Browsing Tag

IPS

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି ଭାବେ ବଦଳି କରାଯାଇଛି। ପୂର୍ବରୁ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରୀଟି…

ନୂଆବର୍ଷ ପୂର୍ବରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ୧୧ଜିଲ୍ଲାର ଏସପି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। କିଛି ଆଇପିଏସଙ୍କୁ ପଦୋନ୍ନତି ସହ ବଦଳିଛନ୍ତି ୧୧ଜିଲ୍ଲାର ଏସପି। ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ପଦୋନ୍ନତି ସହ ସ୍ପେଶାଲ ଆର୍ମଡ ପୋଲିସର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଗଞ୍ଜାମ ଏସପି ବ୍ରିଜେଶ ସିଂଙ୍କୁ…

ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର, ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଆଇପିଏସ୍‌ ସ୍ତରରେ ଅଦଳବଦଳ । ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର । ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଭିଜିଲାନ୍ସ ନିର୍ଦ୍ଦେଶକ ପଦବୀ । ପରିବହନ…

IPS ସ୍ତରରେ ବଡ ଧରଣର ଅଦଳ ବଦଳ, ସାଗରିକାଙ୍କ ସ୍ଥାନରେ ଆସିଲେ ସୌମ୍ଯା

ଭୁବନେଶ୍ୱର: IPS ସ୍ତରରେ ବଡ ଧରଣର ଅଦଳ ବଦଳ। ବଦଳିଲେ କଟକ, ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପି । ଭୁବନେଶ୍ୱର ଡିସିପି ହେଲେ ପୁରୀ ଏସପି ଉମାଶଙ୍କର ଦାସ । ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କୁ ଗୁଇନ୍ଦା ଡିଆଇଜି ଭାବରେ ନୂଆ ନିଯୁକ୍ତି ମିଳିଛି । ପୁରୀ ଏସପି ହୋଇଛନ୍ତି କଟକ ଡିସିପି…

ଚଉଦ ଦିନ ପାଇଁ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଗଲେ ପୋଲିସ୍‌ ମେସ୍‌କୁ, ଟୁଇଟ୍‌ କରି ଜଣାଇଲେ କାରଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ଆଉ ଜଣେ ଜଣାଶୁଣା ବ୍ୟକ୍ତି ୧୪ ଦିନ ଯାଏ ଅଲଗା ରହିଲେ । ଏକଥା ନିଜେ ଟୁଇଟ୍‌ କରି ଜଣାଇଲେ । ସେ ହେଉଛନ୍ତି ଆଇପିଏସ୍‌ ଅଫିସର୍‌ ତଥା ପରିବହନ କମିଶନର୍‌ ସଞ୍ଜୀବ ପଣ୍ଡା । ସେ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ ତାଙ୍କ ଝିଅ ଆମେରିକାରୁ ଫେରିଛନ୍ତି ।…

କାହାର ଦରମା ବେଶି IAS ନା IPS, କିଏ ଅଧିକ ଶକ୍ତିଶାଳୀ ଜାଣନ୍ତୁ

ବହୁ ଶିକ୍ଷିତ ଯୁବ ବର୍ଗଙ୍କ ଜୀବନରେ ଆଇଏଏସ ଓ ଆଇପିଏସ ହେବାର ସ୍ବପ୍ନ ନିଶ୍ଚିତ ରୂପେ ଥାଏ । ବହୁ କଠିନ ପରୀକ୍ଷା ପାସ କରିବା ପରେ ହିଁ ଏହିଭଳି ଏକ ପୋଷ୍ଟରେ ଯୁବ ବର୍ଗ ରହି ପାରନ୍ତି । ଏଥିପାଇଁ ୟୁପିଏସଇ ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡେ । ପରେ ସେହି ରାଙ୍କ…

ଟ୍ଵିନ୍‌ସିଟିର ନୂଆ ମୁଖିଆ, ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ

କେନ୍ୟୁଜ୍: ଟ୍ଵିନ୍‌ ସିଟିର ନୂଆ ମୁଖିଆ। ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଠାରୁ କମିସନରେଟ ଅଫିସରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚ୍‌ର IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ। କଟକ-ଭୁବନେଶ୍ୱର ପୋଲିସ କମିସନରେଟର…

IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ସୁଧାଂଶୁ ଷଡଙ୍ଗୀ ହେଲେ ଟ୍ବିନ ସିଟି ପୋଲିସ କମିଶନର

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ । ସୁଧାଂଶୁ ଷଡଙ୍ଗୀ ହେଲେ ନୂଆ ପୋଲିସ କମିଶନର । ସତ୍ୟଜିତ ମହାନ୍ତିଙ୍କ ସ୍ଥାନ ନେଲେ ସୁଧାଂଶୁ ଷଡଙ୍ଗୀ । ସତ୍ୟଜିତ ମହାନ୍ତଙ୍କୁ ଜେଲ ବିଭାଗ ADG ଦାୟିତ୍ୱ । ମହେନ୍ଦ୍ର ପ୍ରତାପଙ୍କୁ ପ୍ରିଣ୍ଟିଂ ପ୍ରେସ୍‌ ନିର୍ଦ୍ଦେଶକ ଦାୟିତ୍ୱ । ପରିବହନ କମିଶନର ହେଲେ…

ଖୁବ ଶୀଘ୍ର ହୋଇପାରେ IAS ଓ IPS ସ୍ତରରେ ଅଦଳବଦଳ, ଡିଜି ପାହ୍ୟାକୁ ପଦୋନ୍ନତି ପାଇ ପାରନ୍ତି କମିଶନର ସତ୍ୟଜିତ୍‌…

ଭୁବନେଶ୍ବର : ସରିଛି ନିର୍ବାଚନ ପ୍ରକ୍ରିୟା । ଆରମ୍ଭ ହୋଇ ସାରିଛି ସରକାରୀ କାମ । ସାଧାରଣତଃ ନିର୍ବାଚନ ପରେ, ଆଇଏଏସ ଓ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୁଏ। ତେଣୁ ଅନୁମାନ କରାଯାଉଛି ଖୁବ ଶୀଘ୍ର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇପାରେ। ନିର୍ବାଚନ ସରିଥିବାରୁ, ନିର୍ବାଚନ ଦାୟିତ୍ୱରେ ଥିବା…

ବାରାଣାସୀ ପାଇଁ ଓଡ଼ିଆ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

ବାରାଣାସୀ ସଂସଦୀୟ କ୍ଷେତ୍ର ପାଇଁ ଓଡ଼ିଆ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ଦାୟିତ୍ୱ । ପୋଲିସ ପର‌୍ୟ୍ୟବେକ୍ଷକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଲଳିତ ହେଉଛନ୍ତି ଓଡ଼ିଶା କ୍ୟାଡର IPS ଆଇପିଏସ ଅଧିକାରୀ । ସେ ଏବେ ଆଡସିନାଲ DG ପଦରେ ଅବସ୍ଥାପିତ ଅଛନ୍ତି । ଓଡ଼ିଶା ପୋଲିସ…

ଆଇପିଏସ୍ ଫ୍ଯାମିଲୀ : ଯେଉଁଠାରେ ବାପ ଝିଅକୁ ମାରେ ସଲାମ୍

ହାଇଦ୍ରାବାଦର ଡ଼େପୁଟି ପୋଲିସ କମିଶନର ଏଆର ଉମାମହେଶ୍ବର ଶର୍ମା ବହୁ ବର୍ଷ ଧରି ପୋଲିସ ସଂସ୍ଥାର ସେବା କରିଆସୁଛନ୍ତି। ତେବେ ଜଣେ ଭଲ ଏବଂ ସଚୋଟ ପୋଲିସ କର୍ମଚାରୀ ହେବା ସହିତ ଏବେ ସେ ଜଣେ ଆଇପିଏସର ଗର୍ବିତ ବାପା ମଧ୍ୟ। ନିକଟରେ କାର୍ଯ୍ଯରତ ଥିବା ସମୟରେ ଦୁଇ ବାପା-ଝିଅ ସମ୍ନାସାମ୍ନୀ…

ପୋଲିସ ଦକ୍ଷତାର ପ୍ରମାଣ: ପରିକ୍ଷାର୍ଥୀ ୧୨୨, ଫେଲ ହେଲେ ୧୧୯

ହାଇଦ୍ରାବାଦ: ପରୀକ୍ଷା ଦେଇଥିଲେ ୧୨୨ ଜଣ ଫେଲ ହେଲେ ୧୧୯ ଜଣ। ଏମାନେ କୌଣସି ଛାତ୍ର ନୁହନ୍ତି, ଜଣେ ଜଣେ ପୋଲିସ ଅଫିସର। ହାଇଦ୍ରାବାଦରେ ପୋଲିସ ସେବା ପାଇଁ ଚୟନ ହେବା ପରେ କାର୍ୟ୍ୟରେ ଯୋଗଦେବାକୁ ପହଞ୍ଚିଥିଲେ। ଏହି ୧୨୨ ଜଣ ଟ୍ରେନି ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୧୧୯ ଜଣ ଜରୁରୀ ପରୀକ୍ଷାରେ…