ଏବେ ଆପଣ ବି କିଣି ପାରିବେ ଆଇଫୋନ୍! ସବୁଦିନ ପାଇଁ ଶସ୍ତା ହୋଇଗଲା iPhone 13 ଓ iPhone 12…ଜାଣନ୍ତୁ ଦାମ୍
Apple ବୁଧବାର ଆୟୋଜିତ ନିଜ Far Out ଇଭେଣ୍ଟରେ ନୂଆ iPhone 14 ଏବଂ iPhone 14 ସିରିଜ୍ର ଘୋଷଣା କରିଛି। ନୂଆ iPhone ମଡେଲ ପୂର୍ବ ଜେନେରେସନ ମଡେଲ ତୁଳନାରେ ଅଧିକ ମହଙ୍ଗା ନୁହେଁ, ଯାହାକି ସାମାନ୍ୟ ଆଶ୍ୱସ୍ତିକର କଥା। ଆଉ ଯେଉଁ ଲୋକ ଏବେ ବି iPhone 13 କିଣିବାକୁ ପ୍ଲାନ୍ କରୁଛନ୍ତି,…