ଦିନିକିଆରେ ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ, ଶେଷ ମ୍ୟାଚ୍ରେ ଇଣ୍ଡିଜକୁ ୯୬ ରନରେ ପରାସ୍ତ କଲା ରୋହିତ ଆଣ୍ଡ କୋ
ଅହମଦାବାଦ : କ୍ଲିନ ସୁଇପ କଲା ଭାରତ । ଦିନିକିଆ ସିରିଜ୍କୁ ୩-୦ରେ ଜିତିଗଲା । ତୃତୀୟ ତଥା ଶେଷ ମ୍ୟାଚ୍ରେ ୨୬୬ ରନର ଲକ୍ଷ୍ୟରେ ଥିଲା ୱେଷ୍ଟଇଣ୍ଡିଜ ଆଗରେ । ଯାହାକୁ ଭାରତୀୟ ବୋଲର୍ ଆଶା ଧୂଳିସାତ କରି ଦେଇଛନ୍ତି। ଅହମଦାବାଦରେ ଖେଳାଯାଇଥିବା ଶେଷ ଦିନିକିଆରେ ୱେଷ୍ଟଇଣ୍ଡିଜ ବିପକ୍ଷରେ…