Browsing Tag

Indian Hockey team

ଓଡିଶା ପାଇଁ ଗର୍ବ, ଅମିତ ରୋହିଦାସ ଭାରତୀୟ ହକି ଟିମର କ୍ୟାପଟେନ ହେଲେ

ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳର ନାଁ ଘୋଷଣା କରାଯାଇଛି  । ଆଉ ଏହି ଦଳର କ୍ୟାପଟେନ ଭାବେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଦାୟିତ୍ୱ ଦିଆଯାଇଛି  । ଏଫଆଇଏଚ ହକି ପ୍ର ଲିଗ ୨୦୨୧-୨୦୨୨ ଦ୍ୱାରା ଅନୁଷ୍ଠିତ ବେଲ୍ଜିୟମ ଓ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅମିତ ଭାରତ ଦଳ…

ପୁରୁଷ ହକି ଟିମ୍ ଗୋଲକିପର ଶ୍ରୀଜେଶଙ୍କୁ ୨ କୋଟି ଟଙ୍କା ଦେଲେ କେରଳ ସରକାର, ପ୍ରମୋସନ ମଧ୍ୟ ମିଳିଲା

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଗୋଲକିପର ପିଆର ଶ୍ରୀଜେଶଙ୍କୁ କେରଳରେ ଜବରଦସ୍ତ ଭାବେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। କେରଳ ସରକାର ଦ୍ବାରା ଆୟୋଜିତ ସ୍ବାଗତ ସମାରୋହରେ ଗୋଲକିପର ଶ୍ରୀଜେଶଙ୍କୁ ଦୁଇ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ଏହା ସହିତ…

ବ୍ରିଟେନ ଜିତିଲା ବ୍ରୋଞ୍ଜ ପଦକ, ହେଲେ ହୃଦୟ ଜିତିଲା ଭାରତ

ଟୋକିଓ : ମ୍ୟାଚ୍‌ ହାରିଲେ କିନ୍ତୁ ଦିଲ୍ ଜିତିଲେ ଭାରତୀୟ ମହିଳା ହକି ଖେଳାଳି । ଟୋକିଓ ଅଲିମ୍ପିକ୍ସରେ ଆଜି ଖୁବ୍‌ ଲଢୁଆ ଖେଳ ପ୍ରଦର୍ଶନ କରିଛନ୍ତି। ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଜ ମେଡାଲ ମ୍ୟାଚରେ ବ୍ରିଟେନ ଠାରୁ ୩--୪ ଗୋଲରେ ହାରିଛି ଭାରତ। ଏଥିସହ ଚତୁର୍ଥ ସ୍ଥାନରେ ରହିଛି ମହିଳା ଟିମ । ଆଜି…

ଭାରତୀୟ ହକି ଟିମ୍‌କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଯୁଜ୍: ଭାରତୀୟ ହକି ଟିମ୍‌କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଟୁଇଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜୟୀ ପୁରୁଷ ହକି ଦଳକୁ ଶୁଭେଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଏକ ଐତିହାସିକ ଦିନ । ସବୁ ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିନ । ଭାରତୀୟ…

ଭାରତ-ବେଲ୍‌ଜିୟମ୍‌ ମୁକାବିଲାକୁ ଟିଭିରେ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ଵିଟ୍‌ କରି ଦେଲେ ସୂଚନା

ଖେଳର ମହାକୁମ୍ଭ ଅଲମ୍ପିକରେ ଭାରତ ଆଜି ସେମିଫାଇନାଲରେ ବେଲ୍‌ଜିୟମ୍‌ ବିପକ୍ଷରେ ଖେଳୁଛି। ପୂରା ଦେଶ ଏହି ରୋମାଞ୍ଚକ ମ୍ୟାଚ୍‌ ଦେଖୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମ୍ୟାଚ୍‌ ଦେଖୁଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ…

୪୯ ବର୍ଷ ପରେ ସେମିଫାଇନାଲ ଖେଳୁଛି ଭାରତୀୟ ପୁରୁଷ ହକି ଟିମ୍‌, ବିଶ୍ୱ ଚାମ୍ପିଅନ୍‌ ବେଲଜିୟମ୍‌ ସହ ମୁହାଁମୁହିଁ

ଟୋକିଓ: ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତ-ବେଲଜିୟମ ମଧ୍ୟରେ ଚାଲିଛି ସେମିଫାଇନାଲ । ୪୯ ବର୍ଷ ପରେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତ । ଏହାକୁ ଦେଖିବାକୁ ଭାରତୀୟ ସମର୍ଥକମାନେ ଅପେକ୍ଷା କରି ବସିଥିଲେ । ବିଶ୍ୱ ଚାମ୍ପିଅନ୍‌ ବେଲଜିୟମ୍‌ ସହ…

କିସ୍‌ ପରିଦର୍ଶନ କଲେ ଭାରତୀୟ ହକି ଟିମ୍‌, କୋଚ୍‌ ଓ ସମସ୍ତ ଖେଳାଳି ବୁଲି ଦେଖିଲେ କିସ୍‌ କ୍ୟାମ୍ପସ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ପରିଦର୍ଶନ କରିଛନ୍ତି ଭାରତୀୟ ହକି ଟିମ୍‌। ଦଳର ମ୍ୟାନେଜର, କୋଚ୍‌ ଓ ସମସ୍ତ ଖେଳାଳି କିସ୍‌ କ୍ୟାମ୍ପସ ବୁଲି ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଧାବିକା ଦୂତି ଚାନ୍ଦ୍‌ ମଧ୍ୟ ସାମିଲ ହୋଇଥିଲେ। କ୍ୟାମ୍ପସରେ ଥିବା ସ୍ମାଟ୍‌ କ୍ଲାସ ରୁମ,ଟ୍ରାଇବାଲ ଚିଲ୍‌ଡ୍ରେନ…

ଆସନ୍ତା ୬ରୁ ଏଫଆଇଏଚ୍ ପୁରୁଷ ହକି ଫାଇନାଲ୍ ସିରିଜ, କଳିଙ୍ଗ ଷ୍ଟାଡିୟମରେ ହେବ ଅନୁଷ୍ଠିତ

ଆସନ୍ତା ୬ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଏଫଆଇଏଚ୍ ପୁରୁଷ ହକି ଫାଇନାଲ୍ ସିରିଜ । ଭାଗ ନେବେ ୮ଟି ଟିମ୍ । ସିରିଜରେ ଶୀର୍ଷ ଦୁଇ ଟିମ୍ ଅଲିମ୍ପିକ୍ସଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ସିରିଜରେ ଭାଗ ନେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ହକି ଖେଳାଳି । ଘରୋଇ…

ହକି ବିଶ୍ୱକପକୁ ଜଗିବ ଡ୍ରୋନ୍‌ କ୍ୟାମେରା, ଆଉ ରହିଲା ମାତ୍ର ୭୨ ଦିନ

ଭୁବନେଶ୍ବର (କେନ୍ଯୁଜ୍) : ହକି ବିଶ୍ୱକପ୍‌କୁ ଆଉ ରହିଲା ୭୨ ଦିନ । ସୁରକ୍ଷା ପ୍ରସଙ୍ଗରେ ଓଡିଶା ପୋଲିସ ବାରମ୍ବାର ବୈଠକ କରୁଛି। ବିଶ୍ୱକପ୍‌ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍‌ କ୍ୟାମେରା । ଖୁବ୍‌ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍‌ କ୍ୟାମେରା କିଣିବ ପୋଲିସ ।…

ପୁରୁଷ ହକି ଟିମର ଐତିହାସିକ ବିଜୟ  

ନୂଆଦିଲ୍ଳୀ(କେନ୍ଯୁଜ୍) : ଏସିଆନ୍‌ ଗେମ୍ସରେ ଭାରତୀୟ ହକି ଟିମ୍‌ର ଗୋଲ୍‌ ବର୍ଷା । ଐତିହାସିକ ବିଜୟ ହାସଲ କରିଛି ପୁରୁଷ ହକି ଟିମ୍‌ । ପୋଲ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ହଂକଂକୁ ୨୬-୦ରେ ମାତ ଦେଇଛି ଟିମ୍‌ ଇଣ୍ଡିଆ । ଏହାସହ ୮୬ ବର୍ଷର ପୁରୁଣା ରେକର୍ଡକୁ ବି ଭାଙ୍ଗିଛି । ସେହିପରି ଏସୀଆଡ୍‌ରେ…

ବିଶ୍ୱ ହକି ର‍୍ୟାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ : ଜର୍ମାନୀକୁ ପଛକୁ ଠେଲି ପଞ୍ଚମକୁ ଗଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ବିଶ୍ୱ ହକିରେ ଆଉ ପାଦେ ଆଗେଇଛି ଭାରତ । ଶକ୍ତିଶାଳୀ ଜର୍ମାନୀକୁ ପଛକୁ ଠେଲି ର‍୍ୟାଙ୍କିଂରେ ଉପରକୁ ଉଠିଛି । ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ଜାରି କରିଥିବା ତାଲିକାରେ ପଞ୍ଚମ ସ୍ଥାନ ଅଧିକାର କରିଛି ମେନ୍‌ ଇନ୍‌ ବ୍ଲୁ । ବିଶ୍ୱ ର‍୍ୟାଙ୍କିଂରେ ଗୋଟିଏ ସ୍ଥାନ ଉପରକୁ ଉଠିଛି ।…