Below header
Browsing Tag

Jaipur airport

ଜୟପୁର ଏୟାରପୋର୍ଟରୁ ୯ ଲକ୍ଷ ଟଙ୍କା ଜବତ, ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ବାଡ୍

ଜୟପୁର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ବିମାନବନ୍ଦରରୁ ୯ ଲକ୍ଷ ଟଙ୍କା ଜବତ । ନିର୍ବାଚନ କମିନଙ୍କ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍ ଜୟପୁର ଏୟାରପୋର୍ଟରୁ ଟଙ୍କା ଜବତ କରିଛନ୍ତି । ଏହି ଟଙ୍କା ମାଲକାନଗିରି ଖଇରପୁଟର ଏକ ଗ୍ୟାସ କମ୍ପାନୀର ବୋଲି ସୂଚନା ମିଳିଛି । ଜଣେ ବ୍ୟକ୍ତି ମାତ୍ରାଧିକ…

କୋରାପୁଟବାସୀଙ୍କ ପାଇଁ ଖୁସି ଖବର: ଆଜି ହେବ ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ

କୋରାପୁଟ (କେନ୍ୟୁଜ): କୋରାପୁଟବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରରେ ପରୀକ୍ଷାମୂଳକ ଭାବେ ଊଡ଼ିବ ବିମାନ । ଦୀର୍ଘ ବର୍ଷ ଧରି ଅପେକ୍ଷାରେ ଥିବା ଏହି ବିମାନବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିବ ବିମାନ । ଏଠାରୁ ଖୁବଶୀଘ୍ର ବିମାନ ଚଳାଚଳ ଆଶା ଏକ ପ୍ରକାର ଉଜ୍ଜ୍ୱଳ ହୋଇଛି ।…