ଭାରତରେ ଜଲ୍ଦି ମିଳିବାକୁ ଯାଉଛି ଇ-ପାସପୋର୍ଟ, ଜାଣନ୍ତୁ ଏହା କ’ଣ? କେମିତି କରିବେ ଆବେଦନ?
ନାଗରିକମାନଙ୍କ ପାଇଁ ଏକ ଭଲ ଖବର। ନିକଟରେ ଭାରତ ସରକାର ଘୋଷଣା କରିଛନ୍ତି ଯେ ସରକାର ଖୁବ୍ ଜଲ୍ଦି ନୂଆ ପାସପୋର୍ଟ ପାଇଁ ଆବେଦନ କରୁଥିବା ନାଗରିକ କିମ୍ବା ନିଜର ମିଆଦ ପୂର୍ଣ୍ଣ ହେଉଥିବା ପାସପୋର୍ଟର ନବୀକରଣ କରୁଥିବା ନାଗରିକମାନଙ୍କୁ ଇ-ପାସପୋର୍ଟ ଜାରି କରିବା ଆରମ୍ଭ କରିବେ। ବୈଦେଶିକ…