Browsing Tag

India

ନିର୍ବାଚନରେ ବ୍ଯସ୍ତ ରହିଛନ୍ତି ସରକାର, ଏପଟେ ୪୨ ପ୍ରତିଶତ ଭାରତରେ ପଡିଲାଣି ମରୁଡି

ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଭାରତର ଚାଷୀ ମାନଙ୍କ ପାଇଁ ଖୁବ କଷ୍ଟକର ହେବାକୁ ଯାଉଛି। ଦେଶର ୪୨ ପ୍ରତିଶତ ଅଂଶ ମରୁଡିଗ୍ରସ୍ତ ହେବ ବୋଲି ପୂର୍ବ ସୂଚନା ମିଳିଛି। ଏଥିମଧ୍ୟରେ ୬ ପ୍ରତିଶତ ଅଞ୍ଚଳ ବିଗତ ଅନେକ ସମୟ ହେଲା ମରୁଡିଗ୍ରସ୍ତ ରହିଛି। ଏହି ସମ୍ବନ୍ଧରେ ମାର୍ଚ୍ଚ ୨୬ରେ ଦ୍ବାରା ଆକଳନ…

କଣ ସେହି ୧୦ଟି କଥା ଯାହା ପୂରା ବିଶ୍ବ ଭାରତଠୁ ଶିଖିବା ଉଚିତ୍ ! ପଢନ୍ତୁ, ଗର୍ବରେ ଛାତି ହୋଇଯିବ ଚଉଡ଼ା

ଭାରତ ଏବେ ଏକ ବିକାଶଶୀଳ ଦେଶ । ଦୁର୍ନୀତି, ଗରିବି ଏବଂ ଅପରିସ୍କାରକୁ ବଢାଉଥିବା ଦେଶ । କଥା କଥାରେ ମାରି ହାଣି ଦେବାର ଦେଶ । ଏଠାକାର ପୁରୁଷ ନିଜ କାମ ଉତ୍ତେଜନାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ସୂର୍ଯ୍ୟାସ୍ତ ପରେ ଝିଅମାନେ ଛୋଟ କପଡା କିମ୍ବା ଜିନ୍ସ ପିନ୍ଧିବା ପୂର୍ବରୁ ଶହେ ଥର…

ପାକିସ୍ତାନ ଦିବସ ସମାରୋହକୁ ଭାରତରେ ବିରୋଧ, ବିଚ୍ଛିନ୍ନତାବାଦୀ ନେତାଙ୍କୁ ଆମନ୍ତ୍ରଣ ନେଇ ପ୍ରତିବାଦ

ବିବାଦ ଘେରରେ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ରାଷ୍ଟ୍ରୀୟ ଦିବସ ପାଳନ ସମାରୋହ। ପାକିସ୍ତାନ ଦୂତାବାସକୁ କଶ୍ମୀରର ବହୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବା ପ୍ରତିବାଦରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଇସଲାମାବାଦରେ ମଧ୍ୟ କୌଣସି ଭାରତୀୟ ବୈଦେଶିକ ଅଧିକାରୀ ଯୋଗ…

ମିଛ କହୁଛି ପାକିସ୍ତାନ, ପୁଣି ଅଭିଯୋଗ କରିଛି ଭାରତ

ପାକିସ୍ତାନ ମିଛ କହୁଥିବା ପୁଣି ଅଭିଯୋଗ କରିଛି ଭାରତ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ଭାରତ ବିରୋଧରେ ପାକିସ୍ତାନ F-16 ବିମାନ ବ୍ୟବହାର କରିଛି । କିନ୍ତୁ ମିଛ କହୁଛି । ଏବେ ବି ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୋଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୁଲଓ୍ଵାମା…

ଭାରତୀୟ ବାୟୁସେନା ଭୟରେ ପାକିସ୍ତାନ ବନ୍ଦ କଲା ୫ଟି ବିମାନ ବନ୍ଦର, ସବୁ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଉଡାଣ ରଦ୍ଦ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଚାଲିଥିବା ଅଶାନ୍ତି ମଧ୍ୟରେ ପାକିସ୍ତାନ ତାହାର ୫ଟି ବିମାନବନ୍ଦରକୁ ବନ୍ଦ କରିଛିା ଖବର ମୁତାବକ, ଲାହୋର, ମୁଲତାନ, ଫେସଲାବାଦ, ସିୟାଲକୋଟ ଏବଂ ଇସଲାମାବାଦ ବିମାନବନ୍ଦରରେ ସମସ୍ତ ପ୍ରକାରର ଉଡ଼ାଣକୁ ରଦ୍ଧ କରାଯାଇଛିା ତେବେ ଏୟାରପୋର୍ଟଟି…

ଭାରତ ପାକିସ୍ତାନ ଉପରେ କାହିଁକି କରେ ନାହିଁ ଆକ୍ରମଣ, କାରଣ ଜାଣି ହେବେ ଚକିତ

ପାକିସ୍ତାନ ଭାରତ ଉପରେ ସବୁବେଳେ ପ୍ରଥମତଃ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ଏପରି ମଧ୍ୟ ଦେଖାଯାଇଛି ପାକିସ୍ତାନ ବିଭିନ୍ନ ଆକ୍ରମଣ କରି ବାରମ୍ବାର ଭାରତକୁ ଯୁଦ୍ଧ ପାଇଁ ଉସକାଉଛି। କିନ୍ତୁ ଯେତେଯାହା ହେଲେ ମଧ୍ୟ ଭାରତ ଆଜି ଯାଏଁ କିଛି ପ୍ରତିକ୍ରିୟା ରଖିନାହିଁ। ଏହି ପ୍ରଶ୍ନ ସବୁବେଳେ…

ପଞ୍ଚମ ତଥା ଅନ୍ତିମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୩୫ ରନରେ ହରାଇ ଭାରତ ବିଜୟୀ

ୱେଲିଂଟନ୍ : ଶେଷ ମ୍ୟାଚ୍‌ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ । ୱେଲିଂଟନରେ ଭାରତ ଠାରୁ ୩୫ ରନରେ ପରାସ୍ତ ହୋଇଛି କିଓ୍ଵି ବାହିନୀ । ଏଥିସହ ୫ ଟିକିଆ ସିରିଜକୁ ମେନ ଇନ ବ୍ଲୁ ୪-୧ରେ କବଜା କରିଛି । ଭାରତର ୨୫୩ ରନ୍‌ ଟାର୍ଗେଟ୍‌କୁ ପିଛା କରୁଥିବା ଘରୋଇ ଦଳ…

ଆଜି ୧୧ଟାରେ ୨ ମିନିଟ ପାଇଁ ଅଟକିବ ସାରା ଦେଶ, ଜାଣନ୍ତୁ କାହିଁକି ?

ଭୁବନେଶ୍ବର (କେନ୍ୟୁଜ୍) : ଆଜି ୧୧ଟା ସମୟରେ ଯିଏ ଯେଉଁ ପରିସ୍ଥିତିରେ ଥିଲେ ମଧ୍ୟ ମାତ୍ର ୨ ମିନିଟ ପାଇଁ ଅଟକି ଯିବେ। କାରଣ ଏହି ଦୁଇ ମିନିଟ ଥିବ ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାନ୍ ସଂଗ୍ରାମୀଙ୍କ ସ୍ମୃତିରେ ନିରବ ପ୍ରାର୍ଥନା। ସହିଦ ଦିବସ ପାଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ…

୧୨ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡାକରା

୧୨ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡାକରା। ଏହି ବନ୍ଦକୁ ସଫଳ କରିବା ପାଇଁ ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଜାନୁୟାରୀ ୮ ଓ ୯ ଦୁଇ ଦିନ ଧରି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟକୁ ସଫଳ…

ଦେଶର ଏହି ସହରରେ କର୍ମଚାରୀଙ୍କୁ ମିଳିଥାଏ ସବୁଠାରୁ ଅଧିକ ବେତନ, ରିସର୍ଚ୍ଚରେ ହେଲା ଖୁଲାସା

ବେଙ୍ଗାଲୁରୁ : ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଦେଶର ସବୁଠାରୁ ଅଧିକ ବେତନ ଦେଉଥିବା ସହର ବିଷୟରେ ଜଣାପଡ଼ିଛି। ଆଜ୍ଞା ହଁ , ବେଙ୍ଗାଲୁରୁ ଦେଶର ଏପରି ଏକ ସହର ଯିଏ ଅନ୍ଯ ସହର ତୁଳନାରେ କର୍ମଚାରୀଙ୍କୁ ଅଧିକ ବେତନ ଦେଇଥାଏ। ହାର୍ଡ଼ୱାର ଏବଂ ନେଟୱାର୍କିଂ, ସପ୍ଟୱାର ଏବଂ ଆଇଟି କ୍ଷେତ୍ର…

ଭାରତର ଏହି ଅଂଶରେ ୨୦୦ଟଙ୍କା ଲୁଣ ଏବଂ ୨୫୦ ଟଙ୍କା କିଲେ ଚିନି, କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ମାନଚିତ୍ରରେ ଦେଖିବାକୁ ଗଲେ ଏହି ସ୍ଥାନଟି ଭାରତର ହିଁ ଅଂଶ କିନ୍ତୁ ଏହା ସାଧାରଣ ଭାରତ ନୁହଁ। ଏଠାରେ ଦାକାନରେ ମିଳୁଥିବା ଖାଇବା ଲୁଣ ୧୮- ୨୦ ଟଙ୍କାରେ ନୁହଁ ବରଂ ୨୦୦ ଟଙ୍କା ପ୍ଯାକେଟରେ ବିକ୍ରି ହୋଇଥାଏ। ଆଜ୍ଞା ହଁ , ଆପଣ ଠିକ ପଢ଼ିଛନ୍ତି ଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ରହିଥିବା ବିଜୟ ନଗର…

ବର୍ଷକରେ ବଦଳିଛି ଦେଶର ୨୫ଟି ସହରର ନାମ, ଜାଣନ୍ତୁ କଣ ଥିଲା ଆଉ କଣ ହେଲା

ନୂଆଦିଲ୍ଲୀ : ଚଳିତ ବର୍ଷ କେବଳ ଦେଶ ବଦଳିନି ବଦଳିଛି ଅନେକ ସହର ଏବଂ ଗ୍ରାମର ନାମ। ବର୍ଷକ ମଧ୍ୟରେ କେନ୍ଦ୍ର ସରକାର ଅତି କମରେ ୨୫ଟି ସହର ଏବଂ ଗାମର ନାମ ପରିବର୍ତ୍ତନ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ଏପରିକି ଆଉ କିଛି ନାମ ପରିବର୍ତ୍ତନର ପ୍ରସ୍ତାବ ସରକାରଙ୍କ ନିକଟରେ ପଡ଼ିରହିଛି।…