Below header
Browsing Tag

indian cricketer

ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ପରଲୋକ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ

ପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀ । ଷାଠିଏରୁ ସତୁରୀ ଦଶକ ଭିତରେ ଭାରତ ପକ୍ଷରୁ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦୁରାନୀଙ୍କର ଗୁଜରାଟ ଜାମନଗର ଠାରେ ଆଜି ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ।…

ଲୋକେଶ ରାହୁଲଙ୍କ ପରେ ନୂଆ ଇଂନିସ ଆରମ୍ଭ କଲେ ଅକ୍ଷର ପଟେଲ୍‌, ମେହାଙ୍କୁ କଲେ ଜୀବନସାଥୀ

କ୍ରିକେଟରେ ଏବି ବିବାହ ସିଜିନ୍‌ ଚାଲିଛି । ଲୋକେଶ ରାହୁଲଙ୍କ ପରେ ନୂଆ ଇଂନିସ ଆରମ୍ଭ କରିଛନ୍ତି ଅକ୍ଷର ପଟେଲ୍‌ । ବିହାହ ବନ୍ଧରେ ବାନ୍ଧି ହେଲେ ସ୍ପିନ ବୋଲର ଅକ୍ଷର ପଟେଲ୍‌ । ମେହା ପଟେଲଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଗୁଜରାଟ ଭଦୋଦରାରେ ପାରମ୍ପରିକ ରୀତିନୀତିରେ…

ପୂର୍ବତନ କ୍ରିକେଟର ଅରୁଣ ଲାଲ୍‌ ବିବାହ ବନ୍ଧନରେ ବାନ୍ଧିହେଲେ; ନିଜଠୁ ୨୮ ବର୍ଷ ସାନ ଦ୍ୱିତୀୟ ପତ୍ନୀଙ୍କୁ କଲେ କିସ୍‌

ପୂର୍ବତନ କ୍ରିକେଟର ଅରୁଣ ଲାଲ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬୬ ବର୍ଷୀୟ ଅରୁଣ ନିଜଠୁ ୨୮ ବର୍ଷ ସାନ ବୁଲ୍‌ବୁଲ ସାହାଙ୍କ ହାତ ଧରିଛନ୍ତି। ଏହା ଅରୁଣଙ୍କ ଦ୍ୱିତୀୟ ବିବାହ ଏବଂ କୋଲକାତାରେ ଆୟୋଜିତ ବିବାହ ସମାରୋହରେ ଦୁହେଁ ପରସ୍ପରର ସାତ ଜନମର ସାଥୀ ହେବାକୁ ଶପଥ ନେଇଛନ୍ତି।…

ଗାର୍ଲଫ୍ରେଣ୍ଡ ଈଶାନୀ ଜୋହରଙ୍କ ହାତ ଧରିଲେ ଭାରତୀୟ କ୍ରିକେଟର ରାହୁଲ ଚହର; ଗୋଆରେ କଲେ ଡେଷ୍ଟିନେଶନ ୱେଡିଙ୍ଗ୍‌

ଭାରତୀୟ କ୍ରିକେଟର ରାହୁଲ ଚହର ନିଜ ମଙ୍ଗେତର ଈଶାନୀ ଜୋହରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲେଗ୍‌ ସ୍ପିନର ରାହୁଲ ବୁଧବାର ଗୋଆରେ ଡେଷ୍ଟିନେଶନ ୱେଡିଙ୍ଗ୍‌ ସହିତ ନୂଆ ଜୀବନ ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ଈଶାନୀ ପେସାରେ ଜଣେ ଫ୍ୟାଶନ ଡିଜାଇନର। ଆଗ୍ରାରେ ରହୁଥିବା ରାହୁଲ ୨୦୧୯…

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ ଚାଲିଥିବା ବେଳେ ସନ୍ନ୍ୟାସ ନେଲେ ଏହି କ୍ରିକେଟର, ଏବେ ଆମେରିକାରେ ଖେଳିବେ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ଭିତରେ ଭାରତୀୟ କ୍ରିକେଟ ଖେଳାଳି ବିପୁଲ ଶର୍ମା ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ବିପୁଲ ଶର୍ମା ଭବିଷ୍ୟତରେ ଆମେରିକା ପାଇଁ କ୍ରିକେଟ ଖେଳିପାରନ୍ତି। ବିପୁଲ ଶର୍ମା ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ…

ମା’ ଓ ଭଉଣୀଙ୍କୁ ହରାଇ ଭାଙ୍ଗିପଡିଛନ୍ତି ଏହି କ୍ରିକେଟର, ଟ୍ବିଟ୍ କରି ଘରେ ରହିବାକୁ ଦେଲେ ପରାମର୍ଶ

ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଉଭଣୀ ବତ୍ସଲା ଶିବକୁମାର କରୋନାରେ ପରଲୋକ ହୋଇଛି। ଗତ ଦୁଇ ସପ୍ତାହ ତଳେ ତାଙ୍କ ମା କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ୪୫ ବର୍ଷୀୟ ବତ୍ସଲା ଏବଂ ତାଙ୍କ ମା’ଙ୍କ ନିଧନ ପରେ ବେଦା ଭାଙ୍ଗିପଡିଛନ୍ତି। ବେଦା ଟ୍ବିଟ୍ କରି…

ଅଧା ରାସ୍ତାରେ ଜଳ‌ସ୍ରୋତ ଭିତରେ ଫସିଲେ ଭାରତୀୟ କ୍ରିକେଟର ଧାୱନ ଓ କୈଫ, ଯାହାର ଫଟୋ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗିରହିଛି । ସାରା ଦେଶର ବିଭିନ୍ନ ସ୍ଥାନ ଏଥିରେ ବେଶ୍ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ ବାଦ୍ ପଡିନି ଦିଲ୍ ବାଲୋକା ସେହେର ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଫଳରେ କିଛି ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି ।…

ବାଲୁକା କଳା ମାଧ୍ଯମରେ ଧୋନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଭାରତୀୟ କ୍ରୀକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବେ ବେଶ୍‌ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ। ଆଜି ଧୋନୀ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଛନ୍ତି। ଜୁଲାଇ ୭, ୧୯୮୧ରେ ଜନ୍ମଗ୍ରହଣ କରିିଥିବା ଧୋନୀଙ୍କୁ ତାଙ୍କ ଜନ୍ମ…

ଲକଡାଉନରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇଲେ କପିଲ ଦେବ, ଏମିତି ବଦଳାଇଲେ ନିଜର ଲୁକ, ଭାଇରଲ ହେଉଛି ଫଟୋ

କରୋନା ଭାଇରସ ଯୋଗୁ ଏବେ ଦେଶ ସାରା ଲକଡାଉନ ଜାରି ରହିଛି। ଲୋକେ ଘରେ କଏଦ ଥିବା ବେଳେ ବାହାରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ତେବେ ଏଭଳି ପରିସ୍ଥିତିରେ ସେହି ଲୋକମାନେ ଅଧିକ ଅସୁବିଧାର ସାମ୍ନା କରୁଛନ୍ତି, ଯେଉଁମାନଙ୍କର ପାର୍ଲର, ସେଲୁନ ବିନା କାମ ଚଳେ ନାହିଁ। ଏବେ ଖେଳାଳିମାନେ ଏହି…

ଇଣ୍ଡିଆନ କ୍ରିକେଟରଙ୍କୁ ବିବାହ କରିବେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ, ଏପରି ଚାଲିଛି ଚର୍ଚ୍ଚା

ବାହୁବଳୀ ଚଳଚ୍ଚିତ୍ରରେ ଦେବସେନା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜର ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ତାଙ୍କ ନାଁ ବାହୁବଳୀରେ ଥିବା ତାଙ୍କର କୋ-ଷ୍ଟାରଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ୨୦୧୯ରେ ପ୍ରଭାସ 'କଫି ୱିଥ କରଣ'ରେ…