Browsing Tag

international news

୨,୦୦୦ ଫୁଟ ଉଚ୍ଚ ଆକାଶରେ ବିମାନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା, ଖୁସିରେ ନବଜାତକକୁ ସାରା ଜୀବନ ପାଇଁ ମିଳିଲା…

ଭୂମିଠାରୁ ୨,୦୦୦ ଫୁଟ ଉଚ୍ଚ ଆକାଶରେ ଉଡ଼ୁଥିବା ଏକ ଫ୍ଲାଇଟରେ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଘଟଣାଟି ଘଟିଛି The Egyptians Flight MS777ରେ। ଏହା କୈରୋରୁ ଲଣ୍ଡନ ଯାଉଥିଲା। ଫ୍ଲାଇଟରେ ୟମନର ଜଣେ ମହିଳା ପାସେଞ୍ଜର ଯାତ୍ରା କରୁଥିଲେ, ଯିଏକି ଗର୍ଭବତୀ ଥିଲେ। ତାଙ୍କ ନାଁ ହିୟ…

Video Viral: କ୍ୟାମେରା ସାମ୍ନାରେ ଇଣ୍ଟରଭ୍ୟୁ ଦେଉଥିଲେ ଉପ ପ୍ରଧାନମନ୍ତ୍ରୀ, ମୁହଁରେ ତରଳ ପଦାର୍ଥ ଫିଙ୍ଗି ଦୌଡ଼ି…

ଆୟରଲାଣ୍ଡ ଉପ ପ୍ରଧାନମନ୍ତ୍ରୀ ଲିଓ ଭରାଦକରଙ୍କ ଉପରକୁ ଜଣେ ମହିଳା କୌଣସି ତରଳ ପଦାର୍ଥ ଫିଙ୍ଗି ଦେଇଥିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଉପ ପ୍ରଧାନମନ୍ତ୍ରୀ କ୍ୟାମେରା ସାମ୍ନାରେ ଏକ ଇଣ୍ଟରଭ୍ୟୁ ଦେଉଥିବା ବେଳେ ମହିଳା ଜଣକ ହଠାତ ଏହିଭଳି କାରନାମା କରିଥିଲେ। ରିପୋର୍ଟ ମୁତାବକ, ଲିଓ…

କରୋନାରୁ ରକ୍ଷା କରୁଥିବା ହ୍ୟାଣ୍ଡ ସାନିଟାଇଜର ମହିଳାଙ୍କ ପାଇଁ ସାଜିଲା କାଳ, ମହମବତି ନିଆଁ କବଳରେ ଆସିଗଲା ପୂରା ଶରୀର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋଭିଡ-୧୯ ମହାମାରୀରୁ ବଞ୍ଚାଉଥିବା ସାନିଟାଇଜର କାହାର ବି ଜୀବନ ପ୍ରତି ବିପଦ ହୋଇପାରେ। କାରଣ, ଏମିତି ହିଁ ଏକ ଘଟଣା ଘଟିଛି ଆମେରିକାର ଟେକ୍ସସ ସହରରେ। ଏଠାରେ ଜଣେ ମହିଳାଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ମରଣାନ୍ତକ ପାଲଟିଛି। କଥାଟି ହେଲା, ମହିଳା ଜଣକ…

‘ତ୍ରିଶୂଳ’ ଭଳି ଦେଖାଯାଉଛି ଏହି ଗାଈର ଶିଙ୍ଘ, ସେୟାର ହେଉ ହେଉ Video ଭାଇରଲ

ସୋସିଆଲ ମିଡିଆରେ ଏବେ ଏକ ଗାଈ ନିଜର ଶିଙ୍ଘ ଯୋଗୁ ଖୁବ ଚର୍ଚ୍ଚାରେ ଅଛି। ଗାଈର ଶିଙ୍ଘକୁ ଲୋକେ ତ୍ରିଶୂଳ ସହ ତୁଳନା କରୁଛନ୍ତି। ଏହାର ଏକ ଭିଡ଼ିଓ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ନିଜ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି, 'ଦେଖନ୍ତୁ…

କାଲିଫର୍ନିଆ ହାଇୱେରେ ଏଠି ସେଠି ବିଛେଇ ହୋଇ ପଡ଼ିଥିଲା ଶହ ଶହ ଫେସ ମାସ୍କ, ୧ ଘଣ୍ଟା ଟ୍ରାଫିକ ଜାମ, ଦେଖନ୍ତୁ Viral…

କରୋନା ମହାମାରୀ ଭିତରେ କାଲିଫର୍ନିଆର ହାଇୱେରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। କଥାଟି ହେଲା, କିଛିଦିନ ତଳେ ଏଠାରେ ଶତାଧିକ ଫେସ ମାସ୍କ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲା। ଏତେ ସଂଖ୍ୟକ ଫେସ ମାସ୍କ ଏମିତି ପଡିଥିବାର ଦେଖି କିଛି ସମୟ ଟ୍ରାଫିକ…

ବଡ଼ ଷଡ଼ଯନ୍ତ୍ରର ଖୁଲାସା: ଗଲ୍ଫ ଦେଶଗୁଡିକରେ ଭାରତ ପ୍ରତି ଘୃଣାଭାବ ପ୍ରସାର କରୁଛି ISI, ତିଆରି ହୋଇଛି ଅନେକ ଫେକ…

ଟୁଇଟର ଏବଂ ଅନ୍ୟ ସୋସିଆଲ ମିଡ଼ିଆ ଜରିଆରେ ଗଲ୍ଫ ଦେଶ(ବାହାରିନ, କୁଏତ, ଓମାନ, ସାଉଦି ଆରବ, କ୍ୱାତର ଏବଂ UAE)ରେ ଭାରତ ପ୍ରତି ଘୃଣାଭାବ ପ୍ରସାର କରାଯାଉଛି। ଭାରତର ସୁରକ୍ଷା ଏଜେନ୍ସିଗୁଡିକ ପାକିସ୍ତାନରୁ ଅପରେଟ ହେଉଥିବା ଫେକ ଆକାଉଣ୍ଟର ଡୋସିୟର୍ସ ପ୍ରସ୍ତୁତ କରିଛନ୍ତି। ଗଲ୍ଫ ଦେଶଗୁଡିକର…

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

- ବିଶ୍ୱର ୨୧୦ ଦେଶରେ ଏଯାଏ କରୋନାରେ ୨୧ଲକ୍ଷ ୮୦ ହଜାର ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୫ ହଜାର ୪୧୭ -୨୪ ଘଣ୍ଟାରେ ଆମେରିକାରେ ୨ହଜାର ୧୭୪ ଜଣଙ୍କ ମୃତ୍ୟୁ -ଆମେରିକାରେ ମୃତ୍ୟୁସଂଖ୍ୟା ୩୪ ହଜାର ୮୫୦ରେ ପହଞ୍ଚିଛି -ଭାଇରସ୍‌ ବ୍ୟାପିବା ନେଇ ଚୀନ୍‌ ସଠିକ୍‌ ତଥ୍ୟ ରଖୁ ବୋଲି…

ଲକଡାଉନ ସମୟରେ ବରକନ୍ୟା ନିଜ ବିବାହରେ ଡାକିଥିଲେ 50 ଅତିଥି, ଠିକ ବେଳେ ପହଞ୍ଚିଗଲା ପୋଲିସ, ଆଉ ତା’…

କରୋନା ଭାଇରସ ଯୋଗୁ ଅନେକ ଦେଶରେ ଲକଡାଉନ କରି ଦିଆଯାଇଛି। ହେଲେ ସାଉଥ ଆଫ୍ରିକାରେ ଏକ ବରକନ୍ୟା ଲକଡାଉନ ନିୟମକୁ ଉଲ୍ଲଂଘନ କରି ନିଜ ବିବାହ ଆୟୋଜନ କରିଛନ୍ତି ଏବଂ 50 ଜଣ ଅତିଥିଙ୍କୁ ଆମନ୍ତ୍ରଣ କରିଛନ୍ତି। ଖବର ମୁତାବକ, ଦକ୍ଷିଣ ଆଫ୍ରିକାରେ ଜାବୁଲାନି ଜୁଲୁ ଓ ତାଙ୍କ କନ୍ୟା…

ପିଠିରେ ଗାର୍ଲଫ୍ରେଣ୍ଡଙ୍କ ସ୍ଥାୟୀ ଟାଟୁ ଆଙ୍କିଲେ ଏହି ଯୁବକ, ଲାଗିଲା ୨୪ ଘଣ୍ଟା, ଏବେ ଫଟୋ ଭାଇରଲ

ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଭିଏତନାମର ଜଣେ ଯୁବକ ନିଜ ପିଠିରେ ତାଙ୍କ ଟାଟୁ ଆଙ୍କିଛନ୍ତି । ଏହି ଟାଟୁ ଆଙ୍କିବା ପାଇଁ ୨୨ ବର୍ଷୀୟ ନୂଆଙ୍ଗ ବନ ଲେମଙ୍କୁ ୨୪ ଘଣ୍ଟା ସମୟ ଲାଗିଥିଲା । ୩ଟି ଅଲଗା ଅଲଗା ସେଶନରେ ଟାଟୁ ତିଆରି କରାଯାଇଥିଲା । ପ୍ରଥମେ ଗତବର୍ଷ ନଭେମ୍ବରରେ ୮ ଘଣ୍ଟାରେ ଲେମ…

୮୦ରୁ ଅଧିକ ମହିଳାଙ୍କୁ କରିଥିଲେ ଯୌନ ଶୋଷଣ! ଏବେ ହଲିଉଡ୍‌ ଫିଲ୍ମ ନିର୍ମାତା ହାର୍ଭେ ଓ୍ଵାଇନ୍‌ଷ୍ଟିନଙ୍କୁ ୨୩ ବର୍ଷ…

ଯୌନ ଶୋଷଣ ଏବଂ ଦୁଷ୍କର୍ମ ଅଭିଯୋଗ ମାମଲାରେ ଦୋଷୀ ସାବ୍ୟସ୍ତ ହଲିଉଡ୍‌ର ପୂର୍ବତନ ଫିଲ୍ମ ନିର୍ମାତା ହାର୍ଭେ ଓ୍ଵାଇନ୍‌ଷ୍ଟିନଙ୍କୁ ୨୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଯାଇଛି। ବୁଧବାର କୋର୍ଟଙ୍କ ଶୁଣାଣି ସମୟରେ ହାର୍ଭେ ହ୍ଵିଇଲ୍‌ଚେୟାରରେ ଉପସ୍ଥିତ ଥିଲେ। ହାର୍ଭେଙ୍କ ଓକିଲ ଦଣ୍ଡକୁ କୋହଳ କରିବା…

ବିରଳ ଧଳା ରଙ୍ଗର ମା’ ଓ ଛୁଆ ଜିରାଫ୍‌କୁ ମାରିଦେଲେ ଶିକାରୀ, ଉତ୍ତର-ପୂର୍ବ କେନିଆରୁ ମିଳିଲା ମୃତ ଶରୀର

୨୦୧୭ ମସିହାର କଥା। ସେତେବେଳେ ଏକ ମାଈ ଜିରାଫ୍‌ ଓ ତା’ର ଛୁଆର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। କାରଣ, ସେମାନଙ୍କ ଖାସିୟତ୍‌ ଥିଲା, ଦୁହେଁ ଧଳା ରଙ୍ଗର। ସାଧାରଣ ଜିରାଫ୍‌ଙ୍କ ଭଳି କୌଣସି ବି ଚିହ୍ନବର୍ଣ୍ଣ ତାଙ୍କଠାରେ ଦେଖିବାକୁ ମିଳି ନ ଥିଲା। ସେମାନଙ୍କୁ ବିଶ୍ୱର ସବୁଠାରୁ ଦୁର୍ଲ୍ଲଭ…

ସାଙ୍ଗର ଟେଡି ବିୟରକୁ ସ୍କୁଲ ଛାତ ଉପରକୁ ଫିଙ୍ଗିଦେଲା ଜଣେ ଛାତ୍ର, ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଗଲା…

ଆମେରିକାର ଫ୍ଲୋରିଡାରେ ଏକ ସ୍କୁଲ ଛାତ ଉପରେ ପଡ଼ିଥିବା ଖେଳଣାକୁ ଉଦ୍ଧାର କରିଛନ୍ତି ପୋଲିସ ଏବଂ ଦମକଳ ବାହିନୀ। କେପ୍‌ କୋରଲସ୍ଥିତ ହେରିଟେଜ୍‌ କାର୍ଟର ଏକାଡେମୀ ଛାତ ଉପରେ ଜଣେ ଛାତ୍ରର ଟେଡି ବିୟର ପଡ଼ିଯାଇଥିଲା, ଯେଉଁଥିପାଇଁ ସ୍କୁଲକୁ ରେସ୍‌କ୍ୟୁ ଅପରେଶନ କରିବାକୁ ପଡ଼ିଥିଲା। ଘଟଣାଟି…