Browsing Tag

Indonesia

ସୁମାତ୍ରା ଦ୍ୱୀପରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ, ଆଶ୍ରୟସ୍ଥଳୀ ଗଲେ ୮୦,୦୦୦ରୁ ଅଧିକ ଲୋକ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପ୍ରବଳ ବର୍ଷା ପରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।…

ଇଣ୍ଡୋନେସିଆରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୯ ମୃତ, ଅନେକ ନିଖୋଜ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଫଳରେ ୧୯ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବେଳେ…

ଫୁଟବଲ ଲାଇଭ ମ୍ୟାଚରେ ଖେଳାଳିଙ୍କ ଉପରେ ପଡିଲା ବିଜୁଳି, ଚାଲିଗଲା ଜୀବନ: ଦେଖନ୍ତୁ ଭିଡିଓ

ଇଣ୍ଡୋନେସିଆରେ ବାଡୁଙ୍ଗରେ ଚାଲିଥିବା ଏକ ଫୁଟବଲ ମ୍ୟାଚରେ ଅଘଟଣ । ବିଜୁଳି ମାରିବାରୁ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଖରାପ ପାଣିପାଗ ସମୟରେ ମ୍ୟାଚ ଖେଳାଯାଉଥିବା ବେଳେ ହଠାତ୍‌ ବିଜୁଳି ଜଣେ ଖେଳାଳିଙ୍କ ଉପରେ ପଡିଥିଲା । ବିଜୁଳି ପଡିବା ସଙ୍ଗେ ସଙ୍ଗେ ଖେଳାଳିଙ୍କ ଜୀବନ ଚାଲିଯାଇଥିଲା ।…

ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂମିକମ୍ପ, ମିଳିନାହିଁ କ୍ଷୟକ୍ଷତି ସୂଚନା

ପୁଣି ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବା ଜଣାପଡିଛି । ଭୂକମ୍ପ ଇଣ୍ଡୋନେସିଆର ପାପୁଆ ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ,  ପାପୁଆ ପ୍ରଦେଶର ରାଜଧାନୀ ଜୟପୁରାର ଉପଜିଲ୍ଲା…

ଇଣ୍ଡୋନେସିଆର ମେରପି ପର୍ବତଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ, ୧୧ ପର୍ବତାରୋହୀ ମୃତ, ଅନେକ ନିଖୋଜ

ଇଣ୍ଡୋନେସିଆ ପଶ୍ଚିମ ମେରପି ପର୍ବତଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗ୍ନେୟଗିରି ନିକଟରେ ତିନି ଆରୋହଣକାରୀଙ୍କ ମୃତଦେହ…

ଇଣ୍ଡୋନେସିଆରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଇଣ୍ଡୋନେସିଆର ହଲ୍‌ମାହେରା ଦ୍ୱୀପରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୨। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂମିର ପ୍ରାୟ ୧୨୦ କିଲୋମିଟର ଗଭୀରରେ ଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ଅବଶ୍ୟ, ୬.୨ ତୀବ୍ରତାର ଭୂମିକମ୍ପକୁ ସାଂଘାତିକ…

ଇଣ୍ଡୋନେସିଆ ରେ ୬.୧ ତୀବ୍ରତାର ଭୂମିକମ୍ପ, ଘରଦ୍ୱାର କ୍ଷତିଗ୍ରସ୍ତ

ଇଣ୍ଡୋନେସିଆ ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ଝଟକାରେ ପୁଣି ଥରିଲା ଇଣ୍ଡୋନେସିଆ । ଫଳରେ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇଛନ୍ତି । ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ତୁରନ୍ତ ମିଳି ପାରିନାହିଁ…

ଇଣ୍ଡୋନେସିଆ: ହଠାତ୍‌ ଭାଙ୍ଗିଗଲା କାଚ ସେତୁ, ୩୦ ଫୁଟ୍‌ ତଳକୁ ଖସି ପ୍ରାଣ ହରାଇଲେ ପର୍ଯ୍ୟଟକ

ବିଶ୍ୱରେ ଅନେକ ସ୍ଥାନ ରହିଛି, ଯାହା ନିଜର ଅନନ୍ୟ ବୈଶିଷ୍ଟ୍ୟ ପାଇଁ ପ୍ରସିଦ୍ଧ। କିଛି ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ତ ଆଉ କିଛି ମନୁଷ୍ୟକୃତ। ଏଥି ମଧ୍ୟରୁ ଏକ ସୁନ୍ଦର ମନଲୋଭା ଟୁରିଷ୍ଟ୍‍ ପ୍ଲେସ୍‌ ହେଉଛି, ଇଣ୍ଡୋନେସିଆର ପ୍ରସିଦ୍ଧ ଗ୍ଲାସ୍ ବ୍ରିଜ୍। ଏକ ବଡ଼ ହାତ ସଦୃଶ ସପୋର୍ଟରେ ଏହି କାଚ…

ଆସନ୍ତା ୭ରେ ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଏସିୟାନ୍‌-ଭାରତ ଶିଖର ସମ୍ମିଳନୀରେ ନେବେ ଭାଗ

ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୭ରେ ହେବାକୁ ଥିବା ୨୦ତମ ଏସିୟାନ-ଭାରତ ଶିଖର ସମ୍ମିଳନୀ (ASEAN-India Summit 2023) ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତରେ ଯିବେ ମୋଦି। ବୈଦେଶିକ ମନ୍ତ୍ରଣାଳୟ ସଚିବ…

ଇଣ୍ଡୋନେସିଆରେ ଓଲଟିଲା ଡଙ୍ଗା, ୧୫ ଯାତ୍ରୀ ମୃତ; ୩୩ ଉଦ୍ଧାର

ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଛି। ଡଙ୍ଗାଟି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳର ସୂଚନା ଅନୁସାରେ, ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସି ଯାତ୍ରା କରୁଥିଲେ। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି…

ଇଣ୍ଡୋନେସିଆ ନିକଟ ମୋଲୁକ୍କା ସାଗରରେ ଭୂମିକମ୍ପ, ବଢ଼ିଲା ସୁନାମି ଆଶଙ୍କା

ଇଣ୍ଡୋନେସିଆ ସମୁଦ୍ରରେ ଭୂମିକମ୍ପ । ତୀବ୍ରତା ୬.୦ ମାଗନିଚ୍ୟୁଡ୍‌ । ମୋଲୁକ୍କା ସାଗରରେ ଏହି ଭୂକମ୍ପ ସଂଘଟିତ ହୋଇଛି । ଆଜି ସନ୍ଧ୍ୟାରେ ଏହି ଭୂକମ୍ପ ଯୋଗୁଁ ସୁନାମି ଆସିବାର ଆଶଙ୍କା ସୃଷ୍ଟି ହୋଇଛି । ଗତ କିଛି ଦିନ ଧରି ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ସୃଷ୍ଟି ହୋଇଛି । ଯାହା…

ଇଣ୍ଡୋନେସିଆରେ ୬.୩ ତୀବ୍ରତାର ଭୂମିକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଇଣ୍ଡୋନେସିଆର ଟୋବେଲୋରେ ଭୟଙ୍କର ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୬.୩ । ଏହି ଝଟକା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ନ୍ୟାସନାଲ ସେଣ୍ଟର ଫର ସେଇସମୋଲୋଜି(ଏନଏସ୍ସି) କହିଛି ଯେ, ଭୂମିକମ୍ପ ଭୂପୃଷ୍ଠରୁ ୯୭ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଭାରତୀୟ ସମୟ ରାତି ୧ଟା ୩୨…