ବିବାହ ବନ୍ଧନରେ ବାନ୍ଧିହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ, ଏକାଠି ହେଲେ ପୁରା ପାରିବାର
କେନ୍ୟୁଜ୍(ବ୍ୟୁରୋ): ରବିବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଟିଫାନି ଟ୍ରମ୍ପ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଟିଫନି ତାଙ୍କ ପ୍ରେମିକ ମାଇକେଲ ବୋଲସଙ୍କୁ ବିବାହ କରିଛନ୍ତି । ରିପୋର୍ଟ ଅନେୁସାରେ ଡୋନାଲ୍ଡ ଟ୍ରମ୍ପ, ଝିଅ ଟିଫାନି ଟ୍ରମ୍ପଙ୍କୁ…