ଗୁଲମାର୍ଗରେ ବରଫ ଝଡ଼ ଯୋଗୁ ସ୍ଥିତି ସଙ୍ଗୀନ, ଜଣେ ପର୍ଯ୍ୟଟକ ମୃତ; ଅନେକ ନିଖୋଜ
ଜମ୍ମୁ-କାଶ୍ମୀରର ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ବରଫ ଝଡ଼ ଏବଂ ହିମସ୍ଖଳନ ହୋଇଛି । ଏଥିରେ ବହୁ ଧନଜୀବନ ହାନି ଘଟିଥିବା ସୂଚନା ରହିଛି । ଏହି ବରଫ ତୋଫାନ ଯୋଗୁ ଅନେକ ବିଦେଶୀ ପର୍ଯ୍ୟଟକ ନିଖୋଜ ହୋଇଥିବା ବେଳେ ଜଣେ ସ୍କିୟରଙ୍କ ମୃତ୍ୟୁ ଘଟିିଛି । ଏ ସମ୍ପର୍କରେ ତଙ୍ଗମାର୍ଗ ଏସ୍ଡିଏମ୍ଙ୍କ…