Browsing Tag

jyotsna dash

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପୁରାତନ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ପରଲୋକ

ବ୍ରହ୍ମପୁର ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଜ୍ୟୋତ୍ସା ଦାସଙ୍କର ମଙ୍ଗଳବାର ଅପରାହ୍ନ ସମୟରେ ପରଲୋକ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ବାର୍ଦ୍ଧ୍ୟକ ଜନିତ ରୋଗରେ ପୀଡିତ ଥିଲେ । ଶିକ୍ଷକତା ବ୍ୟତୀତ ଜ୍ୟୋତ୍ସା ମଞ୍ଚ ନାଟକ, ଓଡି଼ଆ…