Browsing Tag

Janashtaddi Express

ଜନଶତାଦ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ହାଓ୍ଵଡାରୁ ଭୁବନେଶ୍ୱର ଆସୁଥିଲା ଟ୍ରେନ୍‌

(କେନ୍ୟୁଜ): ଜନଶତାଦ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ । ଭଦ୍ରକ ଷ୍ଟେସନ ନିକଟରେ ଜନଶତାଦ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ । ହାଓ୍ଵଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଟ୍ରେନ୍‌ ଲାଇନଚ୍ୟୁତ। ଡଗରାସାହି ଲେବଲକ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ।  ଟ୍ରେନ୍‌ରେ ଥିବା ସବୁ ଯାତ୍ରୀ ସୁରକ୍ଷା ଅଛନ୍ତି।…