Below header
Browsing Tag

jaleswar

ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଜଳେଶ୍ୱର (କେନ୍ୟୁଜ): ଘରର ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନଗର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଏହା ହତ୍ଯା ନା ଆତ୍ମହତ୍ଯା କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ମିଲି ପରିଡ଼ା। ଏହି ଘଟଣାକୁ ନେଇ…

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ

ଜଳେଶ୍ୱର : ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତର ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟଛି ।…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ, ୮ ଗୁରୁତର

ଜଳେଶ୍ୱର (କେନ୍ୟୁଜ): ବସ୍‌ ଓଲଟି ୮ ଗୁରୁତର । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୮ ଗୁରୁତର ହୋଇଛନ୍ତି । ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍‌ ନିକଟରେ ଦୁର୍ଘଟଣା ଘଟିଛି । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା ବସ୍‌ । ୮…

ମଜୁରୀ ବାବଦକୁ ବାକି ଟଙ୍କା ନ ଦେବାରୁ ଠିକାଦାରଙ୍କୁ ଭୁଜାଲି ଚୋଟ,ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଜଳେଶ୍ବର(କେନ୍ୟୁଜ୍): ମଜୁରୀ ବାବଦକୁ ବାକି ଟଙ୍କା ନ ଦେବାରୁ ଠିକାଦାରଙ୍କୁ ଭୁଜାଲିରେ ଆକ୍ରମଣ କଲେ ଯୁବକ । ଠିକାଦାରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ଆକ୍ରମଣ କରିଥିବା ଯୁବକକୁ କାବୁ କରି ପୋଲିସ ରେ ଜିମା ଦେଲେ ଲୋକେ ,ସୂଚନା ଅନୁଯାୟୀ…

ସମ୍ପର୍କରେ ଲାଗିଲା ରକ୍ତ ଛିଟା; ପୁତୁରାର ଆକ୍ରମଣରେ ବାପା ଏବଂ ପୁଅ ମୃତ

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ତୁଳସୀବଣି ଗ୍ରାମରେ ଅଭାବନୀୟ ଘଟଣା। ପୁତୁରାର ଆକ୍ରମଣରେ ବାପା ଏବଂ ପୁଅ ମୃତ। ସୂଚନା ଅନୁଯାୟୀ ଗତକାଲି ରାତିରେ ତୁଳସିବଣି ଗ୍ରାମର ହାର ବିନ୍ଧାଣୀଙ୍କ ପରିବାର ସହ ତାଙ୍କ ଭାଇଙ୍କର କୌଣସି କଥାକୁ ନେଇ ଝଗଡା ହୋଇ ଥିଲା।…

ରେଳ ବିଭାଗକୁ ଶନିଦଶା : ପୁଣି ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଜଳେଶ୍ୱର (କେନ୍ୟୁଜ): ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଜଳେଶ୍ୱର ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ । ଦକ୍ଷିଣପୂର୍ବ ରେଳପଥର ରୂପ୍ସା ଷ୍ଟେସନରେ ଏଭଳି ଅଘଟଣ ଘଟିଛି । କୋଇଲା ବୋଝେଇ ହୋଇ ଷ୍ଟେସନରେ ଛିଡା ହୋଇଥିବା ବେଳେ ନିଆଁ ଲାଗିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ…

ମଦ ନିଶାରେ ମାତାଲ ହୋଇ ନାଚିବା ସହ ତଳେ ଶୋଇଲେ ଶିକ୍ଷକ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଜଳେଶ୍ବର(କେନ୍ୟୁଜ୍): ମଦ ପିଇ ବିଦ୍ୟାଳୟ ପରିସରରେ ହଙ୍ଗାମା କଲେ ପ୍ରଧାନ ଶିକ୍ଷକ । ମଦ ନିଶାରେ ମାତାଲ ହୋଇ ନାଚିବା ସହ ତଳେ ଶୋଇଲେ ଶିକ୍ଷକ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଲେଶ୍ୱର ଜିଲ୍ଲା…

ସରସ୍ବତୀ ମୂର୍ତ୍ତି ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ: ଦୁଇ ଛାତ୍ର ଗୁରୁତର ଓ ତିନି ଆହତ

ଜଳେଶ୍ଵର(କେନ୍ୟୁଜ୍): ସରସ୍ବତୀ ମୂର୍ତ୍ତି ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ। ଦୁଇ ଛାତ୍ର ଗୁରୁତର ଓ ତିନି ଆହତ। ସମସ୍ତେ ଜଳେଶ୍ବର ବ୍ଲକ ଓଲମରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା । ରାଇବଣିଆକୁ ସରସ୍ବତୀ ପୂଜା ପାଇଁ ମୂର୍ତ୍ତି ଆଣିବା ପାଇଁ ଯିବା ସମୟରେ ଭାରସାମ୍ଯ ହରାଇ…

ଦୁଃଖିନୀ ମା’କୁ ନୂଆ ବର୍ଷର ଚମତ୍କାର ଭେଟି ଦଲେ ସ୍ୱେଚ୍ଛାସେବୀ ସଦସ୍ୟ, ପ୍ରଶାସନକୁ ଲାଜ ଲାଗିବା ଉଚିତ

ଜଳେଶ୍ଵର (କେନ୍ୟୁଜ୍‌) : ନୂଆ ବର୍ଷ ୨୦୨୩ । ଏହାକୁ କିଏ କେମିତି ଭାବରେ ପାଳନ କରୁଛି । ତେବେ ସେ ଇଂରାଜୀ ନବବର୍ଷ ହେଉ ପଛେ ଗୋଟିଏ ଉତ୍ସାହ ଆଣି ଦେଇଛି ସବୁ ଲୋକଙ୍କ ଭିତରେ । କାରଣ ଆମର ଏକ ବାହାନା ଦରକାର କିଛି ସେଲିବ୍ରେଟ୍‌ କରିବା ପାଇଁ । ତେଣୁ ଆମେ ନିଜ ପର୍ବପର୍ବାଣୀକୁ ଗୁରୁତ୍ୱ ନଦେଇ…

ଅଙ୍ଗନବାଡି ଅଫିସ୍‌ ନାଁରେ ଯୁବକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଲୁଟିନେଲେ ସାଇବର ଠକ, ଥାନାରେ ମାମଲା

ଜଳେଶ୍ବର(କେନ୍ୟୁଜ୍): ଅଙ୍ଗନବାଡି ଅଫିସ୍‌ ନାଁରେ ଲୁଟ୍‌ । ଅଭିନବ ଉପାୟରେ ଯୁବକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଅର୍ଥ ଲୁଟିନେଲେ ସାଇବର ଲୁଟେରା । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ମଥୁରାନାଥ ଗାଁରୁ ଆସିଛି ଏପରି ଅଭିଯୋଗ । ପ୍ରଥମେ ଅଙ୍ଗନବାଡି କର୍ମୀ ଜାୟତ୍ରୀ ସାହୁଙ୍କ ମୋବାଇଲ ଫୋନକୁ ଏକ…

ଡିଜେଲ ପିଇ ଦେଲା ରିକ୍ସାବାଲାର ଦୁଇବର୍ଷର ପୁଅ, ଡାକ୍ତରଖାନାରେ ଚାଲିଗଲା ଜୀବନ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଆରୁହାବୃତି-୨ ଗାଁର ରିକ୍ସା ଚାଳକ ସଞ୍ଚୟ ବେହେରାଙ୍କ ଦୁଇବର୍ଷର ପୁଅ ଡିଜେଲ ପିଇ ଦେବାରୁ ମୃତ୍ୟୁ ହୋଇଛି, ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନରେ ସଞ୍ଚୟର ଇଞ୍ଜିନ ରିକ୍ସାଟି ଘର ନିକଟରେ ଖରାପ ହେବାରୁ ସେ ସଜାଡିବା ସମୟରେ…

ବିୟୁଟିପାର୍ଲରରେ ସ୍ତ୍ରୀକୁ କଟୁରିରେ ହାଣି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ, ହାଜତ ଭିତରେ ପିଇଲା ବିଷ

ଜଳେଶ୍ବର(କେନ୍ୟୁଜ୍):ପାରିବାରିକ ସମସ୍ୟାକୁ ନେଇ କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିଲା ସ୍ୱାମୀ, ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି। ଅନ୍ୟପଟେ କଟୁରି ଧରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ। ସୂଚନା ଅନୁଯାୟୀ ବାଲିଆପାଳ ଥାନା ହାସିମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ…