପ୍ରାଣ ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ…

ଭାରତ ସରକାରଙ୍କ ବଡ଼ ଘୋଷଣା, ସ୍ୱତନ୍ତ୍ର ବିମାନରେ ଫେରିବେ ଆମେରିକାରେ ଫସିଥିବା ଭାରତୀୟ

କରୋନା ମହାମାରୀ ଯୋଗୁ ସାରା ଦୁନିଆରେ ଏବେ ଚଳାଚଳ ଠପ୍ ହୋଇଛି। ଲୋକମାନେ ଯିଏ ଯେଉଁଠି ଅଛନ୍ତି ସେମାନେ ସେଠାରେ ରହିଛନ୍ତି। ତେବେ ଇତି ମଧ୍ୟରେ ଭାରତ ଆମେରିକାରେ ଫସିଥିବା ହଜାର ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ କେବେ ଫେରାଇ ଅଣାଯିବ ସେନେଇ ଏପର୍ଯ୍ୟନ୍ତ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚେତାବନୀ, ପ୍ଲାଜମା ଥେରାପି ଏବେ ଗବେଷଣା ସ୍ତରରେ

ନୂଆଦିଲ୍ଲୀ : କରୋନା ରୋଗରୁ ମୁକ୍ତି ପାଇଁ ପ୍ଲାଜମା ଥେରାପି ଘାତକ ହୋଇ ପାରେ । ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରି ପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକଥା କୁହାଯାଇଛି । କୋଭିଡ୍‌ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଉପଚାର ନାହିଁ । ପ୍ଲାଜ୍‌ମା ଥେରାପିରେ କୌଣସି…

ଏବେ ଚୀନରୁ ନୁହେଁ ବରଂ ଏହି ଦେଶରୁ କରୋନା କିଟ୍ କିଣିବ ଭାରତ, ଦେଲା ଏତେ ଲକ୍ଷର ଅର୍ଡର

କରୋନା ସଙ୍କଟ ବେଳେ ଭାରତ ଚୀନଠାରୁ ସାହାଯ୍ୟ ଆଶା କରି କରୋନା ରାପିଡ଼ ଟେଷ୍ଟ କିଟ ଅର୍ଡର କରିଥିଲା। କିନ୍ତୁ ଏହି କିଟ ସଠିକ ତଥା ନିର୍ଭୁଲ ତଥ୍ୟ ଦେବାରେ ଅସମର୍ଥ ହୋଇଥିଲା। ଏଣୁ ଭାରତ ଏବେ ଚୀନଠାରୁ ନୁହେଁ ବରଂ ଦକ୍ଷିଣ କୋରିଆଠାରୁ କରୋନା କିଟ୍ କିଣିବାକୁ ନିଷ୍ପତ୍ତି ନେଇଛି। ଭାରତ ତରଫରୁ…

ଭାରତମୁହାଁ ହୋଇଛନ୍ତି ଚୀନର ୧୦୦୦ରୁ ଊର୍ଦ୍ଧ୍ଵ କମ୍ପାନୀ, ସରକାରଙ୍କ ସହ ଆରମ୍ଭ ହୋଇଛି ଆଲୋଚନା

ଦୁନିଆର ସବୁଠୁ ବଡ଼ ମ୍ୟାନୁଫ୍ୟାକ୍ଚର ହବର ମାନ୍ୟତା ପାଇଥିବା ଚୀନ ଖୁବଶୀଘ୍ର ଏହି ନାଁକୁ ହରାଇପାରେ। କରୋନା ଭାଇରସ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଖରାପ ପରିସ୍ଥିତି ଯୋଗୁ ପ୍ରାୟ ୧୦୦୦ ବିଦେଶୀ କମ୍ପାନୀ ଚୀନ ଛାଡ଼ି ଭାରତ ଆସିବାକୁ ଯୋଜନା କରୁଛନ୍ତି। ଏନେଇ ସେମାନେ ଭାରତ ସରକାରଙ୍କ ସହ…

କରୋନା ଅପ୍‌ଡେଟ୍‌ : ସଂକ୍ଷେପରେ ଜାଣନ୍ତୁ କରୋନାକୁ ନେଇ ଦେଶ ଦୁନିଆର ଖବର

୧-ବିଶ୍ୱର ସବୁଠାରୁ ବଡ଼ ବସ୍ତି ଅଞ୍ଚଳ ମୁମ୍ବାଇର ଧରାଭିରୁ ଆଉ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ । ଏଠାରୁ ମୋଟ୍‌ ୪୩ ଜଣ ପଜେଟିଭ୍‌ ବାହାରିଲେ । ୨-ଦେଶରେ ହୋଇ ପାରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ । କେଉଁଠି କେତେ କୋଭିଡ୍‌ ସଂକ୍ରମିତ ରୋଗୀ ଅଛନ୍ତି । ସେହି ଅନୁସାରେ…

ଲକ୍‌ଡାଉନରେ ଲଞ୍ଚ ହେଲା LG Style 3 ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ସ୍ମାର୍ଟଫୋନ କମ୍ପାନୀ LG ନୂଆ ସ୍ମାର୍ଟଫୋନ ଷ୍ଟାଇଲ ୩କୁ ଲଞ୍ଚ କରିଛି। ୟୁଜର୍ସଙ୍କୁ ଏଲଜି ଷ୍ଟାଇଲ ୩ ସ୍ମାର୍ଟଫୋନରେ ୪୮ ମେଗାପିକ୍ସେଲ କ୍ୟାମେରା, ଦମଦାର ପ୍ରୋସେସର, ଜମ୍ବୋ ବ୍ୟାଟେରୀର ସପୋର୍ଟ ମିଳିବ। କମ୍ପାନୀ ଏହି ଫୋନକୁ ଭାରତ ସମେତ ଅନ୍ୟ କେଉଁ ଦେଶରେ ଲଞ୍ଚ କରିଛି, ତାହାର ବିବରଣୀ…