ଏସିଆ କପ : ପାକିସ୍ତାନରେ ଖେଳାହେବ ଟୁର୍ଣ୍ଣାମେଣ୍ଟ କିନ୍ତୁ ନିରପେକ୍ଷ ସ୍ଥାନରେ ଖେଳିବ ଭାରତ
ପାକିସ୍ତାନରେ ଏସିଆ କପ ଖେଳିବନି ଭାରତ । ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହେଲେ ଭାରତ ନିରପେକ୍ଷ ସ୍ଥାନରେ ଖେଳିବ । ଏସିଆ କପ ଆୟୋଜନକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଏବେ ସମାଧାନ ଆଡ଼କୁ ଯାଉଛି । ଚଳିତବର୍ଷର ଏସିଆ କପ ଦୁଇଟି ସ୍ଥାନରେ ଖେଳାଯିବ । ପାକିସ୍ତାନରେ…