ଏହା ହେଉଛି ଭାରତର ସବୁଠାରୁ ଛୋଟ ରେଳ ରୁଟ୍, କେବଳ ୩ କିମିରେ ଶେଷ ହୋଇଯାଏ ଯାତ୍ରା
ଟ୍ରେନରେ ଯାତ୍ରା କରିବାକୁ କାହାକୁ ବା ଭଲ ଲାଗେନି । ଆପଣଙ୍କୁ ଟ୍ରେନ୍ ଯାତ୍ରା କେମିତି ଲାଗେ? ଭଲ ଲାଗେ ନା ନାହିଁ । ପ୍ରାୟ ପ୍ରତ୍ୟେକ ଦିନ ଭାରତୀୟ ରେଳରେ ହଜାର ହଜାର ଲୋକ ଯାତ୍ରା କରନ୍ତି । ଆଉ ଇଣ୍ଡିଆନ୍ ରେଲୱେ ମଧ୍ୟ ନିଜ ସୁବିଧା ଏବଂ ଦୃତ ଗତି ମାମଲାରେ ଅନେକ ନୂଆ ରେକର୍ଡ ବନାଇଛି…