ନିଆରା ଢଙ୍ଗରେ ଚାଲିଛି ସାମୂହିକ ବିବାହ, ଦୀର୍ଘ ବର୍ଷ ପରେ ପୁର୍ନବିବାହ କରିଛନ୍ତି ୫୦ ଜଣ ଦମ୍ପତି
ମନ୍ତ୍ର ପାଠ ସହ ଖୁବ ନିଆରା ଢଙ୍ଗରେ ଚାଲିଛି ବାହାଘର । କାରଣ ଏଠି ବାହା ହେଉଥିବା ବର କନ୍ୟା ସବୁ ପୂର୍ବରୁ ବିବାହିତ । ପୁନର୍ବାର ଏଭଳି ଏକ ନିଆରା ଢଙ୍ଗରେ ସାମୂହିକ ଭାବେ ଏମାନେ ପରଷ୍ପରକୁ କରୁଛନ୍ତି ଦ୍ୱିତୀୟ ବିବାହ । ଏହି ସବୁ ବର କନ୍ୟା ହେଉଛନ୍ତି ସ୍ୱାମୀ ସ୍ତ୍ରୀ । ବହୁ ବର୍ଷ ପୂର୍ବେ…