ଜିଲ୍ଲାପରିଷଦ ସଭ୍ୟାଙ୍କୁ ଅସମ୍ମାନ ଜନକ ବ୍ୟବହାର ପାଇଁ ବିଧାୟକଙ୍କ ନାଁରେ ଏତଲା
ଭଦ୍ରକ : ଅସମ୍ମାନ ଜନକ ବ୍ୟବହାର ପାଇଁ ବିଧାୟକଙ୍କ ନାଁରେ ଏତଲା । ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜଣେ ଜିଲ୍ଲାପରିଷଦ ସଭ୍ୟାଙ୍କୁ ବିଧାୟକ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ଏନେଇ ଭଦ୍ରକ ଟାଉନ ଥାନାରେ ଚାନ୍ଦବାଲି ଓ ଧାମନଗର ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି ୧୩ ନଂ ଜୋନର…