Below header
Browsing Tag

IPL 2022

ବ୍ୟାଟ୍‌ ନୁହେଁ କଥାରେ ଦର୍ଶକଙ୍କ ମନୋରଂଜନ କରିବେ ରାଇନା, ରବିଶାସ୍ତ୍ରୀଙ୍କ ସହିତ କରିବେ କମେଣ୍ଟ୍ରି

ମିଷ୍ଟର ଆଇପିଏଲ୍‌ ନାମରେ ବେଶ ଜଣାଶୁଣା ସୁରଶ ରାଇନା। କିନ୍ତୁ ଚଳିତବର୍ଷ ଆଇପିଏଲରେ ତାଙ୍କୁ କୌଣସି ଦଳ କିଣିନଥିଲା। ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ରାଇନା କିଣିନଥିଲା। ନିଲାମୀ ସରିବା ପରେ କିଛି ଖେଳାଳି ନିଜ ନାମ ଫେରାଇ ନେଇଥିଲେ ଆଉ କେତେକ ଆଶାରେ ଥିଲେ ନିଶ୍ଚିତ ଭାବେ କୌଣସି ଟିମ୍‌…

ଆଇପିଏଲ ୨୦୨୨ : ଗୁଜୁରାଟ ଟାଇଟନ୍ସ ଲଞ୍ଚ କଲା ନୂଆ ଜର୍ସି, ନୂଆ ଅବତାରରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆଇପିଏଲ୍‌ ୨୦୨୨ ପାଇଁ ସବୁଟିମ୍‌ ଜୋରଦାର ପ୍ରସ୍ତୁତି କରିସାରିଛନ୍ତି। ଚଳିତବର୍ଷ ଆଇପିଏଲ୍‌ ବହୁତ ରୋମାଞ୍ଚକ ହେବ। ଏଥିର ୮ଟି ଦଳ ନୁହେଁ ୧୦ଟି ଦଳ ମଇଦାନକୁ ଓହ୍ଲାଇବ। ଆଉ ଏହି ୧୦ଟି ଟିମ୍‌ ମଧ୍ୟରେ ଗୁଜୁରାଟ ଟାଇଟନ୍ସ ନାମ ସାମିଲ ରହିଛି। ଆଇପିଏଲ୍‌ରେ ଜୋରଦାର ଲଢେଇ ପାଇଁ ନିଜର ଜର୍ସି ଲଞ୍ଚ…

ଆସିଲା ଆଇପିଏଲ ୨୦୨୨ ତାଲିକା, ୨୬ମାର୍ଚ୍ଚରେ ପ୍ରଥମ ମୁକାବିଲା

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ସିଜନ ପାଇଁ ତାଲିକା ପ୍ରକାଶ ପାଇଛି । ୨୬ମାର୍ଚ୍ଚକୁ ହେବାକୁ ଥିବା ଆପିଏଲର ଲଢେଇରେ ଚେନାଇ ସୁପରକିଙ୍ଗ୍ସ ଓ କୋଲକତା ନାଇଟ ରାଇଡର୍ସ ଭିତରେ ଏହି ବର୍ଷର ପ୍ରଥମ ମ୍ୟାଚ ଖେଳାଯିବ । ୨୯ମେରେ ଫାଇନାଲ ଖେଳାଯିବାର ସୂଚନା ରହିଛି । ସୂଚନା ଅନୁଯାୟୀ ୨୬ମାର୍ଚ୍ଚରେ…

CSK ହାତ ଛାଡିବା ପରେ ଆଇପିଏଲରେ ରାଇନାଙ୍କୁ ଏଣ୍ଟ୍ରି ଦେଇପାରେ ଏହି ଟିମ୍‌, ଭାଇରଲ ହେଉଛି ଫଟୋ

ଚଳିତ ଆଇପିଏଲ ୨୦୨୨ ସିଜିନ ପାଇଁ ନିଲାମୀ ସରିଯାଇଛି। ଆଉ ସବୁ ଖେଳାଳିଙ୍କ ମଧ୍ୟ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ସୁରେଶ ରାଇନାଙ୍କୁ କେବଳ ଚେନ୍ନାଇ ନୁହେଁ ଅନ୍ୟ କୌଣସି ଟିମ୍‌ ମଧ୍ୟ କିଣିନଥିଲା। ଯାହାକୁ ନେଇ ବହୁତ ମନ ଦୁଃଖ କରିଥିଲେ ରାଇନା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ…

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ଛାଡିବା ପରେ ଭାବବିହ୍ଵଳ ହେଲେ ଶ୍ରେୟସ ଆୟର, ‘ଯନ୍ତ୍ରଣା ସହିବା ସହଜ ନୁହେଁ’

ଶ୍ରେୟସ ଆୟର ନୂଆ ଆଇପିଏଲ୍‌ ଟିମର ଅଧିନାୟକ। ଶ୍ରେୟସଙ୍କୁ କୋଲକତା ନାଇଟ ରାଇଡର୍ସ ନିଜର ନୂଆ କ୍ୟାପଟେନ ଚୟନ କରିଛି। ଆଇପିଏଲ୍‌ ୨୦୨୨ ନିଲାମୀରେ ଶ୍ରେୟସଙ୍କୁ ନାଇଟ ରାଇଡର୍ସ ୧୨.୫ କୋଟି ଦାମ୍‌ରେ କିଣିଥିଲା। ଶ୍ରେୟସଙ୍କ ଲିଡରସିପ୍‌ କ୍ଷମତା ଦେଖି ଟିମର ଦାୟିତ୍ୱ ତାଙ୍କୁ ଦିଆଯାଇଛି।…

୨୬ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍‌ ୨୦୨୨ ସିଜିନ, ୪ଟି ସ୍ଥାନରେ ହୋଇପାରେ ମୁକାବିଲା

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦେଶରେ କରୋନା ସଂକମ୍ରଣ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ଖୁବଶୀଘ୍ର ଆଇପିଏଲ ୨୦୨୨ ଆରମ୍ଭ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ ସିଜିର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରୁ ଆରମ୍ଭ ହେଉଛି। ବ୍ରଡକାଷ୍ଟ ଏବଂ ବିସିସିଆଇ ମଧ୍ୟରେ ଏବେ…

ଆଇପିଏଲ ୨୦୨୨: ଅହମ୍ମଦାବାଦ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ ରିଲିଜ କଲା ଅଫିସିଆଲ ଲୋଗୋ

ଚଳିତବର୍ଷ ଆଇପିଏଲ ୨୦୨୨ ସିଜିନରେ ୧୦ ଟିମ୍‌ ନଜର ଆସିବେ। ଲକ୍ଷ୍ମୌ ଏବଂ ଅହମ୍ମଦାବାଦର ଫ୍ରାଞ୍ଚାଇଜର ନୂଆ ଟିମ୍‌ ଭାବେ ମଇଦାନକୁ ଓହ୍ଲାଇବେ। ୨୦୨୨ ଆଇପିଏଲ ପାଇଁ ମେଗା ଅକ୍ସନ ମଧ୍ୟ ସରିଛି। ପୂର୍ବରୁ ଲକ୍ଷ୍ମୌ ଟିମ୍‌ ତା’ର ଲୋଗୋ ଉନ୍ମୋଚନ କରିଥିଲା। ରବିବାର ସନ୍ଧ୍ୟାରେ ଅହମ୍ମଦାବାଦ…

ଆଇପିଏଲ୍‌ ନିଲାମ ପରେ ହାଇଦ୍ରାବାଦ ଟିମରେ ବିବାଦ, ନାରାଜ ହୋଇ ସହାୟକ କୋଚ ପଦ ଛାଡିଲେ ସାଇମନ କାଟିଚ୍‌

ଆଇପିଏଲ୍‌ ୨୦୨୨ ପାଇଁ ମେଗା ଅକ୍ସନ ହୋଇସାରିଛି। ଆଉ ଆଇପିଏଲ ଆରମ୍ଭ ହେବାକୁ ମାତ୍ର ୫ ସପ୍ତାହ ବାକି ରହିଛି । ଏହାମଧ୍ୟରେ ସନରାଇଜର୍ସ ଟିମରେ ବିବାଦ ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ସହାୟକ କୋଚ୍ ପଦରୁ ସାଇମନ କାଟିଚ୍ ଇସ୍ତଫା ପ୍ରଦାନ କରିଛନ୍ତି । ନିକଟରେ ସେ ଦଳର ସହାୟକ…

ଲକ୍ଷ୍ମୌ ସୁପରଜିଆଣ୍ଟ ଟ୍ଵିଟ୍‌ କଲା ‘ କେଏଲ ରାହୁଲ ଝୁକେଗା ନେହିଁ’: ଫ୍ୟାନ୍ସ କହିଲେ, ତ ସ୍ୱିପ ସଟ୍‌ କେମିତି…

ଚଳିତବର୍ଷ ଆଇପିଏଲ୍‌ ସିଜନରେ ନୂଆ ଟିମ୍‌ ଲକ୍ଷ୍ମୌ ସୁପରଜିଆଣ୍ଟ ସ୍ଥାନ ପାଇଛି। ଆଉ ଏହି ଟିମ୍‌ର ଦାୟିତ୍ୱ ନେବେ କେଏଲ ରାହୁଲ। ଟିମରେ ରାହୁଲଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋନିସ ଏବଂ ରବି ବିଶ୍ନୋଇ ରହିଛନ୍ତି। ଆସନ୍ତା ଶନିବାର ଓ ରବିବାର ହେବାକୁ ଥିବା ନିଲାମୀରେ ନୂଆ…

IPL 2022 ମେଗା ନିଲାମ: BCCI ତାଲିକାରେ ଅଛନ୍ତି ମୋଟ ୫୯୦ ଖେଳାଳି, ଏମାନଙ୍କ ମଧ୍ୟରେ ୨ ଓଡିଶାର ଖେଳାଳି ସାମିଲ

ଆଇପିଏଲ ସିଜିନ୍‌-୧୫ ମେଗା ଅକ୍ସନ୍‌ ପୂର୍ବରୁ ଖେଳାଳିଙ୍କ ତାଲିକା ଜାରି କରାଯାଇଛି । BCCI ପକ୍ଷରୁ ମଙ୍ଗଳବାର ମୋଟ ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ ଜାରି କରାଯାଇଛି । ଯାହା ଭିତରେ ରହିଛନ୍ତି ୩୭୦ ଭାରତୀୟ ଏବଂ ୨୨୦ ବିଦେଶୀ ଖେଳାଳି । ଆସନ୍ତା ଫେବୃଆରୀ ୧୨ ଏବଂ ୧୩ ତାରିଖ ଦୁଇଦିନ ଧରି…

ଆଇପିଏଲ ୨୦୨୨: ଲକ୍ଷ୍ମୌ ସୁପର ଜିଆଣ୍ଟସ ଲୋଗୋ ଉନ୍ମୋଚିତ, ଲୋଗୋରେ ରହିଛି ଗରୁଡ ପକ୍ଷୀ

ଆଇପିଏଲ ୨୦୨୨ରେ ପ୍ରଥମ ଥର ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ ଫ୍ରାଞ୍ଚାଇଜର ଲୋଗୋ ଉନ୍ମୋଚିତ ହୋଇଛି। ଲକ୍ଷ୍ମୌ ଟିମ୍‌ ତରଫରୁ ଲୋଗୋ ଜାରି କରାଯାଇଛି। ପୌରାଣିକ ଯୁଗର ଗରୁଡ଼ ପକ୍ଷୀକୁ ଫ୍ରାଞ୍ଚାଇଜର ଲୋଗୋ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ । ଲୋଗୋରେ ବ୍ୟାଟ୍‌ ସହିତ ପକ୍ଷୀ…

ବିରାଟଙ୍କ ସହିତ ଖେଳିବେ ବେବି ଏବି ଡିଭିଲୟର୍ସ, ମେଗା ନିଲାମ ପାଇଁ କରିଛନ୍ତି ରେଜିଷ୍ଟ୍ରେସନ

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଓ୍ଵାଲ୍ଡ ବ୍ରେଭିସ୍‌ ଏବେ ଅଣ୍ଡର-୧୯ ବିଶ୍ୱକପ୍‌ ୨୦୨୨ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ତାଙ୍କ ବ୍ୟାଟିଂ ଷ୍ଟାଇ ବିଲକୁଲ୍‌ ଏବି ଡିଭିଲୟର୍ସଙ୍କ ଭଳି। ସେ ଛକା ମଧ୍ୟ ଡିଭିଲୟର୍ସଙ୍କ ଭଳି ମାରନ୍ତି। ଆଉ ତାଙ୍କର ପ୍ରତିଟି ସର୍ଟ ୩୬୦ ଡିଗ୍ରୀର ଝଲକ ଦେଖିବାକୁ…