ଭାରତୀୟ ରେଲୱେରେ ୮,୦୦୦ରୁ ଅଧିକ TTE ପଦବୀ ଖାଲି, ଜାଣନ୍ତୁ କେବେ ଠାରୁ କରିପାରିବେ ଆବେଦନ
ଭାରତୀୟ ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଆରଆରବି ଅଧିନରେ ୮,୦୦୦ରୁ ଅଧିକ ଟିଟିଇ ପୋଷ୍ଟ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ । ଏଥିପାଇଁ ଖୁବଶୀଘ୍ର ଆବେଦନ ଗ୍ରହଣ କରାଯିବ । ତେବେ ମଇରୁ ଏଥିପାଇଁ ଆବେଦନ ଆରମ୍ଭ ହେବ ।…