Browsing Tag

India

ପୃଥିବୀର ନିକଟତର ହେବ ଚନ୍ଦ୍ରମା, ଆସନ୍ତା ଏପ୍ରିଲ ୮ରେ ଭାରତରେ ଦେଖାଯିବ ସୁପର ପିଙ୍କ ମୁନ 

ପୁଣିଥରେ ସୁପର ମୁନ ଦେଖିବାର ସୁଯୋଗ ପାଖେଇ ଆସୁଛି। ଏଥର ସୁପର ମୁନ ଆସନ୍ତା ଏପ୍ରିଲ ୮ ତାରିଖରେ ଅପରାହ୍ନ ୨.୩୫ ମିନିଟ ଜିଏମଟି (ଭାରତୀୟ ସମୟ ଅନୁସାରେ ସକାଳ ୮.୦୫ ମିନିଟ)ରେ ନଜର ଆସିବ। ଆଉଚନା ମୁତାବକ ଏହା ବର୍ଷର ସବୁଠାରୁ ଚମକଦାର ଏବଂ ବଡ଼ ଚନ୍ଦ୍ର। ଏହାକୁ ଗୋଲାପୀ ଚନ୍ଦ୍ରମା ବା ପିଙ୍କ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଚଣ୍ଡିଗଡ଼ର ୟଶ୍‌, ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ ତାଙ୍କରି କଥା

ଚଣ୍ଡିଗଡ଼ : କରୋନାକୁ ଭୟ କର ନାହିଁ । ଏହି ଭାଇରସ୍‌କୁ କେବଳ ସାମାଜିକ ଦୂରତା ଦ୍ୱାରା ଦୂର କରି ହେବ । ଏକଥା ଗତ କିଛି ମାସ ହେଲା ଆମେ ଶୁଣି ଆସୁଛନ୍ତି । ତେଣୁ କରୋନା ଠାରୁ ଦୂରେଇ ରହିବା ଲାଗି ଚେଷ୍ଟା ବି କରୁଛୁ । ତଥାପି ମନରେ ସନ୍ଦେହ ରହୁଛି ଯେ ଏତେ ଭୟାନକ ଭାଇରସ୍‌ କିନ୍ତୁ ଔଷଧ କି…

ଆଜି ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା 62ରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ କରୋନା ତାର କାୟା ମେଲାଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ ଆଜି ରାତି ସୁଦ୍ଧା ଭାରତରେ 2322 ଜଣ ଅକ୍ରାନ୍ତ ହୋଇଥିବା ବେଳେ 62 ଜଣଙ୍କର ମୃତ୍ୟୁ ଘଟିଛି । ଏଯାଏ 162 ଜଣ କରୋନାରୁ…

ଭାରତରେ ୨୭ଟି ରାଜ୍ୟକୁ କବଳିତ କଲା କରୋନା, ଗୋଟିଏ ଦିନରେ ପ୍ରାୟ ଦେଢ ଶହ ମାମଲା

ନୂଆଦିଲ୍ଲୀ : ସାରା ବିଶ୍ୱ ଭଳି ଭାରତରେ ମଧ୍ୟ କରୋନା ଭାଇରସ୍‌ର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି କରୋନା। ଗୋଟିଏ ଦିନରେ ପ୍ରାୟ ଦେଢ ଶହ ମାମଲା ସାମ୍ନାକୁ ଆସିଛି। ସୂଚନା…

କରୋନାର ତାଜା ଖବର : ଦେଶରେ ମୃତ୍ୟୁ ସଂଖ୍ୟା ହେଲା ୧୬, ଆକ୍ରାନ୍ତ ୬୯୪ ଜଣ

ନୂଆଦିଲ୍ଲୀ : ଛିଡୁନି, ବଢୁଛି । କରୋନାର ପ୍ରକୋପ ଦେଶରେ ବଢ଼ିବାରେ ଲାଗିଛି । ସର୍ବଶେଷ ଖବର ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତରେ ଏହି ରୋଗରେ ସରକାରୀ ଭାବେ ୧୬ ଜଣ ପ୍ରାଣ ହରାଇଛନ୍ତି । ୬୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୁଜରାଟ, ତାମିଲନାଡୁ ଓ ମଧ୍ୟ ପ୍ରଦେଶରେ ଆଜି ଜଣେ ଲେଖାଏଁ କରୋନା…

ଦିଲ୍ଲୀର ଏହି ବିଳାସମୟ ହୋଟେଲରେ ରାତ୍ରିଯାପନ କରିବେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ ଏଠାରେ ରହିଛି କି କି ଅତ୍ୟାଧୁନିକ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରମ୍ପ ପରିବାର ସହ ଦୁଇଦିନ ପାଇଁ ଭାରତ ବୁଲିବାକୁ ଆସୁଛନ୍ତି। ଏଣୁ ତାଙ୍କୁ ସ୍ୱାଗତ କରିବା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗୁଜରାଟର ଅହମ୍ମଦାବାଦରୁ…

ଜାଣନ୍ତୁ ବିଶ୍ୱର ସୁନା ମହଜୂତ ତାଲିକାରେ କେଉଁ ସ୍ଥାନରେ ଅଛି ଭାରତ

ଆମ ମାନଙ୍କ ଭିତରେ ପ୍ରାୟ ସମସ୍ତଙ୍କର ଅଳ୍ପ ବହୁତେ ସୁନା ପ୍ରତି ଏକ ଆକର୍ଷଣ ଥାଏ । ସୁନା କିଣିବାକୁ ସାଧାରଣତଃ ସମ୍ପତି କିଣିବା ସହ ମଧ୍ୟ ତୁଳନା କରାଯାଇଥାଏ । ଆପଣ ହୁଏତ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶ ଭାରତର ଲୋକେ ସବୁଠୁ ଅଧିକ ସୁନା କିଣିଥାନ୍ତି । ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ବା…

ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ଜଳପତ୍ତନ ୪ ଫୁଟ ବୃଦ୍ଧି ପାଇବ, କେନ୍ଦ୍ର ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ…

କେନ୍ୟୁଜ୍(ବ୍ୟୁରୋ):    ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ଜଳପତ୍ତନ ୪ ଫୁଟ ବୃଦ୍ଧି ପାଇବ। ପ୍ରତିବର୍ଷ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି। ପାରାଦୀପ ଠାରେ ସମୁଦ୍ର ଜଳସ୍ତର ବର୍ଷକୁ ୧ମିମି ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ୦.୭ ମିମି, କାଣ୍ଡଲାରେ ୩.୨ମିମି ବୃଦ୍ଧି ପାଉଛି। ଦେଶର…

ଭାରତକୁ ଗ୍ରାସ କଲାଣି ଏହି ସବୁ ରୋଗ, ପ୍ରାୟ ୬.୫ କୋଟି ଲୋକ ହୋଇସାରିଲେଣି ଆକ୍ରାନ୍ତ

ଭାରତରେ ଧୀରେ ଧୀରେ କ୍ରୋନିକ ନନ କମ୍ୟୁନିକେବଳ ରୋଗ ଗୁଡିକ ଲୋକଙ୍କୁ ନିଜ ବସରେ କରିସାରିଲାଣି । ଏକ ସର୍ବେକ୍ଷଣରୁ ଜଣା ଯାଇଛିକି ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣା ବଢିଛି । ସାଧାରଣତଃ ଏହି ନନ କମ୍ୟୁନିକେବଳ ଡିଜିଜ ଗୁଡିକ ଲମ୍ବା ସମୟ ପାଇଁ…

ଆପଣ କେବେ ବୁଲିଯାଇଛନ୍ତି କି ଏଭଳି ଅଦ୍ଭୁତ ମ୍ୟୁଜିୟମ, ଯେଉଁଠି ରହିଛି ଯାଦୁବିଦ୍ୟା ଏବଂ ଗୁଣିଗାରେଡି କରୁଥିବା ଜିନିଷ

ଆପଣମାନେ ତ ଅନେକ ମ୍ୟୁଜିୟମ ଦେଖିଥିବେ, ବୁଲିବାକୁ ମଧ୍ୟ ଯାଇଥିବେ। ଯେଉଁଠାରେ ଜୀବଜନ୍ତୁଙ୍କ କଙ୍କାଳ ସହିତ ଇତିହାସ ସହିତ ଜଡିତ ଜିନିଷ ଆପଣମାନେ ଦେଖିବାକୁ ପାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଅଦ୍ଭୁତ ମ୍ୟୁଜିୟମ ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ…

ଜାଣନ୍ତୁ ବିହାର ଲୋକେ କାହିଁକି ପାକିସ୍ତାନ ନାଁକୁ ଅଧିକ ଘୃଣା କରନ୍ତି

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଯିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଦିନ କୁ ଦିନ ବିଗିଡି ବାରେ ଲାଗିଛି । ଦେଶର ସୀମାରେ ଗୁଳି ବିନିମୟର ମାତ୍ରା ମଧ୍ୟ ବଢିଛି । ଏମିତି ତ ଦେଶ ବାସୀ ପାକିସ୍ତାନ ନାଁ ଶୁଣିଲେ ଯେମିତି ରକ୍ତ ଚାଉଳ ଚୋବାଉଛନ୍ତି । ତାପରେ ଯଦି ଭାରତ ଭିତରେ…