Browsing Tag

JANMASTAMI

ନନ୍ଦୋତ୍ସବରେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଦ୍ରବ୍ୟ, ପୂରଣ ହେବ ଆପଣଙ୍କ ସବୁ ମନସ୍କାମନା

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଭକ୍ତିର ଠାକୁର। ଭକ୍ତିର ସହ ତାଙ୍କୁ ଯିଏ ଆରଧନା କରେ ପ୍ରଭୁ ତାଙ୍କ କଥା ନିଶ୍ଚୟ ବୁଝିଥାନ୍ତି। ତେଣୁ ଆପଣ ତାଙ୍କୁ ଯେଉଁ ମନରେ ପୂଜା କରିବେ ସହିପରି ଫଳ ମଧ୍ୟ ପାଇବେ। ଜନ୍ମାଷ୍ଟମୀ ଉତ୍ସବ ପରେ ଏବେ ସବୁଠି ଚାଲିଛି ବାଳ ଗୋପାଳଙ୍କ ନନ୍ଦୋତ୍ସବ। ନନ୍ଦଗାଁର…

କାହିଁକି ଶ୍ରୀକୃଷ୍ଣ ନିଜ ପ୍ରିୟ ବଂଶୀ କୁ ଭାଙ୍ଗିଥିଲେ? କ’ଣ ରହିଛି ଏହାପଛରେ କାରଣ ଜାଣନ୍ତୁ?

ଆଜି ପାଳିତ ହେଉଛି ଶ୍ରୀକୃଷ୍ଣଙ୍କ ପବିତ୍ର ମହାଜନ୍ମାଷ୍ଟମୀ ପର୍ବ। ଏଥିପାଇଁ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟ ବେଶ ଉତ୍ସବ ମୁଖର। ବ୍ରଜନଗରୀରେ ଏହାକୁ ମହାଆଡମ୍ବରରେ ପୂଜା କରାଯାଏ। ଜନ୍ମ ସ୍ଥାନ ହୋଇଥିବାରୁ ଏହାର ପୂଜା ସାରା ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତେବେ କୃଷ୍ଣଙ୍କ କଥା କହିବା…

ଜନ୍ମାଷ୍ଟମୀ ପାଳନ କରେ ଏହି ପଡୋଶୀ ମୁସଲିମ ଦେଶ, ଏଠି ନାସ୍ନାଲ ହଲି ଡେ ମଧ୍ୟ ପାଳନ କରାଯାଏ

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। କୃଷ୍ଣଙ୍କ ଜନମାଷ୍ଟମୀ ଆଜି ସାରା ଦେଶରେ ପାଳନ କରାଯାଉଛି। ବିଶ୍ୱାସ କରାଯାଏ ଯେ ଭଗବାନ-କୃଷ୍ଣ ଅଗଷ୍ଟ-ସେପ୍ଟେମ୍ବର ମାସରେ ଅଷ୍ଟମୀ ତିଥି ରାତିରେ ଦେବକୀଙ୍କ କୋଳରେ ଜନ୍ମ ହୋଇଥିଲେ। ହିନ୍ଦୁ ପୁରାଣ ଅନୁଯାୟୀ ସେ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଥିଲେ।…

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରିରେ ଧରାବତରଣ କରିବେ ଶ୍ରୀକୃଷ୍ଣ

କେନ୍ୟୁଜ୍: ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଏହି ଦନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ସମଗ୍ର ଭାରତ ବର୍ଷରେ । ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଆଜି ମଧ୍ୟ ଏଠାକୁ ଆସନ୍ତି ପ୍ରଭୁ, ଜାଣନ୍ତୁ ଏହି ସ୍ଥାନ ସହ ଜଡ଼ିତ ରହସ୍ୟ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ…

ଆଜି ପବିତ୍ର ଜନ୍ମାଷ୍ଟମୀ: ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇ ପାଳନ ହେବ ଗୁପ୍ତନୀତି

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ପରମ୍ପରାରେ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବାଳଗୋପାଳ ରୂପକୁ ପୂଜା ଆରାଧନା କରାଯାଇଥାଏ। ଅନେକ ଲୋକ ନିଷ୍ଠାର ସହ…

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିର ସମେତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିରରେ ବିଧି ଓ ପରମ୍ପରା ଅନୁଯାୟୀ…

ପୁରୀ: ଆଜି ପବିତ୍ର ରାଧାଷ୍ଟମୀ। ମାତା ରାଧାଙ୍କ ଜନ୍ମଦିନ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ପାଳନ ହୁଏ । ଶ୍ରୀମନ୍ଦିର ସମେତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିରରେ ରାଧାଷ୍ଟମୀ ବିଧି ଓ ପରମ୍ପରା ଅନୁଯାୟୀ ପାଳନ କରାଯିବ । ବୈଷ୍ଣବୀୟ ମାନଙ୍କର ଏହା ଏକ…

ଆଜି ନନ୍ଦୋତ୍ସବ: ଶ୍ରୀମନ୍ଦିରରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ନନ୍ଦୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ପ୍ରଭୁ ରାମ, କୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରିବେ । ଦକ୍ଷିଣ ଘରୁ ମଦନମୋହନ ଆସି ଦୋଳିରେ ବସିବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଜଗନ୍ନାଥ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି

ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ଖୁବ୍ ଧୁମ୍ ଧାମରେ ପାଳନ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ।  ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳନ କରାଯାଏ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଆଜି ଦୁଇଜଣ ମହାଜନ ସେବକ…

ଜନ୍ମାଷ୍ଟମୀରେ ଘରକୁ ନିଶ୍ଚୟ ଆଣନ୍ତୁ ଏହି ୩ଟି ଜିନିଷ, ପୂରଣ ହେବ ସବୁ ମନୋସ୍କାମନା

ଆସନ୍ତାକାଲି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ସାରା ଦେଶରେ ଏହି ଦିନଟିକୁ ଜନ୍ମାଷ୍ଟମୀଭାବେ ପାଳନ କରାଯାଏ। କେତେକ ସ୍ଥାନରେ ଏହାକୁ ଗୋକୁଳାଷ୍ଟମୀ ମଧ୍ୟ କୁହାଯାଏ। ଜନ୍ମାଷ୍ଟମୀରେ ଲୋକମାନେ ବିଧିବିଧାନ ଅନୁସାରେ ବ୍ରତ ରଖି ରାତି ୧୨ଟାରେ ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରିଥାନ୍ତି।…

ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଆଜି ଶ୍ରୀମନ୍ଦିରରେ ଲାଗି ହେବ ୬ ମୂର୍ତ୍ତି ଅଳଙ୍କାର

ପୁରୀ (କେନ୍ୟୁଜ ବ୍ୟୁରୋ): କାଲି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ହେବ । ଟେରାବନ୍ଧା ହେବା ପରେ ମହାପ୍ରଭୁଙ୍କ…