Browsing Tag

Iranian president

ସାକ୍ଷାତକାର ପାଇଁ ସର୍ତ୍ତ ରଖିଥିଲେ ଇରାନ ରାଷ୍ଟ୍ରପତି; ହିଜାବ ପିନ୍ଧିବାକୁ କହିଥିଲେ, ମନା କରିଦେଲେ ନ୍ୟୁଜ୍ ଆଙ୍କର

ନୂଆଦିଲ୍ଲୀ : ଇରାନରେ ହିଜାବ ବିରୋଧ ନୂଆ ମୋଡ଼ ନେଇଛି । ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସୀ କିଛିଦିନ ହେଲା ଆମେରିକାରେ ଅଛନ୍ତି । ସେଠାରେ ତାଙ୍କର ଏକ ଇଣ୍ଟରନ୍ୟାସନାଲ ନ୍ୟୁଜ ଚ୍ୟାନେଲର ମୁଖ୍ୟଙ୍କ ସହିତ ସାକ୍ଷାତକାର ହେବାର ଥିଲା । କିନ୍ତୁ ଆଙ୍କର କ୍ରିଷ୍ଟ୍ରୀନ ଏମନପୋର ତାଙ୍କର…