Below header
Browsing Tag

IPL 2022

କୋଲକାତାଠୁ ମ୍ୟାଚ ଛଡ଼ାଇନେଲେ କାର୍ତ୍ତିକ; ୭ ଓ୍ଵିକେଟରେ ବିଜୟୀ ହେଲା RCB

ଆଇପିଏଲରେ କୋଲକାତା ବିପକ୍ଷରେ ବେଙ୍ଗାଲୁରୁର କଷ୍ଟସାଧ୍ୟ ବିଜୟ । ଷଷ୍ଠ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ବେଶ ରୋମାଞ୍ଚକର ହୋଇଛି । ଅଳ୍ପ ସ୍କୋର ହୋଇଥିଲେ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଛି । ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିବା…

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ଫାପ୍‌ ଡୁପ୍ଲେସିସ ଏବଂ ଶ୍ରେୟସ ଆୟର

ଆଜି ଆଇପିଏଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଫାଫ୍‌ ଡୁପ୍ଲେସିସ୍‌ଙ୍କ ଟିମ୍‌ ଗତ ମ୍ୟାଚରେ ୨୦୫ ରନ୍‌ କରିଥିବା ସତ୍ତ୍ୱେ ହାରି ଯାଇଥିଲା। ଦୁଇଟି ଯାକ ଟିମ୍‌ର ପ୍ରଦର୍ଶନ ପୂର୍ବ ମ୍ୟାଚରେ ଭଲ ରହିଥିଲା। ଏମିତିରେ ଏହି ମ୍ୟାଚ…

ଆଇପିଏଲ୍‌ ୨୦୨୨ : ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ

ଆଇପିଏଲ୍‌ ୨୦୨୨ ସିଜିନରେ ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ। ଏହି ସିଜିନରେ ଦୁଇଟି ଟିମର ପ୍ରଥମ ମ୍ୟାଚ ଖେଳିବେ। ହାଇଦ୍ରାବାଦ ଏବଂ ରାଜସ୍ଥାନ ଟିମରେ ଜବରଦସ୍ତ ଖେଳାଳି ରହିଛନ୍ତି। ତେବେ କେଉଁ ଟିମ୍‌ ଆଜିର ମ୍ୟାଚ ଜିତୁଛି, ତାହା ଦେଖିବାକୁ ବାକି…

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ନୂଆ ଦଳ, ଗୁଜରାଟ ଟାଇଟନ୍ସ ସହିତ ଖେଳିବ ଲକ୍ଷ୍ମୌ ସୁପରଜିଆଣ୍ଟସ

ଆଇପିଏଲ୍‌ ୨୦୨୨ ସିଜନରେ ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ଲକ୍ଷ୍ମୌ ସୁପରଜିଆଣ୍ଟସର ଅଧିନାୟକ କେଏଲ୍‌ ରାହୁଲ ରହିଥିବା ବେଳେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ…

ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍‌ : ଦିଲ୍ଲୀ ବନାମ ମୁମ୍ବାଇ ଓ ପଞ୍ଜାବ ବନାମ ବାଙ୍ଗାଲୋର

ମୁମ୍ବାଇ : ଗତକାଲି ଆରମ୍ଭ ହୋଇଥିବା ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଆଜି ଦିଲ୍ଲୀ କ୍ୟାପିଟାଲସ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଅପରାହ୍ନ ୩.୩୦ ମିନିଟ୍‌ରେ ଆରମ୍ଭ ହେବ । ଦ୍ୱିତୀୟ ମ୍ୟାଚ୍‌ ରାତି ୭.୩୦ରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ…

ମହେନ୍ଦ୍ର ସିଂ ଧୋନୀ ନଂ ୭ କାହିଁକି ବାଛିଲେ ? ନିଜେ କହିଲେ ନିଜ ଜର୍ସି କାହାଣୀ

କ୍ରିକେଟ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିବା କ୍ରିକେଟର ହେଲେ ମହେନ୍ଦ୍ର ସିଂ ଧୋନୀ। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ତାଙ୍କ ଓ୍ଵିକେଟ କିପିଂ ହେଉ ଅବା ହେଲିକପ୍ଟର ସଟ୍‌ ସବୁ ପାଇଁ ଫ୍ୟାନ୍ସ ପାଗଳ। ଧୋନୀ ଏବେ କେବଳ ଆଇପିଏଲ୍‌ ଖେଳୁଛନ୍ତି। ଚେନ୍ନାଇ ସୁପରକିଙ୍ଗସର…

ମୋଇନ ଅଲ୍ଲୀଙ୍କୁ ମିଳିଲା ଭିସା, କିନ୍ତୁ ଚେନ୍ନାଇ ପାଇଁ ଖେଳିପାରିବେନି ପ୍ରଥମ ମ୍ୟାଚ୍‌

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ପାଇଁ ଖୁସି ଖବର ଆସିଛି। ଟିମର ସୁପରଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ IPL ପାଇଁ ଅନୁମତି ମିଳ ସାରିଛି । ଭିସା ସମସ୍ୟାକୁ ନେଇ ଦଳ ସହିତ ଏପର୍ଯ୍ୟନ୍ତ ଯୋଡି ହୋଇପାରିନଥିଲେ ମୋଇନ ଅଲୀ । ତେବେ ତାଙ୍କୁ ଏବେ ଭାରତ ଆସିବା ପାଇଁ ଭିସା…

ଆଇପିଏଲ୍‌ ଛାଡିବା ଜେସନ ରୟଙ୍କୁ ପଡିଲା ମହଙ୍ଗା, ମ୍ୟାଚରୁ ବାଦ୍‌ ପଡିବା ସହ ଦେବାକୁ ହେବ ଜରିମାନା

ଆଇପିଏଲ ୨୦୨୨ ପାଇଁ ଜେସନ ରୟଙ୍କୁ କିଣିଥିଲା ଗୁଜୁରାଟ ଟାଇଟନ୍ସ। ଆଇପିଏଲରୁ ନିଜ ନାମ ଫେରାଇ ନେବାରୁ ଜେସନଙ୍କ ଉପରେ ମହଙ୍ଗା ହୋଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଦୁଇଟି ମ୍ୟାଚରୁ ବିତାଡିତ କରିବା ସହିତ ୨,୫୦୦ ୟୁରୋ ଜରିମାନା ଦେବା ପାଇଁ ମଧ୍ୟ କହିଛି। ଇଂଲଣ୍ଡ କ୍ରିକେଟ…

ମାଳଦ୍ୱୀପରେ ସ୍ପୋଟର୍ସ ଆଇକନ୍‌ ସମ୍ମାନରେ ସମ୍ମାନିତ ହେଲେ ରାଇନା, ୧୬ ଜଣ ଖେଳାଳିଙ୍କୁ ପକାଇଲେ ପଛରେ

ସୁରେଶ ରାଇନାଙ୍କୁ ଆଇପିଏଲ୍‌ରେ ଖେଳିବାକୁ ସୁଯୋଗ ମିଳିନଥିଲା କିନ୍ତୁ ପରେ ଆଇପିଏଲରେ କେମେଣ୍ଟ୍ରି କରିବା ପାଇଁ ସୁଯୋଗ ମିଳିଥିଲା। ହେଲେ ଏବେ ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ବଡ ସମ୍ମାନ ମିଳିଛି। ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ସ୍ପୋଟର୍ସ ଆଇକନ ଭାବେ ଚୟନ କରାଯାଇଛି। ଏହି ସମ୍ମାନ ପାଇଁ…

ଚେନ୍ନାଇ ସୁପର କିଙ୍ଗସ ପାଇଁ ଖୁସି ଖବର, ପ୍ରଥମ ମ୍ୟାଚ ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ହେଲେ ଏହି ଖେଳାଳି

ଚେନ୍ନାଇ ସୁପର କିଙ୍ଗସ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଟିମର ଧୂଆଁଦାର ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକ୍ୱାଡ ଏବେ ଖେଳିବା ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇଛନ୍ତି। ପ୍ରଥମ ମ୍ୟାଚ ଖେଳିବା ପାଇଁ ଫିଟ୍‌ ହୋଇସାରିଛନ୍ତି। ଫ୍ରାଞ୍ଚାଇଜ ଟିମର ସିଇଓ କାଶୀ ବିଶ୍ୱନାଥନ ଏହି ଅପଡେଟ୍‌ ଦେଇଛନ୍ତି।…

ଆଇପିଏଲ୍‌ ଆରମ୍ଭ ପୂର୍ବରୁ କେଏଲ ରାହୁଲଙ୍କୁ ଝଟକା, ଲକ୍ଷ୍ମୌ ସୁପରଜିଆଣ୍ଟସରୁ ବାଦ୍‌ ପଡିଲେ ଏହି ଖେଳାଳି

ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି। ତେବେ ଆଇପିଏଲ୍‌ ଆରମ୍ଭରୁ ଖେଳାଳି ଆହତ ହେବା ଯୋଗୁଁ କେତେକ ଟିମ୍‌ ପାଇଁ ଟେନସନ ବଢିଯାଇଛି।ଏବେ ଏହି ଲିଷ୍ଟରେ ରହିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌। କେଏଲ୍‌ ରାହୁଲଙ୍କ ଅଧିନାୟକତ୍ୱ ଟିମ୍‌ ଲକ୍ଷ୍ମୌ ସୁପରଜଏଣ୍ଟସ ଟିମ୍‌ର ଦ୍ରୁତତମ…

IPL ନିଲାମୀରେ ଅନସୋଲ୍ଡ ଥିଲେ ପୀୟୁଷ ଚାଓ୍ଵଲା, କିନ୍ତୁ ଏବେ ରାଇନାଙ୍କ ଟିମ୍‌ରେ ହେବେ ସାମିଲ

ଆଇପିଏଲ୍‌ ୧୫ ସିଜିନରେ ଅନସୋଲ୍ଡ ରହିଥିଲେ ଅନେକ ଖେଳାଳି। ଏମାନଙ୍କୁ ମଧ୍ୟରେ ପୀୟୁଷ ଚାଓ୍ଵଲାଙ୍କ ନାମ ମଧ୍ୟ ରହିଥିଲା। ଯେଉଁମାନେ ଅନସୋଲ୍ଡ ରହିଥିଲେ ସେମାନଙ୍କ ମଧ୍ୟରୁ କିଛି ଢାକା ପ୍ରିମିଅର ଲିଗରେ ଆଉ କେତେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିବେ। କିନ୍ତୁ କିଛି ଖେଳାଳି ଅନସୋଲ୍ଡ…