Browsing Tag

jee

ପ୍ରକାଶ ପାଇଲା JEE (ମେନ୍‌) ସେସନ୍‌-୪ ରେଜଲ୍ଟ , ପ୍ରଥମ ର‍୍ୟାଙ୍କରେ ରହିଛନ୍ତି ୧୮ ଜଣ

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE (ମେନ୍‌) ସେସନ୍‌-୪ ରେଜଲ୍ଟ । ପ୍ରଥମ ର‍୍ୟାଙ୍କରେ ୧୮ ଜଣ ଅଛନ୍ତି। ୧୦୦ ପ୍ରତିଶତ ମାର୍କ ରଖିଛନ୍ତି ୪୪ ଜଣ ଛାତ୍ରଛାତ୍ରୀ । jeemain.nta.nic.inରେ ରେଜଲ୍ଟ ଉପଲବ୍ଧ। NTA ଦ୍ୱାରା ପରିଚାଳିତ ହୋଇଥିଲା ପରୀକ୍ଷା। ପରୀକ୍ଷା ଦେଇଥିଲେ ୭ଲକ୍ଷ…

ଆଜିଠୁ ୩ୟ ପର୍ଯ୍ୟାୟ ସର୍ବଭାରତୀୟ ଜେଇଇ ମେନ୍‌: ସାରା ଦେଶରୁ ପରୀକ୍ଷା ଦେବେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଆଜିଠୁ ଜେଇଇ ମେନ୍‌-୩ ଆରମ୍ଭ । ୨୭ ତାରିଖ ଯାଏ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ସାରା ଦେଶରେ ୭ ଲକ୍ଷ ୯ ହଜାର ୫୧୯ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଏହି ସେସନ୍‌ରେ ପରୀକ୍ଷା ଦେଉଥିବା ଜଣାପଡ଼ିଛି। କରୋନା…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ : ୯୯.୯୫ପ୍ରତିଶତ ମାର୍କ ରଖି ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ। ୧୩ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ମାତ୍ର ୬ ଦିନରେ ରେଜଲ୍ଟ ପ୍ରକାଶ କଲା NTA। ତେବେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା। ସେ ମୋଟ ୯୯. ୯୫ପ୍ରତିଶତ ମାର୍କ ରଖିଛନ୍ତି। ମାର୍ଚ୍ଚ ମାସରେ ଜେଇଇ ମେନ୍‌ ପରୀକ୍ଷା…

ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌, ୬ ତାରିଖ ପୂର୍ବରୁ କରିବାକୁ ପଡିବ…

ଭୁବନେଶ୍ବର: ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌ । jeemain.nta.nic.inରେ ରେଜିଷ୍ଟ୍ରେସନ୍‌ କରିହେବ । ମାର୍ଚ୍ଚ ୬ ତାରିଖ ପୂର୍ବରୁ ପଞ୍ଜିକରଣ କରିବାକୁ ପଡ଼ିବ । ଏଥର ୪ଟି ପର୍ଯ୍ୟାୟରେ ଜେଇଇ ମେନ୍‌ ପରୀକ୍ଷା ହେଉଛି । ପ୍ରଥମ ପର୍ଯ୍ୟାୟ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ: ଆଇଆଇଟି ବମ୍ବେ ଜୋନ୍‌ର ଚିରାଗ ଫଲୋର ଓ ଆଇଆଇଟି ଋଡକୀ ଜୋନ୍‌ର କନିଷ୍କା…

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ୪୩ ହଜାର ୨୦୪ ଜଣ ପାସ୍‌ କରିଛନ୍ତି । ଆଇଆଇଟି ବମ୍ବେ ଜୋନ୍‌ର ଚିରାଗ ଫଲୋର ଓ ଆଇଆଇଟି ଋଡକୀ ଜୋନ୍‌ର କନିଷ୍କା ମିତ୍ତଲ ଟପ୍ପର ହୋଇଛନ୍ତି । ଚିରାଗ ୩୯୬ରୁ ୩୫୨ ନମ୍ବର ରଖିଥିବା ବେଳେ କନିଷ୍କା ୩୯୬ରୁ ୩୧୫ ନମ୍ବର ରଖିଛନ୍ତି ।…

ଆଜି ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ଆଜି ପୂର୍ବାହ୍ନରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ଫଳ ପ୍ରକାଶ କରାଯିବ । ପରୀକ୍ଷାର୍ଥୀ ଜେଇଇ ଆଡ୍‌ଭାନ୍ସ ୱେବ୍‌ସାଇଟ୍‌ରୁ ପରୀକ୍ଷା ଫଳ ଜାଣିପାରିବେ । ଦେଶର ବିଭିନ୍ନ ଆଇଆଇଟିରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ୨୭ ତାରିଖରେ ଜେଇଇ…

ଜେଇଇ ଆଡଭାନ୍ସ ପରୀକ୍ଷା: ଏଥର ବଡ଼ ବୋତାମ କପଡ଼ା ପିନ୍ଧିପାରିବେନି ଅଭ୍ୟାର୍ଥୀ, ଏସଏମଏସରେ ଜଣାପଡ଼ିବ ରିପୋର୍ଟିଂ ଟାଇମ

ଆଇଆଇଟିରେ ପ୍ରବେଶ ପାଇଁ ୨୭ ସେପ୍ଟେମ୍ବରରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଏଥର ଛାତ୍ରଛାତ୍ରୀମାନଙ୍କୁ ବଡ଼ ବୋତାମ ଥିବା କୌଣସି ବି ଡ୍ରେସ ପିନ୍ଧି ନ ଆସିବାକୁ କୁହାଯାଇଛି। ସେହିପରି ଚେନ, ମୁଦି, ବ୍ରେସଲେଟ, କାନଫୁଲ, ପେଂଡେଣ୍ଟ, ହେୟାର ପିନ, ହେୟାର ବ୍ୟାଣ୍ଡ ଏବଂ ତାବିଜ ଆଦି ନ…

ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ, ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ । ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର । ଦେଶର ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୮ ଜଣ, ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ ଜଣ, ଆନ୍ଧ୍ରପ୍ରଦେଶ ୩ ଜଣ, ହରିଆନାର ୨ ଜଣ, ଗୁଜରାଟ…

ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ, କୋଭିଡ୍‌ ସ୍ଥିତିକୁ ଦେଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଗତକାଲିଠୁ ଆରମ୍ଭ ହୋଇଛି ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । ଦୁଇଟି ସିଫ୍‌ଟି ପରୀକ୍ଷା ହେଉଛି । କୋଭିଡ୍‌ ସ୍ଥିତିକୁ ଦେଖି ରାଜ୍ୟ…

କୋଭିଡ୍‌ କଟକଣା ଭିତରେ ଆରମ୍ଭ ହୋଇଛି ଜେଇଇ ମେନ୍‌ ଏଗଜାମ୍, ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି…

ଭୁବନେଶ୍ବର: ଆଜିଠାରୁ ଜେଇଇ ମେନ୍‌ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଭିତରେ ହେଉଛି ଜେଇଇ ମେନ୍‌ ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । ଦୁଇଟି ସିଫ୍‌ଟି ପରୀକ୍ଷା ହେଉଛି । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୨ଟା ଓ…

NEET ଓ JEE ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍‌ଡାଉନ ଓ ଲକ୍‌ଡାଉନ, କଟକଣା ଲାଗୁ ନ କରିବାକୁ SRCଙ୍କ…

ଭୁବନେଶ୍ବର: NEET ଓ JEE ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା । ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍‌ଡାଉନ ଓ ଲକ୍‌ଡାଉନ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ରୁ ୧୪ ଯାଏ କଟକଣା କୋହଳ କରାଯିବ। କଟକଣା ଲାଗୁ ନ କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୭…

NEET ଓ JEE ପରୀକ୍ଷା ସ୍ଥଗିତ ନେଇ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: NEET ଓ JEE ପରୀକ୍ଷା ସ୍ଥଗିତ ନେଇ ଆବେଦନ ଖାରଜ। ପରାକ୍ଷା ସ୍ଥଗିତ ନେଇ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ। ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ବିପଦକୁ ଠେଲି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୨୦୨୦ ସେପ୍ଟେମ୍ବରରେ ହେବାକୁ ଥିବା ନିଟ ଓ ଜେଇଇ…