ଝାଡ଼ପଡା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍
ଭୁବନେଶ୍ୱର (କେନ୍ୟୁଜ): ଜାମିନ ପରେ ଜେଲରୁ ମୁକୁଳିଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଜେଲ ଚାରିକାନ୍ଥରୁ ବାହାରିଛନ୍ତି । ବେଲ୍ ମିଳିବାର ସପ୍ତାହେ ପରେ ଆଜି ସକାଳୁ ସକାଳୁ ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ତାଙ୍କୁ ସାଙ୍ଗରେ ନେଇଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ ।…