Browsing Tag

journalist

ଯାଜପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଆଉ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ରେ ଆଉ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମଲ୍ଲିକ ଓରଫ ସିରିଆ ଏବଂ ସଞ୍ଜୟ ମଲିକ ଓରଫ ଚଗଲା କୁ ଗିରଫ କଲା ଯାଜପୁର ପୋଲିସ। ଉଭୟଙ୍କ ଘର ସ୍ଥାନୀୟ ବାମଦେବପୁରରେ। ଏହି ଘଟଣା…

ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକ ଗିରଫ, ୨୫ରୁ ଅଧିକ ଅଟକ

ଯାଜପୁର(କେନ୍ଯୁଜ୍): ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକ ଗିରଫ । ୨୫ରୁ ଅଧିକ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଭୋଳ ଓ ଯାଜପୁର ଏସପି ରାହୁଳ ପିଆର ବିଞ୍ଝାରପୁର ଗସ୍ତ କରି…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା: ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି ଦଳ, ଦୃଢ଼…

ଭୁବନେଶ୍ୱର: ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ସାମ୍ବାଦିକ ପ୍ରତିନିଧି ଦଳ। ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ…

ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ୍: ସିପି

କଟକ/ଭୁବନେଶ୍ୱର(କେନ୍ଯୁଜ୍): ଗଣମାଧ୍ୟମକୁ ଢାଲ କରି ବହୁ ବ୍ୟକ୍ତି କଟକ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କଥା ସାମ୍ନାକୁ ଆସିଛି। ଏଭଳି ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ। ଗାଡ଼ିରେ ପ୍ରେସ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ। ଏଥିପାଇଁ…

ପ୍ରତିଶୃତି ରକ୍ଷା କଲେ ନବୀନ, କୋଭିଡ଼ରେ ପ୍ରାଣ ହରାଇଥିବା ୧୭ କର୍ମଜୀବୀ ସାମ୍ବାଦିକଙ୍କୁ ମିଳିଲା ୨ କୋଟି ୫୫ ଲକ୍ଷ…

କେନ୍ୟୁଜ୍(ବ୍ୟୁରୋ):  ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର । କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କ ଯେଉଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମିଳିବା ନେଇ ଘୋଷଣା କରିଥିଲେ ତାହାକୁ ଆଜି ମଞ୍ଜୁର କରିଛନ୍ତି।କୋଭିଡ଼ ମହାମାରୀରେ ବିଗତ ଦିନରେ ପ୍ରାଣ ହରାଇଥିବା   ୧୭ ଜଣ କର୍ମଜୀବୀ…

କରୋନାରେ ଆଖି ବୁଜିଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ ବେହେରା

କରଞ୍ଜିଆ: କରଞ୍ଜିଆ ଅଞ୍ଚଳରେ ବେଶ ଜଣାଶୁଣା ଅସିତ ବେହେରା । ସେ ଦୀର୍ଘ ଦିନ ହେବ କନକ ଟିଭିରେ ସାମ୍ବାଦିକତା କରୁଥିଲେ । କରଞ୍ଜିଆ ଅଞ୍ଚଳରେ ବିଭିନ୍ନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ପ୍ରଶଂସାର ପାତ୍ର ହେଇଥିଲେ । କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସରକାରୀ…

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ରାଜନେତାଙ୍କ ଧମକ, ପ୍ରତିବାଦରେ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ଏତଲା

ଟାଙ୍ଗୀ(କେନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକମାନେ ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଦାବି ପାଇଁ  ନିଜ ଜୀବନକୁ ତୁଚ୍ଛ କରି ଅନ୍ୟାୟ ବିରୋଧରେ ଖବର ପ୍ରସାରଣ କରେ । ଏହି ସମୟରେ ତାକୁ ବହୁ ଝଡ ଝାଞ୍ଜ ସହିବାକୁ ପଡେ ।…

ଲାଇଭ ଶୋ ସମୟରେ ଭାଙ୍ଗିଗଲା ଆଙ୍କରଙ୍କ ଦାନ୍ତ, ଏହି ସମୟରେ ଧୈର୍ଯ୍ୟର ସହ ସେ କଲେ ଏମିତି କାମ..ଦେଖନ୍ତୁ ଭିଡିଓ

ପତ୍ରକାରିତାରେ ଧୈର୍ଯ୍ୟ ବହୁତ ଜରୁରୀ ହୋଇଥାଏ, ଜଣେ ବୁଦ୍ଧିମାନ ଜର୍ଣ୍ଣାଲିଷ୍ଟ ଅତ୍ୟନ୍ତ ଧୈର୍ଯ୍ୟର ସହ କାମ କରିଥାନ୍ତି । କୁହାଯାଏ "ଶୋ ମଷ୍ଟ ଗୋ ଅନ" ଅର୍ଥାତ କିଛି ବି ହୋଇଯାଉ କିନ୍ତୁ ଶୋ ବନ୍ଦ ନହେଉ । ଠିକ ଏହିପରି ହିଁ ଘଟିଛି ଏକ ଟିଭି ଶୋ ଚାଲିଥିବା ବେଳେ । ଜଣେ ଆଙ୍କର ଲାଇଭ…

ମୋହନା : ଭୁଲ କରି ତୋଡ଼ ଦେଖାଇଲେ ଜନସେବା କେନ୍ଦ୍ର ମାଲିକ, ତହସିଲଦାରଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କ ଠାରୁ ଛଡ଼ାଇ ନେଲେ…

ମୋହନା (କେ ନ୍ୟୁଜ୍‌) : କରୋନା ମହାମାରୀକୁ ପ୍ରତିହତ କରିବା ଲକ୍ଷ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ବିଭିନ୍ନ କଟକଣା ଜାରି କରିଛନ୍ତି । ସମସ୍ତ ଦୋକାନ ବଜାର ଖୋଲିବା ସମୟ ସକାଳ ୫ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ନିର୍ଦ୍ଧାରିତ କରାଯାଇଛି । ତେବେ ଗତ ବୁଧବାର ଦିନ ମୋହନା କୋର୍ଟ…

ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗାରେ ମାରିବାକୁ ଉଦ୍ୟମ କଲେ ଥାନା…

କାଲିମେଳା: ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର l ସାମ୍ବାଦିକ ପରିଚୟ ଦେବା ସତ୍ତ୍ୱେ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ l ଏହି ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମାଲକାନଗିରିର ଏମ୍. ଭି-୭୯ରୁ l ମାଲକାନଗିରିରେ ମାସ୍କ ମିଳୁନଥିବାରୁ ଏମ୍. ଭି-୭୯ ର ଏକ ଯୁବ ସଂଘ ନିଜେ ମାସ୍କ ତିଆରି…

ଗଜପତି: ବିଚ୍ ରାସ୍ତାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ସାମ୍ବାଦିକ ଜଣକ ହେଲେ ଚନ୍ଦ୍ରଗିରିର ଧରିତ୍ରୀ ପ୍ରତିନିଧି ଶ୍ରୀହରି ପ୍ରଧାନ। ପୂର୍ବରୁ ଚନ୍ଦ୍ରଗିରି ଅଞ୍ଚଳରେ…

କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣା ଦେଲା…

ଭୁବନେଶ୍ୱର: କଳିଙ୍ଗ ସାମ୍ବାଦିକ ସଙ୍ଘର ଧାରଣା। ଭୁବନେଶ୍ୱର ଲୋୟର ପିଏମଜିରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ସମ୍ବାଦିକମାନେ ଧାରଣା ସହ କେନ୍ଦ୍ରାପଡା ଏସପିଙ୍କ ନାଁରେ ନାରାବାଜି କରିଥିଲେ । ସମ୍ବାଦିକ ସୁରକ୍ଷା ଆଇନ ସହ କାର୍ଯ୍ୟାରତ ସାମ୍ବାଦିକଙ୍କୁ ଦୁବ୍ୟବହାର କରିଥିବା କେନ୍ଦ୍ରପଡା…