ଭାରତୀୟ କ୍ରିକେଟ ଟିମ୍ ସିଲେକ୍ଟର ପାଇଁ ଆବେଦନ କଲେ ଚେତନ ଶର୍ମା ଏବଂ ଅଜିତ୍ ଅଗରକର, ଚେତନଙ୍କୁ ପୂର୍ବରୁ ବିସିସିଆଇ…
କେନ୍ୟୁଜ୍ ବ୍ୟୁରୋ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତ ବାଦ ପଡ଼ିବା ପରେ ବିସିସିଆଇ ଏକ ଦମ ଆକ୍ସନ ମୁଡ୍ରେ ଆସିଥିଲା । ତା ପରେ ଚେତନ ଶର୍ମାଙ୍କ ତେତୃତ୍ୱରେ ଥିବା ସିଲେକ୍ସନ କମିଟିକୁ ବରଖାସ୍ତ କରିଥିଲା । ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ଲଗାତାର ପରାଜୟ ଏହାର କାରଣ ଥିଲା । ବିସିସିଆଇ…