Browsing Tag

internet

ହିଲିୟମ ବେଲୁନ ସାହାଯ୍ଯରେ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଏ ଗୁଗଲ୍, ଜାଣନ୍ତୁ କେମିତି କରିଥାଏ କାମ

ବିଶ୍ୱର ଅନେକ ଅଞ୍ଚଳ ଏପରି ରହିଛି, ଯେଉଁଠି ବିକାଶର ‘ବ’ ଅକ୍ଷର ମଧ୍ୟ ଦେଖିବାକୁ ମିଳେନି । ଏଠାରେ ଇଣ୍ଟରନେଟ୍‌ ତ ଦୂରର କଥା ବିଜୁଳି ବତି ବି ଦେଖିବା କଷ୍ଟକର । ଏହି ସ୍ଥାନରେ ଇଣ୍ଟରନେଟ୍ କନେକ୍ଟିଭିଟି ପହଞ୍ଚାଇବା ପାଇଁ ଗୁଗଲ ପାଖରେ ଲୁନ୍ ନାମକ ଏକ ପ୍ରୋଜେକ୍ଟ ଅଛି । ଏଥିରେ ହିଲିୟମ…

ପ୍ରତି ସେକେଣ୍ଡରେ ପଠାଯାଉଛି ୨୪ ଲକ୍ଷ ଇ-ମେଲ, ଜାଣନ୍ତୁ ସୋସିଆଲ ମିଡିଆରେ ୧ ସେକେଣ୍ଡରେ କ’ଣ କ’ଣ ହୁଏ

ଏବେ ସୋସିଆଲ ମିଡିଆରେ ଯୁଗ। ଏଣୁ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌ ଥିବ ହିଁ ଥିବ। ସ୍ମାର୍ଟଫୋନ୍‌ରେ ଆଉ କିଛି ଥାଉ କି ନଥାଉ ହ୍ଵାଟସଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଆଦି ଆପ୍‌ ନିହାତି ରହିଥିବ। ପିଲାଠୁ ବୁଢ଼ାଯାଏଁ ଏବେ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଅଛନ୍ତି। କଥା ହେବା ପାଇଁ…

ଗୁଗଲ ନେଲା ବଡ଼ ନିଷ୍ପତ୍ତି, ଏବେ ୟୁଜର୍ସଙ୍କୁ ଆସିବ ନାହିଁ ଏହି ପ୍ରକାରର ଆଡ଼

ଗୁଗୁଲରେ ଏବେ ଜବ, ଘର ଏବଂ କ୍ରେଡିଟ୍ କାର୍ଡ ବିଜ୍ଞାପନ ଦେଖାଇବ ନାହିଁ । ଗୁରୁବାର ଦିନ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ବୟସ, ବୈବାହିକ ସ୍ଥିତିକୁ ଆଧାର କରି ଗୃହ, ଚାକିରୀ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିବା ଆଡ଼ ପଲିସୀକୁ ଅପଡେଟ୍ କରାଯିବ । ଗୁଗୁଲର ଏହି…

ୱର୍କ ଫ୍ରମ ହୋମ ବେଳେ ସ୍ଲୋ ହେଉଛି କି ନେଟ୍, ଏହି ଉପାୟରେ ବଢ଼ାନ୍ତୁ ସ୍ପିଡ

କରୋନା ଭାଇରସ ଯୋଗୁ ୨୧ ଦିନ ପାଇଁ ସାରା ଭାରତ ବର୍ଷକୁ ଲକଡାଉନ କରିଦିଆଯାଇଛି। ଅଧିକାଂଶ ସରକାରୀ ଓ ବେସରକାରୀ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। ୱର୍କ ଫ୍ରମ ହୋମ କରିବା ବେଳେ ସ୍ପିଡ ନେଟ ଆବଶ୍ୟକ ହୋଇଥାଏ। ଏହାଦ୍ୱାରା କାମ ସହଜରେ ହୋଇପାରିବ। ଯଦି ଆପଣ ବି ଘରେ ରହି କାମ କରିବା ବେଳେ…

ଜାଣନ୍ତୁ, ପ୍ରତି ୧ ମିନିଟ୍‌ରେ ଇଣ୍ଟରନେଟ୍‌ରେ କ’ଣ ହୋଇଥାଏ? କେଉଁ ଆପ୍‌କୁ ୟୁଜରମାନେ କରନ୍ତି ଅଧିକ ବ୍ୟବହାର?

ସାରା ବିଶ୍ୱରେ ଏବେ ଇଣ୍ଟରନେଟ୍‌ ୟୁଜରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ପ୍ରତି ୧ ମିନିଟ୍‌ରେ ଇଣ୍ଟରନେଟ୍‌ ଦୁନିଆରେ କ’ଣ କ’ଣ ହୋଇଥାଏ। ଡାଟା ଆନାଲିଷ୍ଟ କମ୍ପାନୀ ‘domo’ ଜାରି କରଥିବା ଏକ ଲିଷ୍ଟରେ ଇଣ୍ଟରନେଟ୍‌…

ଇଣ୍ଟରନେଟ ବନ୍ଦ ହେବାଦ୍ୱାରା ଟେଲିକମ କମ୍ପାନୀକୁ ହେଉଛି କୋଟି କୋଟି ଟଙ୍କାର କ୍ଷତି, ପଢନ୍ତୁ ପୁରା ରିପୋର୍ଟ

CAA ଓ NRCକୁ ନେଇ ସାରା ଦେଶରେ ଏବେ ବିରୋଧ ପ୍ରଦର୍ଶନ କରାଯାଉଛି ଯେଉଁ କାରଣରୁ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟ ଗୁଡିକରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଇଣ୍ଟରନେଟ ବନ୍ଦ ହୋଇଯିବା କାରଣରୁ ମଧ୍ୟ ବହୁତ ହଇରାଣ ହେଉଛନ୍ତି ଏବଂ ଅନ୍ୟପଟେ ଟେଲିକମ କମ୍ପାନୀ ଗୁଡିକୁ ମଧ୍ୟ ଅନେକ କ୍ଷତି…

ଇଣ୍ଟରନେଟ ସେବା କେମିତି ବନ୍ଦ କରନ୍ତି ସରକାର, ଜାଣନ୍ତୁ ପୂରା ପ୍ରକ୍ରିୟା

ଦେଶରେ କିଛିଦିନ ହେବ ନାଗରିକତା ସଂଶୋଧନ ଆଇନ ବିରୋଧରେ ତୀବ୍ର ବିରୋଧ ଲାଗି ରହିଛି । ଏହି କାରଣରୁ ଦେଶର ଅଧିକାଂଶ ସ୍ଥାନରେ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ଏକ ଜାତୀୟ ସଂସ୍ଥା ଦ୍ୱାରା ସଦ୍ୟ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ଭାରତର ସ୍ଥାନ…

ବିନା ଇଣ୍ଟରନେଟରେ ଯେ କୌଣସି ବି ଫୋନରୁ କରନ୍ତୁ ଟଙ୍କା ଟ୍ରାନ୍ସଫର୍ : ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଜୀବନକୁ ସରଳ ସୁନ୍ଦର କରିବା ପାଇଁ ମଣିଷ ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଛି । ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଫଳରେ ସ୍ମାର୍ଟଫୋନର ବ୍ୟବହାର କରୁଛି କେବଳ ବ୍ୟବହାର ନୁହେଁ ସ୍ମାର୍ଟଫୋନ ମାଧ୍ୟମରେ ନିଜର କେତେକ ଜରୁରୀ କାର୍ୟ୍ୟ ମଧ୍ୟ କରାଯାଇ ପାରୁଛି । ଡିଜିଟାଲାଇଜେସନ ମଣିଷକୁ ଏକ…

ମାତ୍ର ଗୋଟିଏ ଭୁଲ ଏବଂ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ, ଠାକମୀରୁ ବଞ୍ଚିବା ପାଇଁ ରଖନ୍ତୁ ଏହି କଥାର ଧ୍ୟାନ

ଭାରତରେ କିଛି ବର୍ଷ ହେଲା ଡିଜିଟାଲ ନେଣଦେଣର ମାତ୍ରା ବଢ଼ିବାରେ ଲାଗିଛି। ଏପରିକି ୨୦୨୧ମସିହା ପର୍ଯ୍ୟନ୍ତ ସାରାଦେଶ ଡିଜିଟାଲ ହୋଇଯିବ ବୋଲି ମଧ୍ୟ ଆଶା କରାଯାଉଛି। ଲୋକଙ୍କ ମଧ୍ୟରେ ଇଣ୍ଟରନେଟର ବ୍ୟବହାର ଏବଂ ଡିଜିଟାଲ ପେମେଣ୍ଟର ବଢ଼ିଥିବା ବେଳେ ବଢ଼ିଛି ଏନେଇ ଠକାମୀ। ତେବେ କିଛି ଜିନିଷ ଉପରେ…

ଭାରତୀୟ ରେଳର ବଡ ଘୋଷଣା, ଏବେ ଏକହଜାର ରେଳ ଷ୍ଟେସନରେ ମିଳିବ ମାଗଣା ୱାଇଫାଇ ସେବା

ସାଧାରଣ ଜନତା ବର୍ତ୍ତମାନ ମାଗଣାରେ ୱାଇଫାଇ ସେବା ପାଇପାରିବେ। ଏନେଇ ଭାରତୀୟ ରେଲୱେ ୧୦୦୦ଟି ଷ୍ଟେସନରେ ମାଗଣା ହାଇସ୍ପିଡ ୱାଇଫାଇ ଲଗାଇବାର କାମ ପୁରା କରିଛି। ଏହା ମଧ୍ୟରେ  ଅନେକ ବଡ଼ ଏବଂ ଛୋଟ ଷ୍ଟେସନ ସାମିଲ ରହିଛି। ରିପୋର୍ଟ ଅନୁଯାୟୀ, ରେଲଟେଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ଏହାର…

ଯୁବତୀମାନେ ଇଣ୍ଟରନେଟରେ ସବୁଠାରୁ ଅଧିକ କଣ ସର୍ଚ୍ଚ କରନ୍ତି ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ସମୟ ଥିଲା ଯେତେବେଳେ କୌଣସି ବିଷୟରେ ତଥ୍ୟ ଆବଶ୍ୟକ ପଡୁଥିଲା ସେତେବେଳେ ଗୋଟିଏ ସ୍ଥାନରେ ଭାଇ ଭଉଣୀ କିମ୍ବା ସାଙ୍ଗସାଥୀ ଏକାଠି ବସି କଥା ହେଉଥିଲେ । ପରସ୍ପରକୁ ନିଜର ଭାବନା ଜଣାଉଥିଲେ । କିନ୍ତୁ ଏବେ ବଦଳି ଯାଇଛି ସମୟ । ଯେବେଠାରୁ ଲୋକଙ୍କ ଜୀବନରେ ପ୍ରବେଶ କରିଛି ଇଣ୍ଟରନେଟ୍ ।…