Browsing Tag

indian railways

ଏବେ ଟ୍ରେନରେ ଯେତେ ପାରୁଛନ୍ତି ସେତେ ଶୁଅନ୍ତୁ, ଜମା ବି ମିସ୍‌ କରିବେନି ଷ୍ଟେସନ ! ଆରମ୍ଭ ହୋଇଛି ଏହି ଖାସ୍‌ ସର୍ଭିସ

ଭାରତୀୟ ରେଲେଓ୍ଵ ଲଗାତର ନିଜର ସେବା ଗୁଡିିକରେ ସୁଧାର ଆଣିବା ପାଇଁ ନୂଆ ନୂଆ ସର୍ଭିସ ଅପଡେଟ ଆଣୁଛି। ଏହାରି ଭିତରେ ରେଲେଓ୍ଵ ଯାତ୍ରୀଙ୍କ ପାଇଁ ଏକ ବହୁତ ଖାସ୍‌ ସେବା ଆରମ୍ଭ କରିଛି। ଏବେ ଆଉ ଆପଣଙ୍କର ରହିବନି ଟ୍ରେନରେ ଷ୍ଟେସନ ଛାଡିଦେବାର ଚିନ୍ତା। ଆପଣ ଆରାମରେ ଟ୍ରେନରେ ଶୋଇ ପାରିବେ ଆଉ…

ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଆପଣଙ୍କ ଟ୍ରେନ୍‌ ଟିକେଟରେ ଅନ୍ୟ କେହିବି କରିପାରିବେ ଯାତ୍ରା

ରେଳଯାତ୍ରୀଙ୍କ ପାଇଁ ବହୁତ ବଡ ଖୁସି ଖବର। ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଥାନ୍ତି ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଯଦି ଆପଣଙ୍କ ପାଖରେ କନଫର୍ମ ରିଜର୍ଭେସନ୍‌ ଟିକେଟ୍‌ ଅଛି କିନ୍ତୁ ଆପଣ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କାରଣରୁ ଟ୍ରାଭେଲ କରିପାରୁନାହାଁନ୍ତି ତାହେଲେ…

ଏବେ ଯାତ୍ରୀମାନଙ୍କୁ ୧୫ ଟଙ୍କାରେ ମିଳିବ ଭାତ, ଡାଲି ଓ ଆଚାର; କ’ଣ ରହିଛି ରେଲୱେର ପ୍ଲାନ ଜାଣନ୍ତୁ

ଏବେ ୧୫ ଟଙ୍କାରେ ରେଳ ଯାତ୍ରୀଙ୍କୁ ମିଳିବ ଭାତ-ଡାଲି-ଆଚାର। ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ରାଞ୍ଚି ରେଳ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଷ୍ଟେସନରେ ଜନତା ମିଲ୍‌ ସୁବିଧା ଉପଲବ୍ଧ କରାଯିବ। ଏଥିରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଶସ୍ତା ଦରରେ ଖାଦ୍ୟ ମିଳି ପାରିବ। ଜନତା…

ଟିକେଟ ନଥିଲେ ବି ଟ୍ରେନରୁ ଓହ୍ଲାଇପାରିବେନି ଟିଟିଇ, ଜାଣନ୍ତୁ ରେଲୱେର ଏହି ନିୟମ

ଟ୍ରେନରେ ଲଙ୍ଗ୍‌ ଜର୍ଣ୍ଣି କରିବାର ମଜା ଅଲଗା। ଭାରତୀୟ ରେଳରେ ତ ଲମ୍ବା ଯାତ୍ରା କରିବା ସବୁବେଳେ ଆରାମଦାୟକ ରହିଥାଏ। ଯଦି ଆପଣ ମଧ୍ୟ ପ୍ରାୟ ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ଭାରତୀୟ ରେଳର କିଛି ନିୟମ ବିଷୟରେ ଜାଣିବା ଉଚିତ। ଯଦି ଆପଣଙ୍କୁ ଏହି ନିୟମ…

ସାରା ଦେଶରେ ମେ’ ୩୧ରେ ବନ୍ଦ ରହିବ ରେଳ ଚଳାଚଳ, ଜାଣନ୍ତୁ କାହିଁକି

ମେ’ ୩୧ରେ ଗଡ଼ିବନି ଟ୍ରେନ୍‌। ଏକା ସାଙ୍ଗେ ଅଟକିଯିବ ସବୁ ଟ୍ରେନ୍‌ର ଚକ। ଯଦି ରେଳ ମନ୍ତ୍ରଣାଳୟ ଯଥାଶୀଘ୍ର କୌଣସି ନିଷ୍ପତ୍ତି ନ ନେବ, ତେବେ ସାରା ଦେଶର ଲୋକଙ୍କୁ ବଡ଼ ସମସ୍ୟା ଭୋଗିବାକୁ ପଡ଼ିପାରେ। ଏହାର କାରଣ ହେଉଛି ଭାରତୀୟ ରେଳର ସମସ୍ତ ଷ୍ଟେସନ୍‌ ମାଷ୍ଟର ହରତାଳରେ ବସିବାକୁ ଯାଉଛନ୍ତି।…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର : ପୁଣି ଟ୍ରେନ୍‌ରେ ମିଳିବ କମ୍ୱଳ ଓ ଚାଦର ଘୋଷଣା କଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ବଡ ଖବର ଆସିଛି। ଟ୍ରେନ୍‌ରେ ଦୀର୍ଘ ପଥ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କମ୍ୱଳ ଓ ବେଡିଂ ଦେବାର ସୁବିଧାକୁ ପୁଣି ଆରମ୍ଭ କରିବାକୁ ଘୋଷଣା କରିଛି ରେଳ ମନ୍ତ୍ରାଳୟ। ରେଲୱେ ପକ୍ଷରୁ ଟ୍ରେନ୍‌ର ଏସି କୋଚ୍‌ରେ କମ୍ୱଳ ଓ ଲିନନ ( ବେଡିଂ ପାଇଁ ମିଳୁଥିବା…

ଅଣସଂରକ୍ଷିତ ଟିକେଟକୁ ନେଇ ଆଉ ହେବନାହିଁ ସମସ୍ୟା, ରେଳ ମନ୍ତ୍ରୀ ଲାଗୁ କଲେ ନୂଆ ବ୍ୟବସ୍ଥା

ଟ୍ରେନରେ ଭାରତର ଅନେକ ଲୋକ ଯାତ୍ରା କରିଥାନ୍ତି । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ବିକଳ୍ପ ବୋଲି ମନାଯାଏ । ଏହା ଖୁବ କମ ସମୟରେ ଆମକୁ ସଠିକ ସ୍ଥାନରେ ପହଞ୍ଚାଇଥାଏ। ଦର୍ଶକବନ୍ଧୁ ଭାରତର ଲାଇଫ ଲାଇନ ଟ୍ରେନ ସମ୍ପର୍କରେ ଆପଣ କେତେ ଜାଣିଛନ୍ତି? ଅନେକ ଲୋକ ଟ୍ରେନରେ…

ତତତ୍କାଳ ଟିକେଟ ବୁକିଂ ପାଇଁ ନୂଆ ଆପ୍ ଲଞ୍ଚ କଲା IRCTC , ଜାଣନ୍ତୁ କିପରି ଉଠାଇବେ ଫାଇଦା

ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବର୍ତ୍ତମାନ ଆପଣଙ୍କୁ ଟିକେଟ୍ ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ। ରେଳବାଇ ବର୍ତ୍ତମାନ ତତକାଳ ଟିକେଟ ପାଇଁ ଏକ ନୂଆ ଆପ୍ ଲଞ୍ଚ କରିଛି। ଏହି ଆପ୍ କେବଳ IRCTC ୱେବସାଇଟ୍ ରେ ଉପଲବ୍ଧ ହେବ। ଏହି ଆପ୍ ମାଧ୍ୟମରେ,…

ଟ୍ରେନ ଟିକେଟ ବୁକ ପାଇଁ ବାହାରିଲା ନୂଆ ପେମେଣ୍ଟ ସର୍ଭିସ, ଶୀଘ୍ର ଜାଣନ୍ତୁ

ଭାରତୀୟ ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି। ଏହା ଜରିଆରେ ଏବେ ଟ୍ରେନ ଯାତ୍ରୀମାନେ ଖୁବ ସହଜରେ ଯାତ୍ରା କରି ପାରିବେ। ମାନେ ଏବେ ଯାତ୍ରୀଙ୍କୁ ଟିକେଟ ପେମେଣ୍ଟ ପାଇଁ କୌଣସି ଅସୁବିଧା ହେବ ନାହିଁ। ଭାରତୀୟ ରେଳ ବିଭାଗ ଏବେ ଟ୍ରେନ ଯାତ୍ରୀଙ୍କ ପାଇଁ ନୂ ଆ ସର୍ଭିସ…

ଟିକା ନ ନେଲେ ଆଉ କରିପାରିବେ ନାହିଁ ଟ୍ରେନ ଯାତ୍ରା, ରେଳବାଇ ଆଣିଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଭୂତାଣୁ ବୃଦ୍ଧି ପାଉଥିବାରୁ ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି। ବାସ୍ତବରେ, ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। କରୋନାଭାଇରସ୍ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ…

IRCTC ଟୁର ପ୍ୟାକେଜ : ଖାଇବା ପିଇବା ଫ୍ରି ସହିତ ନୂଆ ବର୍ଷରେ IRCTC ଦେଉଛି ବୈଷ୍ଣୋଦେବୀ ବୁଲିବାର ଜବରଦସ୍ତ ଅଫର

ଆସୁଛି ନୂଆ ବର୍ଷ ୨୦୨୨ , ତେଣୁ ବର୍ତ୍ତମାନ ସବୁ ଜିନିଷରେ ମିଳିବ ଦମଦାର ଅଫର । ନୂଆ ବର୍ଷରେ ଆପଣ ସମସ୍ତେ ଭ୍ରମଣ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଯାହା ପାଇଁ କିଛି ଲୋକେ ଟ୍ରାଭେଲ ପ୍ୟାରେଜ କୁ ଅନାଇ ବସି ଥାଆନ୍ତି । ତେଣୁ IRCTC ମଧ୍ୟ ଆଣିଛି ବୈଷ୍ଣୋଦେବୀ ଯିବାକୁ ଚାହୁଁଥିବା…

ଟ୍ରେନରେ ଜିନିଷପତ୍ର ଚୋରି ହୋଇଯାଇଛି କି, ତେବେ ଏହି ଉପାୟରେ ପାଆନ୍ତୁ କ୍ଷତିପୂରଣ

ଆମ ଦେଶର ପ୍ରାୟ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରନ୍ତି। କାହିଁକିନା ସୁରକ୍ଷିତ ଏବଂ ସୁଖଦ ଯାତ୍ରା କରିବା ପାଇଁ ଲୋକେ ଟ୍ରେନକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। କିନ୍ତୁ ଏହି ସମୟରେ ନିଜ ଜିନିଷପତ୍ରକୁ ନେଇ ବହୁତ ଚିନ୍ତାରେ ରହନ୍ତି ଯାତ୍ରୀ। ବେଳେବେଳେ ଲଗେଜ୍‌ ଚୋରିର ସାମ୍ନା ମଧ୍ୟ କରନ୍ତି…