Browsing Tag

international news

ବୈଜ୍ଞାନିକ କଲେ ଅଜବ ଦାବି, ଏତେ ବର୍ଷ ମଧ୍ୟରେ ପୃଥିବୀ ସହିତ ଯୋଗାଯୋଗ କରିବେ ଏଲିଅନ୍

ଅନ୍ୟଗ୍ରହ ଜୀବ ଏଲିଅନ୍ ବିଷୟରେ ଅନେକ କଥା ଶୁଣିବାକୁ ମିଳେ। ଏମିତିକି କିଛି ମାସ ପୂର୍ବରୁ ଏଲିଅନ୍ ପୃଥିବୀ ପୃଷ୍ଠକୁ ଆସିବେ। ତେବେ ଏହି ଭିନ୍ନ ଗ୍ରହର ପ୍ରାଣୀ ବିଷୟରେ ପ୍ରତିଦିନ ବିଚିତ୍ର ଖବର ଆସୁଛି। ଏହି ବିଚିତ୍ର ଜୀବ ବିଷୟରେ ଅନେକ ପ୍ରକାରର ଦାବି କରାଯାଏ ଯେ ଏମାନେ ପୃଥିବୀ ଗ୍ରହକୁ…

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜ ପରିବାରରେ ଶୋକର ଛାୟା ଖେଳିଯାଇଛି। ରାଣୀଙ୍କ ମୃତ୍ୟୁ ପରେ ଦେଶର ଅନେକ ସ୍ଥାନରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟ ଗୁରୁବାର ବିଳମ୍ବିତ ରାତି ୧୧:୧୫ ରେ ମୃତ୍ୟୁ ବରଣ…

ମା’ ରାଣୀ ଏଲିଜାବେଥଙ୍କ ପରେ ଚାର୍ଲସ ବସିବେ ବ୍ରିଟେନ୍‌ ରାଜଗାଦିରେ, ରହିଛି ଅନେକ ପରମ୍ପରା

ବ୍ରିଟେନ୍‌ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ପ୍ରଥା ଅନୁଯାୟୀ ତାଙ୍କ ବଡ଼ ପୁଅ ଚାର୍ଲ୍ସ ହେବେ ରାଜା । ତେବେ କେବଳ ଅପେକ୍ଷା ଆନୁଷ୍ଠାନିକ ଘୋଷଣା ଏବଂ ରୀତିନୀତି ପରମ୍ପରାକୁ। ବର୍ତ୍ତମାନ ଶୋକ ସମୟ ମଧ୍ୟରେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପରେ ହିଁ ଚାର୍ଲ୍ସଙ୍କୁ ଦେଶର ରାଜା…

ସ୍ଵାଧୀନତା ଦିବସ ଅବସରରେ ପାକିସ୍ତାନୀ କଳାକାର ଭାରତର ଲୋକଙ୍କୁ ଦେଲେ ଏପରି ଉପହାର, ଏହି ଭିଡିଓ ଦେଖି ପ୍ରତ୍ୟେକ…

ଦେଶ ପାଳନ କରିଛି ଏହାର ୭୬ ତମ ସ୍ବାଧିନତା ଦିବସ। ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପର୍ଣ୍ଣ । ତେବେ ଏହି ଦିନରେ ଜଣେ ପାକିସ୍ତାନୀ ରବାବ କଳାକାର ସିଆଲ ଖାନ ଭାରତକୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଏପରି ଭେଟି ଦେଇଛନ୍ତି ଯାହା ପାଇଁ ଭାରତୀୟ ଖୁବ୍ ଖୁସି ହୋଇଛନ୍ତି।…

ଆମେରିକା ଏବଂ ବ୍ରିଟେନ ପରି ଦେଶକୁ ମହିଳା ପାଇଲଟ୍ ଗଢିବାରେ ମାତ୍ ଦେଇଛି ଭାରତ, ଭାରତରେ ଅଛନ୍ତି ଅଧିକ ମହିଳା ପାଇଲଟ୍

ଯେତେବେଳେ ଜେଣ୍ଡର ଇୱାଲିଟି କଥା ଆସେ, ସେତେବେଳେ ସବୁବେଳେ ପୁରୁଷଙ୍କ କଥା ଅଧିକ ଉଠେ। ପୁଣି ଖାସ କରି ଭାରତ ପରି ଦେଶରେ ପୁରୁଷଙ୍କୁ ଅଧିକ ଗୁରୁତ୍ବ ଦିଆଯିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ପୁରୁଷ ସବୁ କାମରେ ଆଗରେ ରହିଥାନ୍ତି ବୋଲି ମଧ୍ୟ ସବୁ ବେଳେ କୁହାଯାଏ। କିନ୍ତୁ ଏହା କେବଳ ନିଜ ମନର…

Gucci ହେଲା ବିଶ୍ୱର ପ୍ରଥମ ଷ୍ଟୋର, ଯିଏ ପେମେଣ୍ଟରେ ନେଉଛି କ୍ରିପ୍ଟୋ କଏନ୍

ହାଇ ଏଣ୍ଡ ଇଟାଲୀୟ ଫ୍ୟାଶନ ଗୁଚି ହେଲା ବିଶ୍ୱର ପ୍ରଥମ ପ୍ରମୁଖ ବ୍ରାଣ୍ଡ୍, ଯିଏକି ହୋଇପାରିଛି ସବୁଠୁ ବଡ଼ ବ୍ରାଣ୍ଡ୍। କାରଣ ଏହି ଆପ୍ ଗତ ସପ୍ତାହରେ ଘୋଷଣା କରିଛି ଯେ ଏହା ସପିଙ୍ଗରେ ଆପକଏନ୍ ବା କ୍ରିପ୍ଟୋ କଏନ୍ ଗ୍ରହଣ କରୁଛି । ଏହା ହୋଇଛି ବିଶ୍ୱର ଏମିତି ଏକ ଅନଲାଇନ୍ ସପ ଯିଏକି…

ପାକିସ୍ତାନୀ ସାମ୍ବାଦିକ ଅନାସ ମଲିକଙ୍କୁ ତାଲିବାନ କଲା ଅପହରଣ, ନିର୍ଯାତିତ ହୋଇଥିଲେ ସାମ୍ବାଦିକ

ତାଲିବାନ ପାକିସ୍ତାନୀ ସାମ୍ବାଦିକ ଅନାସ ମଲିକଙ୍କୁ ଆକ୍ରମଣ କରି ଆଫଗାନିସ୍ତାନର ରାଜଧାନୀ କାବୁଲରେ ରଖାଯାଇଥିଲା। ତେବେ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ତାଲିବାନ ସରକାରଙ୍କ ଏକ ବର୍ଷ ପୂରଣ ହେବା ନେଇ କଭରେଜ୍ କରିବାକୁ ମଲିକ ଆଫଗାନିସ୍ତାନ ଯାଇଥିଲେ। ଆଫଗାନିସ୍ତାନରେ ଥିବା ପାକିସ୍ତାନୀ…

ଆଇଫୋନ୍ ରୋକିଲା ବନ୍ଧୁକ ଗୁଳି, ବଞ୍ଚାଇଲା ୟୁକ୍ରେନ ସୈନିକଙ୍କ ଜୀବନ

ବର୍ତ୍ତମାନ ଟେକ୍ନୋଲଜି ଏତେ ମାତ୍ରାରେ ଆଗେଇଲାଣି ଯେ ଏହା ମଣିଷର ଜୀବନ ରକ୍ଷା କରିବାରେ ମଧ୍ୟ ପଛ ଘୁଞ୍ଚା ଦେଇ ନାହିଁ, ଯାହାକି ଏକ ଭଲ ଟେକ୍ନୋଲଜି। ଅନେକ ଖବର ଆପଣ ଜାଣିଥିବେ ଯେଉଁଠାରେ ଆଇଫୋନ ହେଉ କିମ୍ବା ଆପଲ ସ୍ମାର୍ଟୱାଚ ଅନେକ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛି।…

ସ୍ୱାମୀକୁ ଭଡ଼ାରେ ଲଗାଇ ସ୍ତ୍ରୀ ଦିନକୁ ରୋଜଗାର କରୁଛନ୍ତି ୭୦୦୦ ରୁ ଅଧିକ ଟଙ୍କା

ଯେତେବେଳେ ଘରର ବଜେଟ୍ କମ୍ ପଡେ, ମହିଳାମାନେ ଅଧିକ ଚିନ୍ତା କରନ୍ତି କିପରି ଘର ଚଳିବ। ଟଙ୍କା ସଞ୍ଚୟ କରିବାର ଓ ରଖିବାର ନୂଆ ଉପାୟ ବାଛନ୍ତି। କିନ୍ତୁ ନିଜ ସ୍ବାମୀଙ୍କୁ ଭଡ଼ା ଲଗାଇ କିଏ ଟଙ୍କା ରୋଜଗାର କରିବା କଥା ଆପଣ କେବେ ଶୁଣିଛନ୍ତି କି ? ହେଲେ ଏମିତି ଦେଖିବାକୁ ମିଳିଛି ଲଣ୍ଡନରେ,…

ବିଶ୍ୱର ପ୍ରଥମ ଉଡୁଥିବା ହୋଟେଲ: ଯାହା ବର୍ଷ ବର୍ଷ ଧରି ଆକାଶରେ ରହିବ, ଏଠାରେ ପାଇବେ ସବୁ ସୁବିଧା

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଭୂମିରେ ପ୍ରାୟ ବିଭିନ୍ନ ପ୍ରକାର ହୋଟେଲ ଦେଖିଥିବେ ଓ ଅନେକ ହୋଟେଲ ବିଷୟର ଜାଣିଥିବେ। କିନ୍ତୁ ଆଗାମୀ ଦିନରେ ଆପଣ ଆକାଶରେ ଉଡ଼ୁଥିବା ହୋଟେଲ ଦେଖିବେ। ହୁଏତ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିବ କିନ୍ତୁ ଏହା ସତ। ଦିନକୁ ଦିନ ଟେକ୍ନୋଲଜି ଆଗେଇ ବାରେ ଲାଗିଛି।…

ଋଷ-ୟୁକ୍ରେନ ଯୁଦ୍ଧ: ଭାରତ କହିଲା ଋଷ-ୟୁକ୍ରେନ ଯୁଦ୍ଧରେ ଟାର୍ଗେଟ ହେଉଛି ଛୋଟ ଛୋଟ ସହର, ଯୁଦ୍ଧ ବନ୍ଦ ହେବା ନିହାତି…

ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରାୟ ୧୨୬ ଦିନରେ ପହଁଚିଛି। ତେବେ କିଛି ଦିନ ପୂର୍ବରୁ କ୍ରାମେଞ୍ଚକର ଏକ ସପିଂ ମଲ ଉପରେ ହୋଇଥିବା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ବୁଧବାର ଦିନ କହିଛନ୍ତି ଯେ କେବଳ ଏକ ରାକ୍ଷସ ଏହିପରି ଏକ ମଲ ଉପରେ ଆକ୍ରମଣ କରିପାରିବ। ଅନ୍ୟପକ୍ଷରେ, ମିଳିତ…

ମଙ୍ଗଳ ଗ୍ରହରୁ ଆସିଲା ଚକିତ କରିବା ଭଳି ଚିତ୍ର: ଦେଖାଯାଉଛି ଦୁଇ ହାତ ପରି ଅଦ୍ଭୁତ ବସ୍ତୁ, ବୈଜ୍ଞାନିକ ପ୍ରଥମେ କହିଲେ…

ମହାକାଶ ହେଉ କିମ୍ବା ଅନ୍ୟ ଗ୍ରହର କଥା ଜାଣିବାକୁ ସମସ୍ତେ ସବୁବେଳେ ଉତ୍କଣ୍ଠାରେ ଥାଆନ୍ତି। ଆପଣ ଅନେକ ସମୟରେ ମଙ୍ଗଳ ଗ୍ରହ କଥା ଶୁଣିଥିବେ ଯାହାକୁ ନେଇ ବୈଜ୍ଞାନିକମାନେ ଅଧିକ ଚର୍ଚା ବି କରନ୍ତି। କେତେବେଳେ ଏଠି ଜୀବନର ସନ୍ଧାନ ପାଇଁ ରିସର୍ଚ୍ଚ କରାଯାଏ ତ ଆଉ କେତେବେଳେ ଏଲିଏନମାନଙ୍କୁ ନେଇ…