Browsing Tag

indian railway

ରାତ୍ରକାଳୀନ ଭତ୍ତା କାଟକୁ ବିରୋଧ କରି ଅଖିଳଭାରତୀୟ ଷ୍ଟେସନ୍ ମାଷ୍ଟର ସଂଘର ପ୍ରତିବାଦ

କେନ୍ୟୁଜ୍(ବ୍ୟୁରୋ):  ରାତ୍ରକାଳୀନ ଭତ୍ତା କାଟକୁ ବିରୋଧ କରି ଅଖିଳଭାରତୀୟ ଷ୍ଟେସନ୍ ମାଷ୍ଟର ସଂଘର ପ୍ରତିବାଦ।  ଦେଶର ସମସ୍ତ ୬୮ ମଣ୍ଡଳ ରେଳ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏକ ଦିନର ଅନଶନ ରହି ଶନ୍ତିପୂର୍ଣ୍ଣ ଭାବେ ଷ୍ଟେସନ ମାଷ୍ଟରମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି କ୍ରମରେ…

ଚାଲିଲା ‘ସୁପର ଶେଷନାଗ’, ଯାହା ଆଗରେ ଆମେରିକା ଏବଂ ଇଂଲଣ୍ଡର ଇଂଜିନିୟର ମଧ୍ୟ ନତମସ୍ତକ

ଭାରତୀୟ ରେଳ ଲଗାତାର ନୂଆ ନୂଆ କୀର୍ତ୍ତିମାନ ସୃଷ୍ଟି କରୁଛି। ଗତବର୍ଷ ଜୁଲାଇରେ ସୁପର ଆନାକୋଣ୍ଡା ଟ୍ରେନ ଚଳାଇବା ପରେ ଭାରତୀୟ ରେଳ ଏବେ ତା’ ଠାରୁ ଲମ୍ବା ଟ୍ରେନ ‘ଶେଷନାଗ’ ଚଲାଇଥିଲା। ଏବେ ରେଳବାଇ ସବୁ ରେକର୍ଡକୁ ପଛରେ ପକାଇ ସବୁଠାର ଲମ୍ବା ଟ୍ରେନ ‘ସୁପର ଶେଷନାଗ’କୁ ଟ୍ରାକରେ ଦୌଡାଇଛି।…

କୁହୁଡ଼ି ଯୋଗୁ ଟ୍ରେନ୍‌ ବିଳମ୍ବ ହେଲେ ଏମିତି ସୂଚନା ଦେବ ରେଲଓ୍ଵେ, ଆସିଲା ନୂଆ ନିୟମ

ରେଳ ବିଭାଗ ତରଫରୁ ଶୀତଦିନେ କୋହଲା ପାଗ ଓ କୁହୁଡ଼ି ସହ ଲଢ଼ିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କୁହୁଡ଼ି ଯୋଗୁ ରାସ୍ତା ପରିଷ୍କାର ଦିଶେ ନାହିଁ। ଫଳରେ ରେଳ ଚଳାଚଳରେ ବାଧାପ୍ରାପ୍ତ ହୋଇଥାଏ। ଏହି କାରଣରୁ ଅନେକ ଥର ଟ୍ରେନ୍‌ ଡେରି ହୁଏ। ବେଳେ ବେଳେ କିଛି ଟ୍ରେନ୍‌…

୧୦ ମ ପାସ୍ ଙ୍କ ପାଇଁ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ମେରିଟ ଲିଷ୍ଟ ଆଧାରରେ ମିଳିବ ନିଯୁକ୍ତି

୧୦ମ୍ ପାସ୍ କରିଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ରେଳବାଇ। ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ(ରାୟପୁର)ରେ ଅନେକ ପଦବୀରେ ନିଯୁକ୍ତି ହେଉଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧ ଡିସେମ୍ବର ରହିଛି। ଆବେଦନକାରୀଙ୍କୁ ଚୟନ ବହୁତ ସହଜ ଉପାୟରେ କରାଯିବ। ଅଧିକ ଜାଣିବା…

ଏବେ ଘରୁ ସାମାନ ନେଇ ଷ୍ଟେସନରେ ପହଞ୍ଚାଇବ ରେଲଓ୍ବେ, ଏମିତି ମିଳିବ ଯାତ୍ରୀଙ୍କୁ ସୁବିଧା

ରେଳଯାତ୍ରା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଏବେ ଟ୍ରେନରେ ଗଲାବେଳେ ନିଜର ସାମାନ ପାଇଁ ଟେନସନ ଶେଷ କରିବାକୁ ଯାଉଛି। ଟ୍ରେନ ଯାତ୍ରା ସମୟରେ ଏବେ ଆଉ ଜିନିଷପତ୍ର ଧରି ରେଳ ଷ୍ଟେସନ ଯିବାକୁ ପଡ଼ିବ ନାହିଁ। ଏଣିକି ରେଲଓ୍ବେ ଘରୁ ଜିନିଷପତ୍ର ନେଇ ଷ୍ଟେସନରେ ପହଞ୍ଚାଇବ।…

ମେଲ୍‌ ଏବଂ ଏକ୍ସପ୍ରେସ ଟ୍ରେନରେ ହେବ ବଡ ପରିବର୍ତ୍ତନ, କେବଳ ରହିବ ଏସି କୋଚ୍‌

ଆପଣ ଟ୍ରେନରେ ନିଶ୍ଚିତ ଯାତ୍ରା କରିଥିବେ। ପାସେଞ୍ଜର ଛଡା ଏକ୍ସପ୍ରେସ ଟ୍ରେନରେ ନର୍ମାଲ କୋଚ ଏବଂ ଏସି କୋଚ ରହିଥାଏ। ରେଳରେ ଯାତ୍ରା କରୁଥିବା ଅଧିକାଂଶ ଲୋକ ଶୟନ ଶ୍ରେଣୀ ବା ସ୍ଲିପର୍ କ୍ଲାସରେ ଯାତ୍ରା କରନ୍ତି। ଏସି କୋଚରେ ସାଧାରଣତଃ ସମ୍ଭ୍ରାନ୍ତ କିମ୍ବା ଅଧିକ ରୋଜଗାର କରୁଥିବା…

ରେଲୱେ  ଟିକେଟ ବୁକିଂ ଏବଂ ରିଜର୍ଭେସନ ନିୟମରେ ଆସିଲା ବଡ ପରିବର୍ତ୍ତନ, ଏବେ ଯାତ୍ରୀଙ୍କୁ ମିଳିବ ଏହିସବୁ ଲାଭ

ଭାରତୀୟ ରେଲୱେ ଆଜିଠାରୁ ଟ୍ରେନ ଟିକେଟ ବୁକିଂ ଏବଂ ରିଜର୍ଭେସନ ନିୟମରେ ବଡ ପରବର୍ତ୍ତନ କରିଛି। ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁଯାୟୀ, ଯାତ୍ରୀଙ୍କୁ ଅଚାନକ ଟିକେଟ ବୁକିଂ ପାଇଁ ଆଉ ଅଧିକ ସମୟ ଲାଗିବନି। ଟ୍ରେନ ଷ୍ଟେସନରୁ ବାହାରିବାର ୩୦ ମିନିଟ୍‌ ପୂର୍ବରୁ ଯାତ୍ରୀ ନିଜ…

ଏଣିକି Amazonରେ କେବଳ ସପିଂ ବ୍ୟତୀତ ଟ୍ରେନ ଟିକେଟ କରିପାରିବେ ବୁକିଂ, କ୍ୟାସବ୍ୟାକ ସହିତ ପାଇବେ ଆକର୍ଷଣୀୟ ଅଫର

ଆମାଜନରେ ସପିଂ କରିବା ବ୍ୟତୀତ ଏବେ ଆପଣ ଟ୍ରେନ ଟିକେଟ ମଧ୍ୟ ବୁକିଂ କରିପାରିବେ। Amazon  ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ (IRCTC) ସହିତ ଟିକେଟ ବୁକିଂକୁ ନେଇ ଚୁକ୍ତିନାମା କରିଛି। ଟିକେଟ ବୁକିଂରେ ସର୍ଭିସ ଚାର୍ଜ ଛାଡ ପ୍ରାରମ୍ଭିକରେ ଆମାଜନ ଟିକେଟ ବୁକିଂରେ…

୧୨ରୁ ଚାଲିବ ୮୦ଟି ନୂଆ ସ୍ପେଶାଲ ଟ୍ରେନ୍‌, ଚଳିତମାସ ୧୦ରୁ ଆରମ୍ଭ ହେବ ରିଜର୍ଭେସନ୍‌

ରେଳବିଭାଗ ୧୨ ସେପ୍ଟେମ୍ବରରୁ ୮୦ଟି(୪୦ ଯୋଡ଼ା) ନୂଆ ସ୍ପେଶାଲ ଟ୍ରେନ୍‌ ଚଲାଇବାକୁ ଘୋଷଣା କରିଛି। ଏଥିପାଇଁ ସେପ୍ଟେମ୍ବର ୧୦ରୁ ରିଜର୍ଭେସନ୍‌ ଆରମ୍ଭ ହେବ। ରେଲୱେ ବୋର୍ଡର ଚେୟାରମ୍ୟାନ୍‌ ବିନୋଦ କୁମାର ଯାଦବ ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରାଳୟ ପୂର୍ବରୁ କେତେକ ଶ୍ରମିକ…

ଦଶମ ପାସ୍‌ ପ୍ରାର୍ଥୀ ଜଲଦି କରନ୍ତୁ ଆବେଦନ, ଖାଲିପଡିଛି ୪୪୯୯ ରେଳବାଇ ଚାକିରି

ଆପଣ ସରକାରୀ ଚାକିରି ଅନୁସନ୍ଧାନରେ ଅଛନ୍ତି କି ? ଭାରତୀୟ ରେଳବାଇ ତରଫରୁ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଉତ୍ତର-ପୂର୍ବ ସୀମା ରେଲୱେ (NFR), ରେଲୱେ ରିକ୍ୱାରମେଣ୍ଟ ସେଲ (RRC) ପାଇଁ ୪୪୯୯ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ରେଲୱେ। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଅଗଷ୍ଟ…

ନିର୍ଦ୍ଧାରିତ ସମୟରେ ଗଡ଼ିବ ଟ୍ରେନ, ନ ହେଲେ ଗଣିବେ ମୋଟା ଅଙ୍କର ଫାଇନ

ଦେଶରେ ବେସରକାରୀ ଟ୍ରେନ ଚଳାଚଳ ଆରମ୍ଭ ନେଇ ଯୋଜନା ହେଉଥିବା ନୂଆ ବିଜିନେସ ମଡେଲକୁ ନେଇ ଭାରତୀୟ ରେଳ ବିଭାଗ କିଛି କଟକଣା ଜାରି କରିଛନ୍ତି । ଭାରତୀୟ ରେଳ ବିଭାଗଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ ଯଦି ନିର୍ଦ୍ଧରିତ ସମୟ ପୂର୍ବରୁ ବା ପରେ ଚାଲେ ତେବେ ବେସରକାରୀ…

ବିନା ପରୀକ୍ଷାରେ ରେଳ ବିଭାଗରେ ଚାକିରି ସୁଯୋଗ, ଦଶମ ପାସ୍‌ ପିଲା ବି କରିପାରିବେ ଆବେଦନ

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ରେଲୱେରେ ଏବେ ବିନା ପରୀକ୍ଷାରେ ଦିଆଯାଉଛି ନିଯୁକ୍ତି। କରୋନା ଯୋଗୁ ରେଳ ବିଭାଗ ସମସ୍ତ ନିଯୁକ୍ତି ବିନା ପରୀକ୍ଷାରେ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ ଦକ୍ଷିଣ-ପୂର୍ବ ସେଣ୍ଟ୍ରାଲ ରେଲୱେ ବିଳାସପୁର ଟ୍ରେଡ…