Browsing Tag

jaggery facial

ମାତ୍ର ୧୦ ଟଙ୍କାରେ କରନ୍ତୁ ଫେସିଆଲ, କିଛି ମିନିଟରେ ଚମକି ଉଠିବ ଆପଣଙ୍କ ତ୍ୱଚା

ସାଧାରଣତଃ ଅଧିକାଂଶ ଲୋକେ ଖାଇବା ପରେ ଗୁଡ଼ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିରେ ପ୍ରୋଟିନ, ଫ୍ୟାଟ, ଆଇରନ, ପୋଟାସିୟମ, ଭିଟାମିନ- ବି, କ୍ୟାଲସିୟମ, ଫସଫରସ, ଜିଙ୍କ ପରି ତତ୍ତ୍ୱ ମାନ ଭରପୁର ମାତ୍ରାରେ ଥାଏ । ଯାହାକି ସ୍କିନରେ ଉଜ୍ଜଳତା ଆଣିବାରେ ମଧ୍ୟ ସାହାଯ୍ୟ କରେ । ଶୁଣିବାକୁ ହୁଏତ…