Below header
Browsing Tag

indian railways

ଆଜିଠାରୁ ବଡ଼ ପରିବର୍ତ୍ତନ…ଏବେ ଯାତ୍ରୀଙ୍କୁ ମିଳିବ ଆହୁରି ସୁବିଧା, ଏହି ଟ୍ରେନଗୁଡ଼ିକରେ ପାଇ ପାରିବେ ତେଜସ୍‌ର…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯଦି ଆପଣ ବି ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତା’ ହେଲେ ଜାଣି ନିଅନ୍ତୁ କି, ଆପଣଙ୍କୁ ଏବେ ତେଜସ୍‌ ଟ୍ରେନର ସୁବିଧା ମିଳିବାକୁ ଯାଉଛି। କିନ୍ତୁ ଏହି ସ୍ୱତନ୍ତ୍ର ସୁବିଧା କିଛି ହିଁ ଟ୍ରେନରେ ଉପଲବ୍ଧ ହେବ। ଅଗଷ୍ଟ କ୍ରାନ୍ତିର ଯାତ୍ରୀମାନେ…

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ ଖବର: ଏହି ବର୍ଗର ନାଗରିକଙ୍କୁ ମିଳିବ ନାହିଁ ଟ୍ରେନ୍ ଭଡାରେ ରିହାତି

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ ଖବର । ଏଣିକି ବରିଷ୍ଠ ନାଗରିକଙ୍କୁ ବି ମିଳିବନି ରେଳ ଟିକେଟରେ ରିହାତି । ଏଥିସହିତ ଅନ୍ୟ ଯାତ୍ରୀଙ୍କୁ ବି ରିହାତି ମୂଲ୍ୟରେ ଟିକେଟ୍ ଦିଆଯିବ ନାହିଁ । କେନ୍ଦ୍ର ରେଳବାଇ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା…

ନୂଆ ସୁବିଧା ଦେଉଛି IRCTC, ଏବେ କୌଣସି ବି ଷ୍ଟେଶନରୁ ଟ୍ରେନ ଧରି ପାରିବେ ଯାତ୍ରୀ, ଲାଗିବନି କିଛି ବି ଜରିମାନା;…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଆପଣ ମୂଳ ରେଲେଓ୍ଵ ଷ୍ଟେଶନ ବଦଳାଇ କୌଣସି ଅନ୍ୟ ଷ୍ଟେଶନରୁ ଟ୍ରେନ ଧରି ପାରିବେ। ଏଥିପାଇଁ ରେଲେଓ୍ଵ ଆପଣଙ୍କ ଠାରୁ କିଛି ବି ଜରିମାନା ଆଦାୟ କରିବ ନାହିଁ। ବୋର୍ଡିଙ୍ଗ୍‌ ଷ୍ଟେଶନ ବଦଳାଇବା ପାଇଁ ଆପଣଙ୍କୁ ନିଜ ଟିକେଟରେ ପରିବର୍ତ୍ତନ କରେଇବାକୁ ପଡ଼ିବ,…

‘ଭାରତ ଗୌରବ’ ନାଁରେ ୧୮୦ ଟ୍ରେନ ଆରମ୍ଭ କରିବ ଭାରତୀୟ ରେଲୱେ, ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ IRCTCର…

ଟ୍ରେନ ଯାତ୍ରା କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଭଲ ଖବର। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଘୋଷଣା କରିଛନ୍ତି କି, ଭାରତରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ‘ଭାରତ ଗୌରବ’ ନାଁରେ ପାଖାପାଖି ୧୮୦ ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନେଇଛି।…

କରୋନା କାଳରେ ମିଳିଲା ନାହିଁ ରିହାତି, ରେଲୱେ ୪ କୋଟି ବରିଷ୍ଠ ନାଗରିକଙ୍କଠାରୁ ଆଦାୟ କଲା ପୂରା ଭଡ଼ା

କରୋନା ଭାଇରସ୍‌ ମହାମାରୀ ଯୋଗୁ ଦେଶରେ ୨୦୨୦ ମାର୍ଚ୍ଚ ଠାରୁ ଅନେକ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ ଲାଗୁ କରି ଦିଆଯାଇଥିଲା। ଭାରତୀୟ ରେଲେଓ୍ଵ ଏହି ସମୟରେ ସେବାଗୁଡ଼ିକୁ ମଧ୍ୟ ବନ୍ଦ କରି ଦେଇଥିଲା। ପରେ ଯେତେବେଳେ ଟ୍ରେନ୍‌ଗୁଡ଼ିକୁ ପୁଣିଥରେ ଚାଲୁ କରାଯାଇଥିଲା, ସେତେବେଳେ ପାଖାପାଖି…

ରେଲୱେର ବଡ଼ ନିଷ୍ପତ୍ତି: ଦେଶର ଏହି ସବୁ ଟ୍ରେନ ହେବ ସମ୍ପୂର୍ଣ୍ଣ ନିରାମିଷ, ଯାତ୍ରା ସମୟରେ କୌଣସି ବି ଯାତ୍ରୀ ଖାଇବେନି…

ବହୁତ ଜଲ୍‌ଦି ଟ୍ରେନ୍‌ଗୁଡ଼ିକରେ ଆମିଷ ଖାଇବା ଏବଂ ନେଇ ଯିବାରେ ପ୍ରତିବନ୍ଧକ ଲାଗିବ। ଏହି ନିୟମ ସାରା ଦେଶର ସେହି ସବୁ ଟ୍ରେନ୍‌ରେ ଲାଗୁ ହେବ, ଯେଉଁଗୁଡ଼ିକ ଧାର୍ମିକ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବ। ଭାରତୀୟ ରେଲେଓ୍ଵ ଏହାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ନିୟମ ପର୍ଯ୍ୟାୟ କ୍ରମେ ସବୁ…

ଗରିବ ବି ନେଇ ପାରିବେ ଏସି ଟ୍ରେନର ଆନନ୍ଦ, ସାଧାରଣ ବଗିକୁ ଏସି କୋଚରେ ବଦଳାଇବାକୁ ପ୍ରସ୍ତୁତି ଚଳାଇଛି ରେଲୱେ; ଡୋର୍‌…

ଟ୍ରେନର ସାଧାରରଣ ବଗିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଯଦି ସବୁକିଛି ଠିକ୍‌ ଚାଲେ, ତେବେ ଯାତ୍ରୀମାନଙ୍କୁ କମ୍‌ ପଇସାରେ ହିଁ ଏସି ବଗିରେ ଯାତ୍ରା କରିବାର ଆନନ୍ଦ ମିଳି ପାରିବ। କାହିଁକିନା, ରେଲେଓ୍ଵ ସାଧାରଣ ବଗିକୁ ଏସି କମ୍ପାର୍ଟମେଣ୍ଟରେ ବଦଳାଇବାକୁ ପ୍ରସ୍ତୁତି ଚଳାଇଛି।…

ଯଦି ହଜିଯାଏ ଟ୍ରେନ୍‌ ଟିକେଟ, ତ କେମିତି କରିବେ ଯାତ୍ରା? ଜାଣନ୍ତୁ ଏଭଳି ସ୍ଥିତିରେ ଆପଣଙ୍କୁ କ’ଣ କରିବାକୁ ହେବ

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଯଦି ଯାତ୍ରା ସମୟରେ କିମ୍ବା ଯାତ୍ରା ପୂର୍ବରୁ ଆପଣଙ୍କର ଟ୍ରେନ୍‌ ଟିକେଟ କେଉଁଠି ହଜି ଯାଇଛି, ତା’ ହେଲେ କ’ଣ ଆପଣ ବିନା ଟିକେଟରେ ଯାତ୍ରା କରି ପାରିବେ? ଏହି ପ୍ରଶ୍ନ ଯେତେ କଠିନ ଲାଗୁଥିଲେ ବି ଉତ୍ତର କିନ୍ତୁ ବହୁତ…

ଏଣିକି ରେଳ ଯାତ୍ରାରେ ବାଣ ମନା, ନିୟମ ଉଲ୍ଲଂଘନ କଲେ ଜେଲ୍‌; ଜାଣନ୍ତୁ ଆଉ କେଉଁ ଜିନିଷ ଆପଣ ନେଇ ପାରିବେନି ସାଙ୍ଗରେ

ଭାରତୀୟ ରେଲେଓ୍ଵ (IRCTC) ଯାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍‌ରେ କୌଣସି ବି ପ୍ରକାରର ଜ୍ୱଳନଶୀଳ ପଦାର୍ଥ ନେଇଯିବା ତଥା ଏହା ସହିତ ଯାତ୍ରା କରିବା କଡ଼ାକଡ଼ି ବାରଣ ଅଛି। ଏବେ ଏଥିରେ ବାଣ ମଧ୍ୟ ସାମିଲ ହୋଇଛି। ଯଦି ଆପଣ ଏହାକୁ ନେଇ ଯାଉଥିବା ବେଳେ ଟ୍ରେନ୍‌ରେ ଧରା ପଡ଼ୁଛନ୍ତି, ତା’…

Indian Railways: ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର! ଏବେ ଏହି ୨୬ ଟ୍ରେନ୍‌ରେ ବିନା ରିଜର୍ଭେଶନରେ ମଧ୍ୟ କରି ପାରିବେ…

କରୋନା କାଳ ପରେ ଏବେ ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ରେଲେଓ୍ଵ ଏକ ବଡ଼ ଘୋଷଣା କରିଛି। ରେଲେଓ୍ଵ ୨୬ ଅକ୍ଟୋବରରୁ ପୂର୍ବ-ମଧ୍ୟ ରେଳର ଅଲଗା ଅଲଗା ଷ୍ଟେଶନ ମଧ୍ୟରେ ଚଲା ଯାଉଥିବା ୧୩ ଯୋଡ଼ି ସ୍ପେଶାଲ ଟ୍ରେନରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍‌ଗୁଡ଼ିକରେ…

ଯଦି ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼େ ଆପଣଙ୍କ ମୋବାଇଲ୍‌ ଫୋନ, ତ ଏମିତି ଭାବେ ପୁନଃ ଫେରି ପାଆନ୍ତୁ; ଭୁଲ୍‌ରେ ବି ଟାଣନ୍ତୁ…

ଭାରତୀୟ ରେଲେଓ୍ଵ ନେଟଓ୍ଵାର୍କ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଲୋକେ ସାଧାରଣତଃ ଟ୍ରେନ୍‌ରେ ହିଁ ଲମ୍ବା ଯାତ୍ରା କରିବାକୁ ପସନ୍ଦ କରି ଥାଆନ୍ତି। ଏହି ଟ୍ରେନ୍‌ ଯାତ୍ରା ବେଳେ ସମୟ ଅତିବାହିତ କରିବା ପାଇଁ ଲୋକେ ପ୍ରାୟତଃ ନିଜ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଥାଆନ୍ତି। ତେବେ ଯଦି ଆପଣଙ୍କ…

ଏବେ ଫଟାଫଟ୍‌ ବୁକ୍‌ ହୋଇଯିବ ତତ୍କାଳ ଟ୍ରେନ୍‌ ଟିକେଟ୍‌! ରଦ୍ଦୀକରଣ ଉପରେ ମିଳିବ ତୁରନ୍ତ ରିଫଣ୍ଡ; ଜାଣନ୍ତୁ IRCTCର…

ଟ୍ରେନ୍‌ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଟ୍ରେନ୍‌ର ଟିକେଟ୍‌ କ୍ୟାନ୍ସଲ ହୋଇଗଲେ କିମ୍ବା କୌଣସି କାରଣବଶତଃ ଯଦି କ୍ୟାନ୍ସଲ କରିବାକୁ ହୁଏ, ତା’ହେଲେ ରିଫଣ୍ଡ ପାଇଁ ପୂର୍ବରୁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏମିତି ଆଉ ହେବ ନାହିଁ। ବର୍ତ୍ତମାନ…