ଅଜବ ଏହି ଜଗନ୍ନାଥ ମନ୍ଦିର କାହାଣୀ, ଯେଉଁଠି ଖରାରେ ଛାତରୁ ବାହାରେ ପାଣି ହେଲେ ବର୍ଷାରେ ଶୁଖିଯାଏ
ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ ଏହି ଦୁନିଆ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । କିନ୍ତୁ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି ଉତ୍ତରପ୍ରଦେଶ କାନପୁରରେ ଥିବା ଜଗନ୍ନାଥ ମନ୍ଦିରର । ମୁଣ୍ଡଫଟା ଖରାରେ…