Below header
Browsing Tag

India

ଇଂଲଣ୍ଡ ବିପକ୍ଷ ଭାରତର ପ୍ରଥମ ଟି-୨୦ ମ୍ୟାଚ୍ !

ନୂଆଦିଲ୍ଳୀ :  ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ୮ ଓ୍ଵିକଟ୍ରେେ ଦଖଲ କରିଛି ଭାରତ । କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଓ ଲୋକେଶ ରାହୁଲଙ୍କ ରନ୍ ବର୍ଷା ସହ ଇଂଲଣ୍ଡ ବିପକ୍ଷରେ ବିଜୟରୁ ଅଭିଜାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ସହଜରେ ପରାସ୍ତ…

ସଲମାନଙ୍କୁ ଖରାପ ଅଭିନେତା କହିବା ପରେ ’ରେସ ୩’ କୁ ଦୁନିଆର ଖରାପ ଫିଲ୍ମ କହିଲା ଗୁଗୁଲ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ’ରେସ ୩’ ସବୁ ସିନେମା ହଲରେ ପଡି ସାରିଛି। ଫିଲ୍ମଟି ବହୁତ ବଡ ଷ୍ଟାର କାଷ୍ଟ ଏବଂ ମହଙ୍ଗା ବଜେଟ ହୋଇଥିବା ସତ୍ତ୍ବେ ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ଅସଫଳ ହୋଇଛି। ବର୍ତ୍ତମାନ ଫିଲ୍ମକୁ ଆଉ ଏକ ଝଟକା ଲାଗିଛି। ଯାହାକୁ ଶୁଣି ସଲମାନଙ୍କ ଫ୍ୟାନ୍ସ ମାନେ…

ମହିଳାଙ୍କ ପାଇଁ ବିଶ୍ୱରେ ସବୁଠାରୁ ବିପଦପୂର୍ଣ୍ଣ ଦେଶ ଭାରତ : ଦ୍ୱିତୀୟରେ ରହିଛି ଆଫଗାନିସ୍ତାନ

ନୂଆଦିଲ୍ଲୀ : ମହିଳାଙ୍କ ପାଇଁ ବିଶ୍ୱରେ ସବୁଠାରୁ ବିପଦପୂର୍ଣ୍ଣ ଦେଶ ଭାରତ ବୋଲି ଦ ଥୋମସନ ରଏଟର୍ସ ଫାଉଣ୍ଡେସନ ସର୍ଭେରୁ ଜଣାପଡ଼ିଛି। ଜାତିସଂଘ ସଦସ୍ୟ ଥିବା ୧୯୩ ଦେଶ ମଧ୍ୟରୁ କେଉଁ ଦେଶ ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ଏହାକୁ ନେଇ ଦ ଥୋମସନ ରଏଟର୍ସ ଫାଉଣ୍ଡେସନ ସର୍ଭେ କରି ପ୍ରସ୍ତୁତ କରିଛି…

ଲଗାତାର ଦ୍ୱିତୀୟ ବିଜୟ : ଚାମ୍ପିୟନ୍ସ ଟ୍ରଫି ହକିରେ ଚମକିଲା ଭାରତୀୟ ପୁରୁଷ ଟିମ୍‌

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ହକିରେ ଚମକିଲା ଭାରତ ପୁରୁଷ ଟିମ୍‌ । ଲଗାତାର ଦ୍ୱିତୀୟ ବିଜୟ ହାସଲ । ପାକିସ୍ତାନ ପରେ ଅଲିମ୍ପିକ୍ସ ଚାମ୍ପିୟନ୍ସ ତଥା ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାକୁ ହରାଇଛି ଟିମ୍‌ ଇଣ୍ଡିଆ । ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୨-୧…