Below header
Browsing Tag

journalist

ବରଗଡ଼ ପୋଲିସ କବଜାରେ ଆନ୍ତଃରାଜ୍ୟ ଠକ ଗ୍ୟାଙ୍ଗ, ସାମ୍ବାଦିକ ପରିଚୟ ଦେଇ କରୁଥିଲେ ଲୁଟ୍

ସାମ୍ବାଦିକ ପରିଚୟ ଦେଇ ଲୁଟ୍। ଏଭଳି ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗକୁ ଧରିଛି ବରଗଡ଼ ପୋଲିସ। ନିଜକୁ ସାମ୍ବାଦିକ ପରିଚୟ ଦେଇ ଅଫିସର ଓ ସାଧାରଣ ଲୋକଙ୍କଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ମୋବାଇଲ୍ ଫୋନ, ଲାପଟପ୍, ଟିଭି ଚ୍ୟାନେଲ ଲୋଗୋ…