ଚୀନରେ ମାଷ୍ଟରମାଇଣ୍ଡ ଓଡ଼଼ିଶାରେ ନେଟୱର୍କ: ଡିଜିଟାଲ ଲୋନ ଆପରେ ଚାଲିଛି ଠକେଇର ସାମ୍ରାଜ୍ୟ
ନୂଆଦିଲ୍ଲୀ : ଫେକ୍ ଲୋନ ଆପ୍ଲିକେସନର ମାଷ୍ଟର ମାଇଣ୍ଡ ଚାଇନିଜ ଯୁବକ ଲିୟୁ କୁ ଖୋଜୁଛି EOW । ଲୁକ୍ ଆଉଟ ସରକୁଲାର ଜାରି ହୋଇଛି । ଭାରତର ସମସ୍ତ ବିମାନ ବନ୍ଦରରେ ଲିୟୁ ଉପରେ ନଜର ରଖିବା ପାଇଁ ଏହି ସର୍କୁଲାର ଜାରି କରାଯାଇଛି । ୨୦୧୯ରୁ ଏହି ଚାଇନିଜ ଯୁବକ ଲିୟୁ ଫେକ୍ ଲୋନ ଆପ୍ର…